ଶେଷ ହେବ ସୀମା-ସଚ୍ଚିନ ପ୍ରେମ କାହାଣୀ, ପାକିସ୍ତାନ ଫେରିଯିବ ସୀମା
ନୂଆଦିଲ୍ଲୀ : କିଛି ଦିନ ଧରି ସବୁ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିବା ପାକିସ୍ତାନ ମହିଳା ସୀମା ହାଇଦର ଓ ଭାରତର ସଚିନଙ୍କ ପ୍ରେମ କାହାଣୀରେ ପଡିବ ଭଟ୍ଟା । ପାକିସ୍ତାନକୁ ଫେରିଯିବ ସୀମା ହାଇଦର । ସ୍ୱାମୀ ଛାଡି ନିଜର ୪ ପିଲାଙ୍କ ସହ ସୀମା ପାର କରି ବେନିୟମ ଭାବେ ଭାରତକୁ…