Browsing Tag

pak army

ପାକିସ୍ତାନୀ ସେନା…ଜାଣନ୍ତୁ କେତେ ଧନୀ; ସବୁକିଛି ରହି ଆସିଛି ତାଙ୍କର, ବିନା ଅନୁମତିରେ କୁଟା ବି ହୁଏନାହିଁ ଦୁଇଖଣ୍ଡ

ପାକିସ୍ତାନ ରାଜନୀତିରେ ସେନାର ଭୂମିକା ହେଉଛି କିଙ୍ଗ୍‌ମେକର। ଏଠି ଚାଲି ଆସିଛି ମିଲିଟାରୀ ଶାସନ। ୧୯୪୭ରେ ଦେଶ ସ୍ୱାଧୀନତା ପରଠାରୁ ଏ ପର୍ଯ୍ୟନ୍ତ ସେନାର ହିଁ ପାଖାପାଖି ଶାସନ ରହି ଆସିଛି। ଏଠି ସେନା ପାଖରେ ଯାହା ଅଧିକାର ରହିଛି, ହୁଏତ ଆଉ କୌଣସି ଦେଶରେ ସେନାକୁ ମିଳି ନ ଥିବ।…