Browsing Tag

padmapur by election

ବର୍ଷାଙ୍କୁ ବ୍ୟକ୍ତିଗତ ହମ୍‌ଲା ବୁମେରାଂ, ପ୍ରସଙ୍ଗ ଛାଡି ଅପ୍ରସଙ୍ଗକୁ ଅସ୍ତ୍ର କରିଥିଲେ ବିରୋଧୀ

ଭୁବନେଶ୍ୱର(କେନ୍ୟୁଜ୍): ପଦ୍ମପୁର ଉପନିର୍ବାଚନରେ ବିଜେପି ପାଇଁ ବୁମେରାଂ ହେଲା ବର୍ଷା ସିଂ ବରିହାଙ୍କୁ ବ୍ୟକ୍ତିଗତ ସ୍ତରକୁ ଯାଇ ଟାର୍ଗେଟ କରିବା । ପ୍ରସଙ୍ଗ ଛାଡି ଅପ୍ରସଙ୍ଗକୁ ଅସ୍ତ୍ର କରିଥିଲେ ବିରୋଧୀ । ବର୍ଷାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅପପ୍ରଚାର କରିଥିଲେ । ତାଙ୍କର ସମ୍ମାନହାନୀ…

ବିଜୟ ପରେ ଆଜି ଭୁବନେଶ୍ୱର ଆସୁଛନ୍ତି ବର୍ଷା, ମୁଖ୍ୟମନ୍ତ୍ରୀଙ୍କ ସହିତ ହେବେ ଭେଟ

ଭୁବନେଶ୍ୱର(କେନ୍ୟୁଜ୍): ପଦ୍ମପୁର ଉପନିର୍ବାଚନରେ ବିଜେଡିର ରେକର୍ଡ ବିଜୟ । ୪୨ ହଜାର ୬୭୯ ଭୋଟ୍‌ ମାର୍ଜିନରେ ଜିତିଛନ୍ତି ବର୍ଷା ସିଂ ବରିହା । ପଦ୍ମପୁରବାସୀ ବାପାଙ୍କଠାରୁ ତାଙ୍କୁ ଅଧିକ ଆଶୀର୍ବାଦ କରିଛନ୍ତି । ବିଜୟ ପରେ ଆଜି ଭୁବନେଶ୍ୱର ଆସୁଛନ୍ତି ବର୍ଷା । ମୁଖ୍ୟମନ୍ତ୍ରୀ ନବୀନ…

ବର୍ଷା ସିଂଙ୍କ ପାଖରେ ଠିଆ ହେବାକୁ ନିଷ୍ପତ୍ତି ନେଲି, ଜଣେ ମହିଳାଙ୍କୁ ଅସମ୍ମାନ କରିବା ନିନ୍ଦନୀୟ କହିଲେ…

ଭୁବନେଶ୍ବର(କେନ୍ୟୁଜ୍): ପଦ୍ମପୁର ବିଜୟକୁ ପଦ୍ମପୁରବାସୀଙ୍କ ବିଜୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ନିଷ୍ଠାର ସହ କାମ ଏବଂ ବିରୋଧୀ ଦଳଙ୍କ ମିଛ କଥାକୁ ଲୋକଙ୍କ ସମ୍ମୁଖରେ ରଖିଥିବାରୁ ବିଜେଡି କର୍ମୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଜଣେ ବାପା ହରାଇ ଦୁଃଖରେ ଥିବା ମହିଳାଙ୍କୁ ବିଜେପିର କିଛି ନେତା…

ପଦ୍ମପୁର ଉପନିର୍ବାଚନରେ ବିଜେଡିର ରେକର୍ଡ ବିଜୟ, ୪୨ ହଜାରରୁ ଅଧିକ ଭୋଟ୍‌ ବ୍ୟବଧାନରେ ଜିତିଲେ ବର୍ଷା ସିଂ ବରିହା

ପଦ୍ମପୁର(କେନ୍ୟୁଜ୍): ପଦ୍ମପୁରରେ ବର୍ଷା... ଖୁସି ଆଉ ଲୁହର । ଗୋଟିଏ ପଟେ ଚାଲିଛି ସେଲିବ୍ରେସନ। ବାଣ ଫୁଟିଛି, ମିଠା ବଣ୍ଟା ହୋଇଛି। ଭୁବନେଶ୍ୱରରୁ ଆରମ୍ଭ କରି ପଦ୍ମପୁର, ସବୁଠି ଉତ୍ସାହିତ ବିଜେଡି କର୍ମୀ। ଦଳର ବଡ଼ ବିଜୟ। ସେପଟେ ବିଜୟନୀ ପ୍ରାର୍ଥୀ ବର୍ଷା ଖୁସି ଭିତରେ ଖୋଜିଛନ୍ତି…

ଉପନିର୍ବାଚନରେ କାହାର ବାଜିମାତ? ଆଜି ଆସିବ ପଦ୍ମପୁର ରେଜଲ୍ଟ

ପଦ୍ମପୁର(କେନ୍ୟୁଜ୍): ପଦ୍ମପୁର ବାଜି ଜିତିବ କିଏ ? ଉପନିର୍ବାଚନରେ କାହାର ବାଜିମାତ । ଆଜି ବାହାରିବ ଭାଗ୍ୟଫଳ । ଆଜି ଆସିବ ପଦ୍ମପୁର ରେଜଲ୍ଟ । ୧୪ଟି ଟେବୁଲରେ ୨୩ ରାଉଣ୍ଡରେ ଭୋଟ୍‌ ଗଣତି ହେବ । ସକାଳ ୮ଟାରୁ ଆରମ୍ଭ ହେବ କାଉଣ୍ଟିଂ । ପ୍ରଥମେ ୨୯୬ ପୋଷ୍ଟାଲ ବାଲାଟର ଗଣତି ହେବ । ଏହାପରେ…

ଆସନ୍ତାକାଲି ଆସିବ ପଦ୍ମପୁର ଜନାଦେଶ, ୧୪ଟି ଟେବୁଲରେ ୨୩ ରାଉଣ୍ଡରେ ହେବ ଭୋଟ୍‌ ଗଣତି

ଭୁବନେଶ୍ୱର(କେନ୍ୟୁଜ୍):  ଆସନ୍ତାକାଲି ଆସିବ ପଦ୍ମପୁର ଜନାଦେଶ । ୧୪ଟି ଟେବୁଲରେ ୨୩ ରାଉଣ୍ଡରେ ଭୋଟ୍‌ ଗଣତି କରାଯିବ । ସକାଳ ୮ଟାରେ ଆରମ୍ଭ ହେବ କାଉଣ୍ଟିଂ । ପ୍ରଥମେ ୨୯୬ ପୋଷ୍ଟାଲ ବାଲାଟର ଗଣତି ହେବ । ଏହାପରେ ୮ଟା ୩୦ରେ ଖୋଲିବ ଇଭିଏମ୍‌ ପେଡି । ପଦ୍ମପୁର ଆରଏମ୍‌ସି ୟାର୍ଡରେ କାଉଣ୍ଟିଂ…

ପଦ୍ମପୁର ଉପନିର୍ବାଚନ ଭୋଟ ଶେଷ: ୮୦.୦୫ ପ୍ରତିଶତ ହୋଇଛି ମତଦାନ

କେନ୍ୟୁଜ୍(ବ୍ୟୁରୋ):ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ ଶେଷ । କଡ଼ା ସୁରକ୍ଷା ଭିତରେ ସରିଛି ଭୋଟ୍‌ ଗ୍ରହଣ । ଶେଷ ଖବର ସୁଦ୍ଧା ୮୦.୦୫ ପ୍ରତିଶତ   ମତଦାନ ହୋଇଛି । ଏଥିସହ ୧୦ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି । ମତଦାନ ପ୍ରାୟତଃ ଶାନ୍ତିପୂର୍ଣ୍ଣ ଥିବା ରାଜ୍ୟ ମୁଖ୍ୟ ନିର୍ବାଚନ…

କାଲି ଭୋଟ୍‌ ଦେବ ପଦ୍ମପୁର: ବୁଥରେ ପହଞ୍ଚିଲେଣି ପୋଲିଂ ପାର୍ଟି

କେନ୍ୟୁଜ୍(ବ୍ୟୁରୋ): ସରିଛି ପ୍ରଚାର ଲଢ଼େଇ । କାଲି ଭୋଟ୍‌ ଦେବ ପଦ୍ମପୁର । ଉପନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ବୁଥରେ ପହଞ୍ଚିଲେଣି ପୋଲିଂ ପାର୍ଟି । କଡ଼ା ସୁରକ୍ଷା ଭିତରେ ରହିଛି ଇଭିଏମ୍‌ । ଆସନ୍ତାକାଲି ସକାଳ ୭ଟାରୁ ଅପରାହ୍ଣ ୪ଟା ଯାଏ ମତଦାନ ଚାଲିବ । ମୋଟ୍‌ ୩୧୯ଟି ବୁଥରେ…

ପଦ୍ମପୁରରେ ଆଜି ବି ରେଡ୍‌ ଚଳାଇଛି ଆୟକର ବିଭାଗ, ଚଢ଼ାଉକୁ ନେଇ ବିଜେଡି-ବିଜେପି ଛକାପଞ୍ଝା

ପଦ୍ମପୁର(କେନ୍ୟୁଜ୍): ଉପନିର୍ବାଚନକୁ ନେଇ ପଦ୍ମପୁର ପଡୁଛି ଉଠୁଛି । ମତଦାନ ତାରିଖ ପାଖେଇବା ସହ ରାଜନୀତି ତାତି ବଢ଼ିବାରେ ଲାଗିଛି । ବିଜେଡି ଓ ବିଜେପି ଭିତରେ ରାଜନୈତିକ ତିକ୍ତତା ବଢୁଥିବା ବେଳେ ପଦ୍ମପୁରରେ ଆୟକର ଓ ଜିଏସଟି ବିଭାଗର ଚଢ଼ାଉ ରାଜନୈତିକ ବାତାରଣରକୁ ଅଧିକ ଉଷ୍ଣ କରିଛି ।…

ଜମୁଛି ପଦ୍ମପୁର ପ୍ରଚାର ମୈଦାନ: ବିକାଶ ଧାରାକୁ ଆଗକୁ ନେବା ପାଇଁ ଆଶୀର୍ବାଦ ମାଗୁଛନ୍ତି ସବୁ ଦଳର ପ୍ରାର୍ଥୀ

ପଦ୍ମପୁର(କେନ୍ୟୁଜ): ଜମୁଛି ପଦ୍ମପୁର ପ୍ରଚାର ମୈଦାନ। ମତଦାନ ସମୟ ଯେତିକି ପାଖଉଛି, ସେତିକି ବଢୁଛି ରାଜନୈତିକ ଉଷ୍ଣତା। ମତଦାନକୁ ଆଉ ମାତ୍ର ୭ ଦିନ ବାକି ଥିବା ବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଦିନ ରାତି ଏକ କରିଦେଇଛନ୍ତି ସବୁ ଦଳର ପ୍ରାର୍ଥୀ ଓ ନେତା। ପାଇକମାଳରେ ବିଜେଡି…

ପଦ୍ମପୁର ଉପନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ଷ୍ଟାର ପ୍ରଚାରକ ତାଲିକା, ନଜର ପକାନ୍ତୁ କିଏ କିଏ ମଇଦାନକୁ ଓହ୍ଲାଇବେ

କେନ୍ୟୁଜ୍(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନ ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ତାରକା ତାଲିକା ପ୍ରକାଶ ପାଇଛି। ସଭାପତି ଶରତ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ୪୦ ଜଣିଆ ତାରକା ପ୍ରଚାରକଙ୍କ ନାମ ତାଲିକା ଅଖିଳ ଭାରତ କଂଗ୍ରେସ କମିଟିଙ୍କ ଅନୁମୋଦନ କ୍ରମେ ଘୋଷଣା କରାଯାଇଛି। ଏହି…

ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥି ବର୍ଷା ସିଂ ବରିହା: ବାପାଙ୍କ ପାଇଁ କାନ୍ଦିଲେ,…

ପଦ୍ମପୁର(କେନ୍ୟୁଜ): ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନରେ ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥି ବର୍ଷା ସିଂ ବରିହା। ଘରୁ ନିଜ ବାପାଙ୍କ ଫଟୋରେ ମାଲ୍ୟାର୍ପଣ କରି ମାଆଙ୍କୁ ମୁଣ୍ଡିଆ ମାରି ନାମାଙ୍କନ ପାଇଁ ବାହାରିଥିଲେ। ଦଳୀୟ ନେତାଙ୍କ ଗହଣରେ ଶୋଭାଯାତ୍ରାରେ…