ପଦ୍ମଫୁଲ କଲା ଲକ୍ଷପତି: ମାସକୁ ୮୦ ରୁ ୯୦ ହଜାର ଟଙ୍କା ରୋଜଗାର କରୁଛନ୍ତି ଚାଷୀ
ପାଟଣାଗଡ଼ : ଆହା କି ସୁନ୍ଦର ଏଇ ଦୃଶ୍ୟ । ଯୁଆଡ଼େ ଦେଖିବେ ପଦ୍ମ ହିଁ ପଦ୍ମ । ମନ ମୁଗ୍ଧକାର ଏ ପରିବେଶ । ଦିନେ ଖାଲି ଥିବା ପୋଖରୀ ଆଜି ପଦ୍ମ ପୁଲରେ ପରିପୂର୍ଣ୍ଣ । ସତେ ଯେମିତି ସ୍ୱର୍ଗ ଭଳି ଲାଗୁଛି ସ୍ଥାନଟି । ଛୋଟିଆ ଡଙ୍ଗା ସାହାଯ୍ୟରେ ଫୁଲ ଗୁଡିକୁ ପୋଖରୀରୁ ସଂଗ୍ରହ କରାଯାଇ…