Browsing Tag

padmapur by poll

ବିଜୟ ପରେ ଆଜି ଭୁବନେଶ୍ୱର ଆସୁଛନ୍ତି ବର୍ଷା, ମୁଖ୍ୟମନ୍ତ୍ରୀଙ୍କ ସହିତ ହେବେ ଭେଟ

ଭୁବନେଶ୍ୱର(କେନ୍ୟୁଜ୍): ପଦ୍ମପୁର ଉପନିର୍ବାଚନରେ ବିଜେଡିର ରେକର୍ଡ ବିଜୟ । ୪୨ ହଜାର ୬୭୯ ଭୋଟ୍‌ ମାର୍ଜିନରେ ଜିତିଛନ୍ତି ବର୍ଷା ସିଂ ବରିହା । ପଦ୍ମପୁରବାସୀ ବାପାଙ୍କଠାରୁ ତାଙ୍କୁ ଅଧିକ ଆଶୀର୍ବାଦ କରିଛନ୍ତି । ବିଜୟ ପରେ ଆଜି ଭୁବନେଶ୍ୱର ଆସୁଛନ୍ତି ବର୍ଷା । ମୁଖ୍ୟମନ୍ତ୍ରୀ ନବୀନ…

ଭାବପ୍ରବଣରୁ ଆରମ୍ଭ, ଭାବବିହ୍ଵଳରେ ଶେଷ: ପଦ୍ମପୁରରେ ବର୍ଷାଙ୍କ ଉପରେ ହେଲା ଭୋଟ ବର୍ଷା

କେନ୍ୟୁଜ୍(ବ୍ୟୁରୋ): ପଦ୍ମପୁର ବାସୀ ଦେଖିଲେ ନୂଆ ନିର୍ବାଚନ ପ୍ରଚାର । ଭାବପ୍ରବଣରୁ ଆରମ୍ଭ, ଭାବବିହ୍ଵଳରେ ଶେଷ । ପଦ୍ମପୁରରେ ବର୍ଷାଙ୍କ ଉପରେ ଭୋଟ ବର୍ଷା । ଗଣତି ଆରମ୍ଭରୁ ହିଁ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଉପରେ ଭାରି ପଡ଼ିଥିଲେ ବର୍ଷା ସିଂ ବରିହା । ବିଜେପିର ସବୁ ନକରାତ୍ମକ…

ପଦ୍ମପୁର ଉପନିର୍ବାଚନରେ ବିଜେଡିର ରେକର୍ଡ ବିଜୟ, ୪୨ ହଜାରରୁ ଅଧିକ ଭୋଟ୍‌ ବ୍ୟବଧାନରେ ଜିତିଲେ ବର୍ଷା ସିଂ ବରିହା

ପଦ୍ମପୁର(କେନ୍ୟୁଜ୍): ପଦ୍ମପୁରରେ ବର୍ଷା... ଖୁସି ଆଉ ଲୁହର । ଗୋଟିଏ ପଟେ ଚାଲିଛି ସେଲିବ୍ରେସନ। ବାଣ ଫୁଟିଛି, ମିଠା ବଣ୍ଟା ହୋଇଛି। ଭୁବନେଶ୍ୱରରୁ ଆରମ୍ଭ କରି ପଦ୍ମପୁର, ସବୁଠି ଉତ୍ସାହିତ ବିଜେଡି କର୍ମୀ। ଦଳର ବଡ଼ ବିଜୟ। ସେପଟେ ବିଜୟନୀ ପ୍ରାର୍ଥୀ ବର୍ଷା ଖୁସି ଭିତରେ ଖୋଜିଛନ୍ତି…

ଆସନ୍ତାକାଲି ଆସିବ ପଦ୍ମପୁର ଜନାଦେଶ, ୧୪ଟି ଟେବୁଲରେ ୨୩ ରାଉଣ୍ଡରେ ହେବ ଭୋଟ୍‌ ଗଣତି

ଭୁବନେଶ୍ୱର(କେନ୍ୟୁଜ୍):  ଆସନ୍ତାକାଲି ଆସିବ ପଦ୍ମପୁର ଜନାଦେଶ । ୧୪ଟି ଟେବୁଲରେ ୨୩ ରାଉଣ୍ଡରେ ଭୋଟ୍‌ ଗଣତି କରାଯିବ । ସକାଳ ୮ଟାରେ ଆରମ୍ଭ ହେବ କାଉଣ୍ଟିଂ । ପ୍ରଥମେ ୨୯୬ ପୋଷ୍ଟାଲ ବାଲାଟର ଗଣତି ହେବ । ଏହାପରେ ୮ଟା ୩୦ରେ ଖୋଲିବ ଇଭିଏମ୍‌ ପେଡି । ପଦ୍ମପୁର ଆରଏମ୍‌ସି ୟାର୍ଡରେ କାଉଣ୍ଟିଂ…

ଝାରବନ୍ଧରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ: ‘ମୁଁ ପଲ୍ଲୀରୁ ଦିଲ୍ଲୀ ଯାଏଁ ଲଢିବି’…

ବରଗଡ଼ (କେନ୍ୟୁଜ): ପଦ୍ମପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର କରିଛନ୍ତି । ହେଲିକପ୍ଟର ଯୋଗେ ପଦ୍ମପୁରରେ ପହଞ୍ଚିଛନ୍ତି ନବୀନ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଝାରବନ୍ଧ ସଭାସ୍ଥଳରେ ପହଞ୍ଚି ବର୍ଷାଙ୍କ ପାଇଁ ଭୋଟ୍ ଅପିଲ୍ କରୁଛନ୍ତି ।…

ପଦ୍ମପୁରରେ ନବୀନଙ୍କ କ୍ରେଜ୍‌, ବର୍ଷା ସିଂ ବରିହାଙ୍କ ପାଇଁ ମାଗିଲେ ଭୋଟ୍‌

ବରଗଡ଼ (କେନ୍ୟୁଜ): ପଦ୍ମପୁରରେ ନବୀନ କ୍ରେଜ୍‌ । ସତୀଭଟା ଏୟାରଷ୍ଟ୍ରିପରେ ପହଞ୍ଚିବା ପରେ ସେଠାରୁ ଯାଇ ଝାରବନ୍ଧ ସଭାସ୍ଥଳରେ ପହଞ୍ଚିଛନ୍ତି । ସେଠାରେ ଜନସମାବେଶକୁ ସମ୍ବୋଧିତ କରିବା ସହ ବର୍ଷା ସିଂ ବରିହାଙ୍କ ପାଇଁ ଭୋଟ ମାଗିଛନ୍ତି। ସାଢେ ୧୨ଟାରେ ପାଇକମାଳ ଏମ୍‌ଇ ସ୍କୁଲ ପଡ଼ିଆରେ…

ଆଜି ପଦ୍ମପୁର ଉପନିର୍ବାଚନ ପ୍ରଚାରକୁ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବରଗଡ଼ (କେନ୍ୟୁଜ): ପଦ୍ମପୁର ଉପନିର୍ବାଚନ ଦିନ ଯେତିକି ପାଖେଇ ଆସୁଛି ସରଗରମ ହେଉଛି ରାଜନୀତି । ଆସନ୍ତା ୫ ତାରିଖରେ ଉପ ନିର୍ବାଚନ । ଆଜି ବିଜେଡି ସୁପ୍ପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ରେ ନିର୍ଵାଚନୀ ପ୍ରଚାର ପାରିବେ । ଏନେଇ ସମସ୍ତ ପ୍ରସ୍ତୁତି ସରିଛି । ଆଜି…

ପଦ୍ମପୁର ଉପନିର୍ବାଚନ : ବିଜେଡିର ୪୦ଜଣିଆ ପ୍ରଚାରକ ତାଲିକା ପ୍ରକାଶ; ଦେଖନ୍ତୁ କିଏ କିଏ ହେଲେ ସାମିଲ

ବରଗଡ଼ (କେନ୍ୟୁଜ): ପଦ୍ମପୁର ଉପନିର୍ବାଚନ ପ୍ରଚାର ପାଇଁ ୪୦ ଜଣିଆ ତାଲିକା ଜାରି କରିଛି ବିଜେଡି । ପଦ୍ମପୁର ପ୍ରଚାର ମଙ୍ଗ ଧରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବର୍ଷା ସିଂ ବରିହାଙ୍କ ପାଇଁ ଭୋଟ୍‌ ମାଗିବେ ୧୦ ଜଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରତାପ ଦେବ, ଅତନୁ…

ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥି ବର୍ଷା ସିଂ ବରିହା: ବାପାଙ୍କ ପାଇଁ କାନ୍ଦିଲେ,…

ପଦ୍ମପୁର(କେନ୍ୟୁଜ): ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନରେ ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥି ବର୍ଷା ସିଂ ବରିହା। ଘରୁ ନିଜ ବାପାଙ୍କ ଫଟୋରେ ମାଲ୍ୟାର୍ପଣ କରି ମାଆଙ୍କୁ ମୁଣ୍ଡିଆ ମାରି ନାମାଙ୍କନ ପାଇଁ ବାହାରିଥିଲେ। ଦଳୀୟ ନେତାଙ୍କ ଗହଣରେ ଶୋଭାଯାତ୍ରାରେ…

ଆସନ୍ତା ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ: ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ

ପଦ୍ମପୁର(କେନ୍ୟୁଜ):ଆସନ୍ତା ଡିସେମ୍ବର ୫ ତାରିଖରେ ପଦ୍ମପୁର ଉପନିର୍ବାଚନ। ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ। ତେବେ ଗତକାଲି ସୁଦ୍ଧା କେହି ଜଣେ ହେଲେ ପ୍ରାର୍ଥୀପତ୍ର ଦାଖଲ କରିନାହାଁନ୍ତି। ତେବେ ଆଜି ଶେଷ ଦିନରେ ସବୁ ରାଜନୈତିକ ଦଳର ପ୍ରାର୍ଥୀ ଏବଂ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ଦାକଲ…

ପଦ୍ମପୁର ଉପନିର୍ବାଚନରେ ବିଜେଡିରୁ ଲଢ଼ିବେ ବର୍ଷା ସିଂ ବରିହା

ପଦ୍ମପୁର(କେନ୍ୟୁଜ୍): ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେଡି । ଦିବଂଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ବଡ ଝିଅ ବର୍ଷା ସିଂ ବରିହା ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି। ପଦ୍ମପୁର ଉପନିର୍ବାଚନରେ ବିଜେଡିରୁ ଲଢ଼ିବେ ବର୍ଷା ସିଂ ବରିହା । ତାଙ୍କ ନାଁ ଘୋଷଣା…

ପଦ୍ମପୁର ଉପନିର୍ବାଚନ ପାଇଁ କିଏ ହେବେ ବିଜେଡି ପ୍ରାର୍ଥୀ? ଆଜି କିମ୍ବା ଆସନ୍ତାକାଲି ହେବ ଘୋଷଣା

ପଦ୍ମପୁର(କେନ୍ୟୁଜ୍): ପଦ୍ମପୁର ଉପନିର୍ବାଚନ ପାଇଁ କିଏ ହେବେ ବିଜେଡି ପ୍ରାର୍ଥୀ । ଆଜି କିମ୍ବା ଆସନ୍ତାକାଲି ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ ବିଜେଡି । ଦିବଂଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ପରିବାରରେ ଟିକେଟ ଦାବିଦାରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଜୟ ରଞ୍ଜନ ସିଂ…