ପହଲଗାମ୍ ଆତଙ୍କୀ ଆକ୍ରମଣ ମାମଲାରେ NIA ର କାର୍ଯ୍ୟାନୁଷ୍ଠାନ, ଲସ୍କର ମୁଖ୍ୟ ହାଫିଜ୍ ସୟିଦ୍ ବିରୋଧରେ ଚାର୍ଜସିଟ୍ ଦାଖଲ
ନୂଆଦିଲ୍ଲୀ : ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ମାମଲାରେ NIAର ବଡ଼ କାର୍ଯ୍ୟାନୁଷ୍ଠାନ। ଲସ୍କର ମୁଖ୍ୟ ହାଫିଜ୍ ସୟିଦ୍ ବିରୋଧରେ ଚାର୍ଜସିଟ୍ ଦାଖଲ। ଜାମ୍ମୁ-କାଶ୍ମୀରର ପହଲଗାମ୍ ରେ ହୋଇଥିବା ବର୍ବରୋଚିତ ଆତଙ୍କବାଦୀ ଆକ୍ରମଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା NIA ସୋମବାର ଏକ ବଡ଼ ପଦକ୍ଷେପ…