Browsing Tag

Padma Awards

ପଦ୍ମ ପୁରସ୍କାର ଘୋଷଣା: ପୂର୍ବତନ ରାଷ୍ଟ୍ରପତି ଭେଙ୍କୟା ନାଇଡୁ, ଅଭିନେତ୍ରୀ ବୈଜନ୍ତିମାଲା ବାଲି ଏବଂ ଚିରଞ୍ଜିବୀଙ୍କୁ…

କେନ୍ଦ୍ର ସରକାର ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି । ଚଳିତ ବର୍ଷ ୫ ଜଣଙ୍କୁ ପଦ୍ମ ବିଭୂଷଣ, ୧୭ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୧୦ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ । ପୂର୍ବତନ ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁ, ଅଭିନେତ୍ରୀ ବୈଜନ୍ତିମାଲା ବାଲି ଏବଂ ଅଭିନେତା କେ.…

ଘୋଷଣା ହେଲା ପଦ୍ମ ପୁରସ୍କାର ୨୦୨୪, ଓଡ଼ିଶାରୁ ଗୋପୀନାଥ ସ୍ବାଇଁ, ବିନୋଦ ମହାରଣା, ବିନୋଦ ପଶାୟତ ଓ ଭାଗବତ ପ୍ରଧାନଙ୍କୁ…

ଘୋଷଣା ହେଲା ପଦ୍ମ ପୁରସ୍କାର ୨୦୨୪। ଓଡ଼ିଶାରୁ ଗୋପୀନାଥ ସ୍ବାଇଁ, ବିନୋଦ ମହାରଣା, ବିନୋଦ ପଶାୟତ, ଭାଗବତ ପ୍ରଧାନ ପ୍ରମୁଖ ୪ ଜଣ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାର କୃଷ୍ଣଲୀଳା ଗାୟକ ଗୋପୀନାଥ ସ୍ବାଇଁଙ୍କୁ ମିଳିବ ପଦ୍ମଶ୍ରୀ। ୧୦୫ ବର୍ଷର ଗୋପୀନାଥ, ପରମ୍ପରାକୁ…

ପଦ୍ମ ସମ୍ମାନ ୨୦୨୩: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏସ୍‌ଏମ୍‌ କୃଷ୍ଣାଙ୍କୁ ପଦ୍ମ ବିଭୂଷଣ, କୁମାର ମଙ୍ଗଲମ ବିର୍ଲାଙ୍କୁ…

ରାଷ୍ଟ୍ରପତି ଭବନରେ ବୁଧବାର ଆୟୋଜିତ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୦୨୩ ବର୍ଷ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏସଏମ କୃଷ୍ଣାଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି। ସେହିପରି ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଅଧ୍ୟକ୍ଷ କୁମାର…

୧୦୬ଜଣ ପାଇବେ ପଦ୍ମ ପୁରସ୍କାର: ୬ଜଣଙ୍କୁ ପଦ୍ମ-ବିଭୂଷଣ, ୯ଜଣଙ୍କୁ ପଦ୍ମ-ଭୂଷଣ ଓ ୯୧ଜଣଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର

ଭୁବନେଶ୍ୱର (କେନ୍ୟୁଜ): ୧୦୬ ଜଣଙ୍କୁ ୨୦୨୩ ପାଇଁ ମିଳିବ ପଦ୍ମ ପୁରସ୍କାର। ଏଥିରେ ୬ ଜଣ ପଦ୍ମ ବିଭୂଷଣ ସମ୍ମାନ ପାଇବେ। ବାଳକୃଷ୍ଣ ଦୋଶୀ, ଦିଲ୍ଲୀପ ମହାଲନବିସ୍‌ ଓ ମୁଲାୟମ ସିଂହ ଯାଦବଙ୍କୁ ମରୋଣତ୍ତର ଭାବେ ପ୍ରଦାନ କରାଯିବ ପଦ୍ମ ବିଭୂଷଣ ସମ୍ମାନ। ଏହାସହ କଳା କ୍ଷେତ୍ରରେ ଜାକିର ହୁସେନ ଓ…

ପଦ୍ମ ସମ୍ମାନ ଘୋଷଣା: ପଦ୍ମ ବିଭୂଷଣରେ ପାଇବେ ଦିଲ୍ଲୀପ ମହାଲାନାବିସ

କେନ୍ୟୁଜ୍(ବ୍ୟୁରୋ):  ୨୦୨୩ ପାଇଁ ପଦ୍ମ ପୁରସ୍କାର ଘୋଷିତ। ପଦ୍ମ ବିଭୂଷଣରେ ପାଇବେ ଦିଲ୍ଲୀପ ମହାଲାନାବିସ। ମରଣୋତ୍ତର ଭାବେ ତାଙ୍କୁ ମିଳିବ ଏହି ସମ୍ମାନ। ଅନ୍ୟ ୨୫ଜଣଙ୍କୁ ପଦ୍ମ ସମ୍ମାନ ପ୍ରଦାନ କରାଯିବ। ଡାକ୍ତର ରତନ ଚନ୍ଦ୍ର କରଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ । ଆଣ୍ଡାମାନ ଦ୍ୱୀପରେ…

ପଦ୍ମ ପୁରସ୍କାର ପାଇଁ ଅନଲାଇନ ନାମାଙ୍କନ କିମ୍ବା ସୁପାରିଶ କରିବାର ଶେଷ ତାରିଖ ସେପ୍ଟେମ୍ବର ୧୫, ଜାଣନ୍ତୁ କେମିତି…

ଆସନ୍ତାବର୍ଷ ଗଣତସ୍ତ୍ର ଦିବସ ଅବସରରେ ପ୍ରଦାନ କରାଯିବାକୁ ଥିବା ପଦ୍ମ ପୁରସ୍କାର ପାଇଁ ଅନଲାଇନ ନାମାଙ୍କନ କିମ୍ବା ସୁପାରିଶ ଦାଖଲ କରିବାର ଶେଷ ତାରିଖ ସେପ୍ଟେମ୍ବର ୧୫ ତାରିଖ ରହିଛି। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରେସ ରିଲିଜ ଜାରି କରାଯାଇଛି। ଯେଉଁଥିରେ ପଦ୍ମ ପୁରସ୍କାର ପାଇଁ…

ଗୃହ ମନ୍ତ୍ରାଳୟର ବଡ଼ ଘୋଷଣା: ସେପ୍ଟେମ୍ବର ୧୫ ଯାଏଁ ପଦ୍ମ ପୁରସ୍କାର ୨୦୨୩ ପାଇଁ ଭରିପାରିବେ ନାମାଙ୍କନ

ନୂଆଦିଲ୍ଲୀ: ପଦ୍ମ ପୁରସ୍କାର ୨୦୨୩ ପାଇଁ ମେ’ ୧ ରୁ ଆରମ୍ଭ ହୋଇଯାଇଛି ଅନ୍‌ଲାଇନ୍‌ ନାମାଙ୍କନ। ଏହି ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ରହିଛି ୧୫ ସେପ୍ଟେମ୍ବର ୨୦୨୨। ଏହି ପଦ୍ମ ପୁରସ୍କାର ଆଗାମୀ ଗଣତନ୍ତ୍ର ଦିବସ ଅବସରରେ ଘୋଷଣା କରାଯିବ। ସୋମବାର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା…

ଏଥରକ ପଦ୍ମ ସମ୍ମାନରେ ସମ୍ମାନିତ ହେବେ ୧୨୮ ଜଣ, ଦେଖନ୍ତୁ କାହାକୁ ମିଳିବ କି ପୁରସ୍କାର

ଘୋଷଣା ହେଲା ପଦ୍ମ ସମ୍ମାନ। ଏଥରକ ଦେଶର ମୋଟ୍‌ ୧୨୮ ଜଣଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରାଯିବ। ସେମାନଙ୍କ ଭିତରୁ ୪ ଜଣଙ୍କୁ ପଦ୍ମ ବିଭୂଷଣ, ୧୭ ଜଣଙ୍କୁ ପଦ୍ମଭୂଷଣ ଓ ୧୦୭ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। କଳା କ୍ଷେତ୍ର ପାଇଁ ମହାରାଷ୍ଟ୍ରର ପ୍ରଭା ଆତ୍ରେ, ଶିକ୍ଷା ଓ…

ଦେଶର ମୋଟ୍‌ ୧୨୮ ଜଣଙ୍କୁ ମିଳିବ ପଦ୍ମ ସମ୍ମାନ: ଓଡିଶାରୁ ଏହିମାନେ ପାଇବେ ପଦ୍ମଶ୍ରୀ

କେନ୍ୟୁଜ୍(ବ୍ୟୁରୋ):  ଘୋଷଣା ହେଲା ପଦ୍ମ ସମ୍ମାନ । ବିଶିଷ୍ଟ ଔପନ୍ୟାସିକା ପ୍ରତିଭା ରାୟଙ୍କୁ ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ମିଳିବ ପଦ୍ମଭୂଷଣ । ସେହିପରି କ୍ରୀଡ଼ା କ୍ଷେତ୍ର ପାଇଁ ପାରା ଅଲମ୍ପିଆନ ପ୍ରମୋଦ ଭଗତ ଓ ସମାଜସେବା ପାଇଁ ବାବା ବଳିଆଙ୍କୁ ମିଳିବ…

ପଦ୍ମ ପୁରସ୍କାର ନାମାଙ୍କନ: ପ୍ରଧାନମନ୍ତ୍ରୀ ମୋଦି କହିଲେ, କାହାକୁ କରିପାରିବେ ଆପଣ ନୋମିନେଟ୍‌, ସାଥୀରେ କଲେ ଏହି…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଜନସାଧାରଣଙ୍କୁ ଅପିଲ କରିଛନ୍ତି କି, ଦେଶବାସୀ ନିଜ ପସନ୍ଦର ସେହି ଲୋକଙ୍କୁ ପଦ୍ମ ପୁରସ୍କାର ପାଇଁ ନାମିତ କରନ୍ତୁ, ଯେଉଁମାନେ ତୃଣମୂଳ ସ୍ତରରୁ ଅସାଧାରଣ କାମ କରୁଛନ୍ତି। ପିଏମ୍‌ ନିଜର ଏକ ଟ୍ଵିଟ୍‌ରେ ଲେଖିଛନ୍ତି ଯେ ‘ଭାରତରେ ତୃଣମୂଳ ସ୍ତରରେ…

ଘୋଷଣା ହେଲା ପଦ୍ମ ପୁରସ୍କାର, ୧୦ ଜଣ ଓଡ଼ିଆଙ୍କୁ ମିଳିଲା ପଦ୍ମ ସମ୍ମାନ

କେନ୍ୟୁଜ୍(ବ୍ୟୁରୋ): ପଦ୍ମ ପୁରସ୍କାର ଘୋଷଣା । ୯ ଜଣ ଓଡ଼ିଆଙ୍କୁ ମିଳିଲା ପୁରସ୍କାର । ଓଡ଼ିଶା ପାଇଁ ଗର୍ବ ଆଣିଲେ ପ୍ରଫେସର ରାଧା ମୋହନ । ଜୈବିକ କୃଷି କ୍ଷେତ୍ରରେ ଗବେଷଣା ପାଇଁ ମିଳିବ ପଦ୍ମଶ୍ରୀ ପୁରସ୍କାର । ଏହାସହ ତାଙ୍କ ଝିଅ ସାବରମତୀଙ୍କୁ ମଧ୍ୟ ମିଳିବ ପଦ୍ମଶ୍ରୀ ପୁରସ୍କାର । ସେ…