Browsing Tag

painting

ବିଶ୍ୱ ପ୍ରସିଦ୍ଧ ମୋନାଲିସା ପେଣ୍ଟିଂ ଉପରେ ପିଙ୍ଗିଲେ ସୁପ୍‌, ଚାଷୀ ଆନ୍ଦୋଳନ ବେଳେ ଫ୍ରାନ୍ସରେ ହଙ୍ଗାମା

ଫ୍ରାନ୍ସରେ କୃଷକଙ୍କ ବିରୋଧ ପ୍ରଦର୍ଶନ ମଧ୍ୟରେ ଲୁଭ୍ରେ ସଂଗ୍ରହାଳୟରେ ଏକ ଅଜବ ଘଟଣା ଘଟିଛି । ଏଠାରେ ପରିବେଶ ପାଇଁ କାମ କରୁଥିବା ଦୁଇ କାର୍ଯ୍ୟକର୍ତ୍ତା ବିଶ୍ୱ ପ୍ରସିଦ୍ଧ ମୋନାଲିସା ପେଣ୍ଟିଂ ଉପରେ ସୁପ୍ ଫିଙ୍ଗିଥିଲେ । ପେଣ୍ଟିଂକୁ ବୁଲେଟ୍ ପ୍ରୁଫ୍ ଗ୍ଲାସରେ ସଂରକ୍ଷିତ ରଖାଯାଇଥିବାରୁ…

ମହିଳାଙ୍କ ଭାଗ୍ୟ ଫିଟିଲା…, ମାତ୍ର ୩୦୦ ଟଙ୍କାରେ କିଣିଥିଲେ ପେଣ୍ଟିଂ; ନିଲାମ୍‌ ହେଲା ୧.୫ କୋଟିରେ

ମହିଳାଙ୍କ ଭାଗ୍ୟ ଫିଟିଲା। ମାତ୍ର ୩୦୦ ଟଙ୍କାରେ କିଣିଥିବା ପେଣ୍ଟିଂ ୧.୫ କୋଟିରେ ନିଲାମ୍‌ ହୋଇଛି। ମହିଳା ଜଣକ ଏକ ପୁରୁଣା ସାମଗ୍ରୀ ବିକ୍ରୟ ଷ୍ଟୋର୍‌ରୁ ଏହି ପେଣ୍ଟିଂକୁ ମାତ୍ର ୩୦୦ ଟଙ୍କାରେ କିଣିଥିଲେ। କିଛି ଦିନ ଏହାକୁ ଘରେ ରଖିବା ପରେ ଷ୍ଟୋର୍‌ ରୁମ୍‌କୁ ନେଇଯାଇଥିଲେ। ଦିନେ…

ରଙ୍ଗତୂଳୀ ସାହାଯ୍ୟରେ ଆଙ୍କୁଛନ୍ତି ବାସ୍ତବ ପ୍ରତିଛବି, ସରକାରୀ ସାହାଯ୍ୟ ମିଳିଲେ ଆହୁରି ଆଗକୁ ବଢିପାରିବେ…

କେନ୍ୟୁଜ୍‌(ବ୍ୟୁରୋ): ସ୍ୱର୍ଣ୍ଣଙ୍କ ହାତ ସ୍ପର୍ଶରେ ଜୀବନ୍ତ ହୋଇ ଉଠୁଛି ନିର୍ଜୀବ ବସ୍ତୁ । ସତେ ଯେପରି କଥା କହୁଛି ତାଙ୍କ ହାତ ତିଆରି କଳାକୃତି । ତାଙ୍କ ରଙ୍ଗତୂଳୀରେ ଯେପରି ଯାଦୁ ଲୁଚି ରହିଛି । ରଙ୍ଗତୂଳୀ ସାହାଯ୍ୟରେ ଆଙ୍କୁଛନ୍ତି ବାସ୍ତବ ପ୍ରତିଛବି । ସୂକ୍ଷ୍ମ ଜିନିଷଠୁ ଆରମ୍ଭ କରି…

ଟାଇପୋଗ୍ରାଫିରେ ଅଙ୍କା ହୋଇଛି ଶ୍ରୀରାମଙ୍କ ଦରବାର, ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଲେ ସୁଶ୍ରୀ ସୁମନ

କେନ୍ୟୁଜ୍‌(ବ୍ୟୁରୋ): ଟାଇପୋଗ୍ରାଫି ପେଣ୍ଟିଂରେ ଅଙ୍କା ହୋଇଛି ଶ୍ରାରାମଙ୍କ ଦରବାରର ଚିତ୍ର । ଏଥିପାଇଁ ବ୍ୟବହାର ହୋଇଛି ୧ଲକ୍ଷ ୧୦୮ଟି ରାମନାମ । ବିଭିନ୍ନ ରଙ୍ଗର ତୁଳୀରେ ରାମାନାମ ଲେଖି ଡ୍ରଇଂ ସିଟ୍‌ରେ ଆଙ୍କିଛନ୍ତି ଚିତ୍ର । ଚିତ୍ରରେ ସ୍ଥାନ ପାଇଛନ୍ତି ପ୍ରଭୁ ଶ୍ରୀରାମଙ୍କ ସହ ମାତା…

ପେନିସିଲ, ତୁଳୀ, ରଙ୍ଗ, କାନଭାସ ଧରି ଚିତ୍ର ମାଧ୍ଯମରେ ଏମିତି ବାର୍ତ୍ତା ଦେଲେ ଛାତ୍ରଛାତ୍ରୀ, ଏବେ ଛୁଟୁଛି ପ୍ରଶଂସା

ଖୋର୍ଦ୍ଧା: ବର୍ତ୍ତମାନ କରୋନା ପ୍ରଭାବରେ ଜାରି ରହିଛି ଲକ୍ ଡାଉନ ଯୋଗୁ । ଯାହାଫଳରେ ଜୀବନ ଜୀବିକା ଏକ ରକମର ଠପ୍ ହୋଇଯାଇଛି । ଯାହାର ପ୍ରଭାବ ବିଶେଷ ଭାବେ ଶିକ୍ଷା କ୍ଷେତ୍ର ପଡିଛି । ପ୍ରାୟ ବର୍ଷେରୁ ଉର୍ଦ୍ଧ୍ବ ସମୟ ହେଲାଣି ପିଲାମାନଙ୍କ ସ୍କୁଲ ଯିବା ବନ୍ଦ ହୋଇଯାଇଛି। ଘରେ ରହି…

ଏତେ କମ୍‌ ବୟସରେ ଅନେକ ସଫଳତା ପାଇ ସାରିଲେଣି ସୁନା ଝିଅ ସ୍ନେହା, ସତେ ରଙ୍ଗତୁଳୀ ପାଲଟିଛି ତାଙ୍କ ଜୀବନ

ଭଦ୍ରକ: ରଙ୍ଗ, ତୁଳୀ ଆଉ ଖଣ୍ଡେ ଧଳା କାଗଜ । ବାସ୍‌ ଏତିକି ହେଲେ ସ୍ନେହାଙ୍କ ହାତ ଚାଲିଲା । ପ୍ରତ୍ୟେକ ପିଲା ଭିତରେ ଥାଏ କିଛି ନା କିଛି ପ୍ରତିଭା । ତେବେ ସମସ୍ତଙ୍କୁ ମିଳେନି ସୁଯୋଗ । ହେଲେ  ନିଜ ପ୍ରତିଭା ସହ ସୁଯୋଗର ପୂରା ଉପଯୋଗ କରିଛନ୍ତି ଭଦ୍ରକ ସହର ବିଜୁ ପଟ୍ଟନାୟକ ନଗର ବାସିନ୍ଦା…

ସୁନ୍ଦର ଚେହେରା ପଛରେ ରହିଛି ଅସରନ୍ତି ଦୁଃଖ, ରଙ୍ଗତୂଳୀ ମାଧ୍ୟମରେ ନିଜ ମନ କଥା କହୁଛନ୍ତି ସୁପ୍ରିୟା

ସାରା ଦୁନିଆକୁ ନିଜ ତୁଳିରେ ଆଙ୍କି ଚାଲନ୍ତି ସେ । ପ୍ରକୃତିର ସବୁ ରଂଗକୁ କାନଭାସରେ ବୋଳି ଚାଲନ୍ତି ସେ । ତାଙ୍କ ଚିତ୍ରରେ ରହିଛି ସ୍ୱତନ୍ତ୍ରତା । ତାଙ୍କ ଭାବନାରେ ଅଛି ପବିତ୍ରତା । କାରଣ ଆପଣ ଓ ଆମଠୁ ଭିନ୍ନ ସେ । କେବେ ଶୁଣି ନାହାନ୍ତି ନିଜ ମାଙ୍କ ମଧୁର ଡାକ । କେବେ ନିଜ ଭଉଣୀକୁ ଡାକି…

କ’ଣ ଲୁଚି ରହିଛି ଏହି ପେଣ୍ଟିଂରେ ! ଯାହାକୁ ୧୯ ବର୍ଷ ପରେ ନିଲାମରେ ମିଳିଲା ୧୭୭ କୋଟି ଟଙ୍କା

ଜାପାନର ଜଣେ ଚିତ୍ରକର ୟୋଶିତୋମୋ ନାରା ୨୦୦୦ ମସିହାରେ ବନାଇଥିବା ପେଣ୍ଟିଂ ପାଇଁ କୋଟିପତି ହୋଇପାରିଛନ୍ତି। ୟୋଶିତୋମୋ ୧୯ ବର୍ଷ ପୂର୍ବେ ବନାଇଥିବା ଏହି ‘କାର୍ଟୁନ ଗାର୍ଲ’ର ନିଲାମୀ ହଂକଂରେ ହୋଇଥିଲା। ଏହି ନିଲାମୀରେ ଏହି ପେଣ୍ଟିଂ ୧୭୭ କୋଟି ଟଙ୍କାରେ ବିକ୍ରି ହୋଇଥିଲା। ଏହା ୟୋଶିତୋମୋଙ୍କ…

ରୋଷେଇ ଘରେ ଅନେକ ବର୍ଷ ତଳୁ ପଡିରହିଥିବା ଏହି ପେଣ୍ଟିଙ୍ଗ ମହିଳାଙ୍କୁ ବନାଇଦେଲା କୋଟିପତି

ବେଳେବେଳେ ଆପଣ ଘରୁ ଏପରି କିଛି ଜିନିଷ ବାହାର କରନ୍ତି ଯାହାକି ବହୁତ ପୁରୁଣା ହୋଇଥାଏ ଏବଂ ଅନେକ ସମୟ ଧରି ଏହା ଆପଣଙ୍କ ଘରେ ଏକ ସ୍ୱତନ୍ତ୍ର ସ୍ଥାନରେ ପଡି ରହିଥାଏ । ବେଳେବେଳେ ଏହା କିଛି ଅସାଧାରଣ ମଧ୍ୟ ହୋଇପାରେ । ଏପରି କିଛି ଘଟିଛି ଫ୍ରାନ୍ସରେ । ଏଠାରେ ଜଣେ ମହିଳାଙ୍କ ଘରୁ ଏକ…

ଏହି ଚିତ୍ରଶିଳ୍ପୀଙ୍କ ଚିତ୍ର ବଦଳାଇଦେଇଛି ସରକାରୀ ସ୍କୁଲ ଗୁଡିକର ରଙ୍ଗ

ଭିନ୍ନ ମଣିଷ ଭିନ୍ନ ତାଙ୍କ ପ୍ରୟାସ । ଏହି ଉକ୍ତିଟି ସତ ହୋଇଛି ଏହି ବ୍ୟକ୍ତିଙ୍କ କ୍ଷେତ୍ରରେ । ଉତ୍ତର ପ୍ରଦେଶ ରାଜ୍ୟ ଅନ୍ତର୍ଗତ ବଦଉଁ ଜିଲ୍ଲାର ଏକ ସାଧାରଣ ଚିତ୍ର ଶିଳ୍ପୀ ନିଜର ଏକ ଭିନ୍ନ ଚିନ୍ତାଧାରା ମାଧ୍ୟମରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଏହି ଚିତ୍ର…