Browsing Tag

pahalgam

ପହଲଗାମ ଭଳି ଆଉ ଏକ ଆତଙ୍କବାଦୀ ଆକ୍ରମଣ ହେବ କି? ଜାଣନ୍ତୁ ଗ୍ରହ ଏବଂ ନକ୍ଷତ୍ର କଣ କହୁଛନ୍ତି

ମାର୍ଚ୍ଚ ୨୯ରେ ଶନି ମୀନ ରାଶିରେ ପ୍ରବେଶ କରିବା ପରେ, ବିଶ୍ବ ରାଜନୀତିରେ ପରିବର୍ତ୍ତନ ଆସିଛି । ଏହା ପରେ, ଅଶୁଭ ଯୋଗ ଆରମ୍ଭ ହୋଇଥିଲା । ଯେଉଁଥିରେ ଶନି ଏବଂ ରାହୁଙ୍କ ସଂଯୋଗ, ପିଶାଚ ଯୋଗ, ଶନି-ମଙ୍ଗଳ ଏବଂ ରାହୁ-ମଙ୍ଗଳର ଷଡାଷ୍ଟକ ଯୋଗ, ମଙ୍ଗଳ-କେତୁର କୁଞ୍ଜକେତୁ ଯୋଗ ଏବଂ ଖପ୍ପର ଯୋଗ…

ପାକିସ୍ତାନର ପର୍ଦ୍ଦାଫାସ୍, ପହଲଗାମ ଆକ୍ରମଣ ଉପରେ QUADର ବାର୍ତ୍ତା

ଭାରତ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି । ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆ ସହିତ କ୍ୱାଡ୍ ଗ୍ରୁପର ବୈଦେଶିକ ମନ୍ତ୍ରୀମାନେ ୨୨ ଏପ୍ରିଲରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ବଡ଼ ନିନ୍ଦା କରିଛନ୍ତି । ଏହି ଆକ୍ରମଣରେ ୨୬ ଜଣ ନିରୀହ ନାଗରିକଙ୍କ ମୃତ୍ୟୁ…

ପହଲଗାମକୁ ଫେରିଲେଣି ପର୍ଯ୍ୟଟକ, ପ୍ରାକୃତିକ ଶୋଭାରାଜିର ମଜା ନେଉଛନ୍ତି ଦେଶୀ ଓ ବିଦେଶୀ ପର୍ଯ୍ୟଟକ

ଧୀରେ ଧୀରେ ସ୍ବାଭାବିକ ହେଉଛି ପହଲଗାମ ।  ଆତଙ୍କୀ ହମଲାର ୫ ଦିନ ପରେ ପହଲଗାମକୁ ଫେରିଲେଣି ପର୍ଯ୍ୟଟକ ।  ଦେଶୀ ଓ ବିଦେଶୀ ପର୍ଯ୍ୟଟକ ପ୍ରାକୃତିକ ଶୋଭାରାଜିର ମଜା ନେଉଛନ୍ତି ।  ପର୍ଯ୍ୟଟକଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରିଥିବାରୁ ନିଜ ଭ୍ରମଣ…

ନିର୍ଭିକତାର ସହ ଲଢ଼ିଲେ ସତ, କିନ୍ତୁ ଆତଙ୍କୀଙ୍କ ଗୁଳିର ଶିକାର ହେଲେ ସୟଦ ଆଦିଲ ହୁସେନ୍

ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ସମଗ୍ର ଦେଶକୁ ଥରାଇ ଦେଇଛି ।  ଜମ୍ମୁ-କଶ୍ମୀରର ପହଲଗାମରେ ୨୬ ଜଣ ପର୍ଯ୍ୟଟକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଆତଙ୍କବାଦୀ । ଯାହାକୁ ନେଇ ସାରା ଦେଶରେ ଲୋକଙ୍କ କ୍ରୋଧ ଥମିବାର ନାଁ ନେଉନାହିଁ ।  ଲୋକମାନେ ରାସ୍ତାକୁ…

ନୌସେନା ଅଧିକାରୀ ବିନୟ ଓ ସ୍ତ୍ରୀଙ୍କ ନକଲି ଭିଡିଓ ଭାଇରାଲ : ନିଜେ ସାମ୍ନାକୁ ଆସି ସତ କହିଲେ ଦମ୍ପତି

ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମଗ୍ର ଦେଶକୁ ଥରାଇ ଦେଇଛି ।  ଏହି ଆକ୍ରମଣରେ ଭାରତୀୟ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ବିନୟ ନରୱାଲ ପ୍ରାଣ ହରାଇଥିଲେ ।  ବିନୟ ଏବଂ ତାଙ୍କ ପତ୍ନୀ ହିମାଂଶୀଙ୍କର ଏକ ନକଲି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ଦେଖିବାକୁ…

ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କଲେ ବଲିଉଡ୍ ସେଲିବ୍ରେଟି

ଗତକାଲି ଅର୍ଥାତ୍ ମଙ୍ଗଳବାର (୨୨ ଏପ୍ରିଲ) ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ଏକ ଭୟଙ୍କର ଘଟଣା ଘଟିଛି । ଆତଙ୍କବାଦୀମାନେ ନିରିହ ଲୋକଙ୍କୁ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ୨୬ ଜଣ ନିରୀହ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ମଧ୍ୟ ହୋଇଛନ୍ତି । ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ…

ଆତଙ୍କବାଦୀ ଆକ୍ରମଣର ଗୋଟିଏ ଦିନ ପୂର୍ବରୁ ପହଲଗାମରେ ଥିଲେ ଏହି ଟିଭି କପଲ୍, ଜାଣନ୍ତୁ କ’ଣ କହିଲେ

ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ କେବଳ ଭାରତକୁ ନୁହେଁ ବରଂ ସମଗ୍ର ବିଶ୍ୱକୁ ମର୍ମାହତ କରିଛି । ଏହି ଆକ୍ରମଣକୁ ନେଇ ବଲିଉଡ୍ ଏବଂ ଟିଭି କଳାକାରଙ୍କ ମଧ୍ୟରେ କ୍ରୋଧ ରହିଛି । ସୋନୁ ସୁଦଙ୍କଠାରୁ ଆରମ୍ଭ କରି ଅକ୍ଷୟ କୁମାର ପର୍ଯ୍ୟନ୍ତ, ଅନେକ ଷ୍ଟାର ସୋସିଆଲ ମିଡିଆ…

କଶ୍ମୀରକୁ ଖୁସି ନେଇ ଯାଇଥିବା ଏଇ ପରିବାର, ଫେରିବ ଦୁଃଖ ନେଇ…

ବାଲେଶ୍ୱର: ଗ୍ରୀଷ୍ମ ଋତୁରେ ବରଫର ମଜା ନେବାକୁ ପ୍ରାୟ ସମସ୍ତେ ଚାହିଁ ରହିଥାନ୍ତି । ଖାସ୍ କରି ଜମ୍ମୁ କଶ୍ମୀର ବୁଲି ଯିବାର ମଜା କିଛି ନିଆରା । ତେଣୁ କରି ତ ଟିକେ ସମୟ ଅତିବାହିତ କରିବା ପାଇଁ ବାପା, ମାଆ, ପୁଅ କେତେ ଖୁସିରେ ବାହାରି ଥିଲେ କାଶ୍ମୀର ବୁଲିବାକୁ । ଧଳା ବରଫର ଚାଦର ଉପରେ…