Browsing Tag

Padmapur bypoll

ବର୍ଷାଙ୍କୁ ବ୍ୟକ୍ତିଗତ ହମ୍‌ଲା ବୁମେରାଂ, ପ୍ରସଙ୍ଗ ଛାଡି ଅପ୍ରସଙ୍ଗକୁ ଅସ୍ତ୍ର କରିଥିଲେ ବିରୋଧୀ

ଭୁବନେଶ୍ୱର(କେନ୍ୟୁଜ୍): ପଦ୍ମପୁର ଉପନିର୍ବାଚନରେ ବିଜେପି ପାଇଁ ବୁମେରାଂ ହେଲା ବର୍ଷା ସିଂ ବରିହାଙ୍କୁ ବ୍ୟକ୍ତିଗତ ସ୍ତରକୁ ଯାଇ ଟାର୍ଗେଟ କରିବା । ପ୍ରସଙ୍ଗ ଛାଡି ଅପ୍ରସଙ୍ଗକୁ ଅସ୍ତ୍ର କରିଥିଲେ ବିରୋଧୀ । ବର୍ଷାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅପପ୍ରଚାର କରିଥିଲେ । ତାଙ୍କର ସମ୍ମାନହାନୀ…

ଉପନିର୍ବାଚନରେ କାହାର ବାଜିମାତ? ଆଜି ଆସିବ ପଦ୍ମପୁର ରେଜଲ୍ଟ

ପଦ୍ମପୁର(କେନ୍ୟୁଜ୍): ପଦ୍ମପୁର ବାଜି ଜିତିବ କିଏ ? ଉପନିର୍ବାଚନରେ କାହାର ବାଜିମାତ । ଆଜି ବାହାରିବ ଭାଗ୍ୟଫଳ । ଆଜି ଆସିବ ପଦ୍ମପୁର ରେଜଲ୍ଟ । ୧୪ଟି ଟେବୁଲରେ ୨୩ ରାଉଣ୍ଡରେ ଭୋଟ୍‌ ଗଣତି ହେବ । ସକାଳ ୮ଟାରୁ ଆରମ୍ଭ ହେବ କାଉଣ୍ଟିଂ । ପ୍ରଥମେ ୨୯୬ ପୋଷ୍ଟାଲ ବାଲାଟର ଗଣତି ହେବ । ଏହାପରେ…

ଚାଲିଛି ପଦ୍ମପୁର ଉପନିର୍ବାଚନ ଭୋଟିଂ: ଦିନ ୧୧ଟା ସୁଦ୍ଧା ୨୯.୭୩ ପ୍ରତିଶତ ମତଦାନ

ବରଗଡ଼ (କେନ୍ୟୁଜ): ଶାନ୍ତି ଶୃଙ୍ଖଳା ସହ ଚାଲିଛି ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ। ଦିନ ୧୧ଟା ସୁଦ୍ଧା ୨୯.୭୩% ମତଦାନ ହୋଇଛି। ୪ଟି ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ସମ୍ପୃକ୍ତ ଇଭିଏମକୁ ପରିବର୍ତ୍ତନ କରାଯାଇଥିବା ସୂଚନା ଦେଇଛନ୍ତି CEO ସୁଶୀଲ କୁମାର ଲୋହାନି । ସେହିପରି…

ଭୋଟ୍‌ ଦେଉଛି ପଦ୍ମପୁର: ଆରମ୍ଭ ହେଲା ଭୋଟିଂ, ୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ଲକ୍ଷ ୫୭ହଜାର ୪୭୪…

ବରଗଡ଼ (କେନ୍ୟୁଜ): ଆଜି ପଦ୍ମପୁର ଭାଗ୍ୟ ପରୀକ୍ଷା । ଆଉ କିଛି ସମୟ ପରେ ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହେବ । ସକାଳ ୭ଟାରୁ ଅପରାହ୍ଣ ୪ଟା ଯାଏ ଚାଲିବ ମତଦାନ । ୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ଲକ୍ଷ ୫୭ହଜାର ୪୭୪ ଭୋଟର୍‌ । ପୁରୁଷ ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୨୯ହଜାର ୪୯୭ ଓ…

ଆଜି ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ, ରୋଡ୍‌ ସୋ କରି ଭୋଟ ଭିକ୍ଷା କରିବେ ବର୍ଷା ସିଂ ବରିହା

ବରଗଡ଼ (କେନ୍ୟୁଜ): ଆଜି ପଦ୍ମପୁର ଉପନିନର୍ବାଚନ ପାଇଁ ପ୍ରଚାରର ଶେଷ ଦିନ । ଶେଷ ଦିନରେ ସବୁ ଦମ୍‌ ଲଗାଇଛନ୍ତି ତିନି ପ୍ରମୁଖ ଦଳର ପ୍ରାର୍ଥୀ । ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କ ପାଇଁ ଦଳର ହେଭିେଓ୍ଵଟ୍‌ ପ୍ରଚାର ମଇଦାନରେ ଅଛନ୍ତି । ଗତକାଲି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ…

ପଦ୍ମପୁର ଉପନିର୍ବାଚନ: ବିଜେପି ନେତା ହିଂସା ଆଚରଣ କରୁଥିବା ଅଭିଯୋଗ କରିଛି ବିଜେଡି

(କେନ୍ୟୁଜ): ରାଜନୈତିକ ହିଂସାରେ ବିଶ୍ୱାସ କରେ ବିଜେପି । ରାଜ୍ୟରେ ଉତ୍ତରପ୍ରଦେଶ ଓ ବିହାର ପରି ହିଂସା କରିବାକୁ ଦଳ ପ୍ରୟାସ କରୁଛି । ପଦ୍ମପୁର ଉପନିର୍ବାଚନ ବେଳେ ବିଜେପି ନେତା ହିଂସା ଆଚରଣ କରୁଥିବା ଅଭିଯୋଗ କରିଛି ବିଜେଡି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପରେ ବର୍ଷିଛନ୍ତି…

ପଦ୍ମପୁରରେ ଆଜି ବି ରେଡ୍‌ ଚଳାଇଛି ଆୟକର ବିଭାଗ, ଚଢ଼ାଉକୁ ନେଇ ବିଜେଡି-ବିଜେପି ଛକାପଞ୍ଝା

ପଦ୍ମପୁର(କେନ୍ୟୁଜ୍): ଉପନିର୍ବାଚନକୁ ନେଇ ପଦ୍ମପୁର ପଡୁଛି ଉଠୁଛି । ମତଦାନ ତାରିଖ ପାଖେଇବା ସହ ରାଜନୀତି ତାତି ବଢ଼ିବାରେ ଲାଗିଛି । ବିଜେଡି ଓ ବିଜେପି ଭିତରେ ରାଜନୈତିକ ତିକ୍ତତା ବଢୁଥିବା ବେଳେ ପଦ୍ମପୁରରେ ଆୟକର ଓ ଜିଏସଟି ବିଭାଗର ଚଢ଼ାଉ ରାଜନୈତିକ ବାତାରଣରକୁ ଅଧିକ ଉଷ୍ଣ କରିଛି ।…

ପଦ୍ମପୁର ଉପନିର୍ବାଚନ ପୂର୍ବରୁ ରାଜନୈତିକ ଉଷ୍ମତା: ଆୟକର ବିଭାଗର ରେଡ୍ ପରେ ବ୍ୟବସାୟିକ ଅନୁଷ୍ଠାନରେ ଚାଲିଛି ଚଢାଉ

ବରଗଡ଼ (କେନ୍ୟୁଜ): ପଦ୍ମପୁରରେ ରେଡ୍‌ ରାଜନୀତି । ଆଜି ସକାଳେ ଆୟକର ବିଭାଗ ପକ୍ଷରୁ ପଞ୍ଝା ମାରିଥିଲା । ସନ୍ଧ୍ୟାରେ ଜିଏସ୍‌ଟି ବିଭାଗ ପକ୍ଷରୁ ରେଡ୍‌ । ଯାହା ପଦ୍ମପୁର ଉପନିର୍ବାଚନ ତାତିକୁ ଆହୁରି ଉଷ୍ଣ କରିଛି । ଜିଏସଟି ଫାଙ୍କିବା ଅଭିଯୋଗରେ ୪ଟି ସ୍ଥାନରେ ଚଢ଼ାଉ ଚାଲିଛି । ପଦ୍ମପୁରରେ…