Browsing Tag

pakistan

ଲାହୋରର ପ୍ରମୁଖ ସ୍ଥାନ ଓ ରାସ୍ତାର ନାମ ବଦଳାଇଲା ପାକିସ୍ତାନ, ରେହମାନ ଗଲି ହେଲା ରାମ ଗଲି

ଲାହୋର : ପାକିସ୍ତାନର ଲାହୋର ସହର ଏବେ ଚର୍ଚ୍ଚାରେ  ।  ଏ ଚର୍ଚ୍ଚା କେଉଁ ଆତଙ୍କ ଆକ୍ରମଣ କିମ୍ବା ଆତ୍ମଘାତୀ ବ୍ଲାଷ୍ଟ ପାଇଁ ନୁହେଁ  ।  ଏ ଚର୍ଚ୍ଚା ନାମ ପରିବର୍ତ୍ତନ ।  କାରଣ ସ୍ବାଧୀନତା ପରେ ଯେଉଁ ଅଞ୍ଚଳର ନାଁ କୁ ରାତାରାତି ବଦଳାଇ ଦେଇଥିଲା ପାକିସ୍ତାନ । ଏବେ ପୁଣି ଥରେ ପୁରୁଣା ନାଁରେ…

ଇରାନ ପାଇଁ ଟ୍ରମ୍ପଙ୍କ ‘୧୫-ପଏଣ୍ଟ’ ଶାନ୍ତି ପ୍ରସ୍ତାବ, ପାକିସ୍ତାନ ଜରିଆରେ ପଠାଗଲା ଚିଠା

ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ରୋକିବା ପାଇଁ ଟ୍ରମ୍ପ ପ୍ରଶାସନର ୧୫-ପଏଣ୍ଟ ଶାନ୍ତି ଯୋଜନା । ​ଇରାନ ପାଇଁ ଟ୍ରମ୍ପଙ୍କ '୧୫-ପଏଣ୍ଟ' ଶାନ୍ତି ପ୍ରସ୍ତାବ । ଯୁଦ୍ଧ ବନ୍ଦ ପାଇଁ ପାକିସ୍ତାନ ଜରିଆରେ ପଠାଗଲା ଚିଠା । ​​ଇରାନ ପାଇଁ ମାସକର ସମୟ । ପରମାଣୁ ଅସ୍ତ୍ର ଛାଡ଼ିଲେ…

ମହାସଙ୍କଟରେ କାଙ୍ଗାଳ ପାକିସ୍ତାନ, ସରକାରୀ ଅଫିସ ଖୋଲୁଛି ମାତ୍ର ଚାରି ଦିନ

ନୂଆଦିଲ୍ଲୀ:  ତୈଳ ବଜାରରେ ଭୟଙ୍କର ନିଆଁ ।  ମହାସଙ୍କଟରେ କାଙ୍ଗାଳ ପାକିସ୍ତାନ ।  ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଉତ୍ତେଜନା ପାକିସ୍ତାନର ଅଣ୍ଟା ଭାଙ୍ଗି ଦେଇଛି ।  ଦେଶରେ ସ୍ଥିତି ଏମିତି ହୋଇଛି ଯେ ସାଧାରଣ ଜନତାଙ୍କ ପାଇଁ ପେଟ୍ରୋଲ କିଣିବା ଏକ ପ୍ରକାର ସ୍ୱପ୍ନ ପାଲଟିଛି, କାରଣ…

ଆଫଗାନିସ୍ତାନକୁ ପାକିସ୍ତାନର ଖୋଲା ଧମକ, ଶାନ୍ତି ଚୁକ୍ତି ବିଫଳ ହେଲେ ସିଧାସଳଖ ହେବ ଯୁଦ୍ଧ

ଆଫଗାନିସ୍ତାନକୁ ପାକିସ୍ତାନର ଖୋଲା ଧମକ। ଇସ୍ତାନବୁଲ ଶାନ୍ତି ଚୁକ୍ତି ବିଫଳ ହେଲେ ଆଫଗାନିସ୍ତାନ ସହ ସିଧାସଳଖ ଯୁଦ୍ଧ । ତାଲିବାନ ସରକାରକୁ ଏଭଳି ଚେତାବନୀ ଦେଇଛନ୍ତି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ । ଇସ୍ତାନବୁଲରେ ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ଆଜି ଶାନ୍ତି…

ଗଣମାଧ୍ୟମ ରିପୋର୍ଟ କହୁଛି ୟୁଏଇ ସହ ପାକିସ୍ତାନ ଆଜି ଖେଳିବ ନାହିଁ

ଦୁବାଇ : ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ବଡ଼ ହଲଚଲ୍ । ପାକିସ୍ତାନ ଦଳ ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇଛି । ଆଜି ୟୁଏଇ ସହିତ ମ୍ୟାଚ୍ ଖେଳିବାକୁ ମନା କରି ଦେଇଛି । ତେବେ ଏ ନେଇ ଏସୀୟ କ୍ରିକେଟ୍ କାଉନସିଲ ପକ୍ଷରୁ ସ୍ପଷ୍ଟ କରାଯାଇ ନଥିଲେ ମଧ୍ୟ ଗଣମାଧ୍ୟମରେ ପାକିସ୍ତାନର ନିଷ୍ପତ୍ତି…

୩୦୦ ଛୁଇଁବ ପାକିସ୍ତାନରେ ପେଟ୍ରୋଲ ଏବଂ ଡିଜେଲ ଦର, ଜାଣନ୍ତୁ ଏହାର କାରଣ

ପାକିସ୍ତାନ : ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଆକାଶ ଛୁଆଁ । ଯାହାକୁ ନେଇ କଲବଲ ସାଧାରଣ ଜନତା । ହଁ ଦର୍ଶକବନ୍ଧୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ ବଡ଼ ବୃଦ୍ଧି ଘୋଷଣା କରିଛନ୍ତି ପାକିସ୍ତାନ ସରକାର । ଯାହା ଜୁନ୍ ୧୬ ସୋମବାର ଠାରୁ ଆଗାମୀ ୧୫ ଦିନ ପାଇଁ କାର୍ଯ୍ୟକାରୀ ହେବ । ଅର୍ଥ…

ପାକିସ୍ତାନରେ ଚୀନ୍ ସେନା ନିଜର ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ ବିଷୟରେ କ’ଣ କହିଲା, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଚୀନରେ ତିଆରି ପ୍ରଡକ୍ଟ ବିଷୟରେ ଆପଣ ନିଶ୍ଚିତ ଶୁଣିଥିବେ । କିଛି ଜିନିଷ ସବୁଦିନ ପର୍ଯ୍ୟନ୍ତ ବ୍ୟବହାର କରାଯାଉଥିବାବେଳେ, ଆଉ କିଛି ଜିନିଷ କିଣୁ କିଣୁ ନଷ୍ଟ ହୋଇଯଇଥାଏ । ଏହା କେବଳ ଏକ ସାଧାରଣ କଥା ନୁହେଁ । ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୃଷ୍ଟି…

ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ବଢ଼ୁଛି ଗିରଫଦାରୀ, ୧୨ ଜଣ ଗିରଫ

ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ବଢ଼ୁଛି ଗିରଫଦାରୀ । ଏପର୍ଯ୍ୟନ୍ତ ୧୨ ଜଣ ଗିରଫ ହେଲେଣି । ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ଗିରଫ ପରେ ଗିରଫଦାରୀ ବଢ଼ିଛି । ପଞ୍ଜାବ ଓ ହରିଆଣାରୁ ଆଉ ୩ ଜଣ ଗିରଫ ହୋଇଛନ୍ତି । ପଞ୍ଜାବରୁ ସୁଖପ୍ରୀତ ସିଂ କଣବୀର ସିଂ ଗିରଫ ହୋଇଥିବା ବେଳେ ପହରିଆଣାରୁ…

ପାକିସ୍ତାନର ଭୁଲ୍ କାମ ପାଇଁ ତାକୁ ଉଚିତ୍ ଶିକ୍ଷା ଦେବାକୁ ଚାହୁଁଛୁ, ସେଥିପାଇଁ ଆମେ ସେନାବାହିନୀରେ ଯୋଗ ଦେବୁ

ଚାଲିଛି ଭାରତ ପାକିସ୍ତାନ ମଧ୍ୟରେ ଜେରାଦାର ଲଢ଼େଇ । ପହଲଗାମ୍ ଆକ୍ରମଣ ପରେ ଯୁଦ୍ଧ ବିରତି ନିୟମ ଉଲଂଘନ କରି ପାକିସ୍ତାନ ଭାରତ ସୀମାରେ ଗୁଳି ମାଡ କରିଥିଲା । ଏହାର ଜବାବରେ ଭାରତ ମଧ୍ୟ ପ୍ରତି ଆକ୍ରମଣ କରିଛି । ପାକିସ୍ତାନ ବିରୋଧରେ ଭାରତ ‘ଅପରେସନ୍ ସିନ୍ଦୂର’ ଆରମ୍ଭ କରିଥିବାବେଳେ…

ଚଣ୍ଡିଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଝରକା କବାଟ ବନ୍ଦ କରି ଲୋକଙ୍କୁ ଘରେ ରହିବାକୁ ପରାମର୍ଶ

ଚଣ୍ଡିଗଡ଼ରେ ପୁଣି ବାଜିଲା ସାଇରନ। ପଞ୍ଜାମ ଚଣ୍ଡିଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍। ଚଣ୍ଡିଗଡ଼ରେ ଡ୍ରୋନ୍ ଆକ୍ରମଣ ଆଶଙ୍କା ଥିବାରୁ ସମସ୍ତ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଘରର ବାଲକୋନୀରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ଏପରିକି ଘରର ଝରକା କବାଟ ବନ୍ଦ ରଖିବାକୁ କୁହାଯାଇଛି…

ସକାଳୁ ସକାଳୁ ୩ଟି ବିସ୍ଫୋରଣରେ ଥରିଲା ଲାହୋର, ଜରୁରୀକାଳୀନ ପରିସ୍ଥିତି ଘୋଷଣା

ପାକିସ୍ତାନ ଲାହୋରରେ ବଡ଼ ବିସ୍ଫୋରଣ । ଏୟାରପୋର୍ଟ ନିକଟରେ ବିସ୍ଫୋରଣ ହୋଇଛି। ସକାଳୁ ସକାଳୁ ୩ଟି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ସହରରେ ଭୟର ବାତାବରଣ ସୃଷ୍ଟି ହୋଇଛି ଏବଂ ସ୍ଥାନୀୟ ପ୍ରଶାସନ ଜରୁରୀକାଳୀନ ପରିସ୍ଥିତି ଘୋଷଣା…

ପାକିସ୍ତାନ ଉପରେ ଭାରତର ଦ୍ବିତୀୟ ଡିଜିଟାଲ ଷ୍ଟ୍ରାଇକ, ବ୍ୟାନ ହେଲା ପାକ ସେଲିବ୍ରିଟିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ

ପାକିସ୍ତାନ ଉପରେ ଭାରତର ଦ୍ବିତୀୟ ଡିଜିଟାଲ ଷ୍ଟ୍ରାଇକ । ଭାରତରେ ବ୍ୟାନ ହେଲା ପାକିସ୍ତାନୀ ସେଲିବ୍ରିଟିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ । ପାକିସ୍ତାନ ସୁପରଷ୍ଟାର ଅଭିନେତ୍ରୀ ହାନିଆ ଅମିର, ମାହିରା ଖାନ, ସଜଲ ଅଲ୍ଲୀ, ସିଙ୍ଗର ଓ ଅଭିନେତା ଅଲ୍ଲୀ ଜାଫର, ସନମ ସଇଦ, ବିଲାଲ ଆବାସ, ଇକରା ଅଜିଜ,…