ହାଇକୋର୍ଟରେ ପଦ୍ମଶ୍ରୀ ପୁରସ୍କାର ବିବାଦ, ଦୁଇ ଜଣ ବ୍ୟକ୍ତି ପଦ୍ମଶ୍ରୀ ପୁରସ୍କାର ନିଜର ବୋଲି ଦାବି କଲେ
କଟକ : ହାଇକୋର୍ଟରେ ପଦ୍ମଶ୍ରୀ ପୁରସ୍କାର ବିବାଦ । ସମାନ ନାମ ଥାଇ ଦୁଇ ଜଣ ବ୍ୟକ୍ତି ସାହିତ୍ୟ କ୍ଷେତ୍ରରେ ଘୋଷିତ ହୋଇଥିବା ପଦ୍ମଶ୍ରୀ ପୁରସ୍କାର ନିଜର ବୋଲି ଦାବି ରଖିଛନ୍ତି । ମାମଲା ହାଇକୋର୍ଟରେ ପହଞ୍ଚିବା ପରେ ଉଭୟଙ୍କୁ ହାଇକୋର୍ଟରେ ଆସନ୍ତା ୨୪ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ…