Browsing Tag

pakistan admits its role behind pulwama attack

‘ପୁଲଓ୍ଵାମା ଆକ୍ରମଣ ଇମ୍ରାନ ସରକାରର ଏକ ବଡ଼ ବିଜୟ’, ସିଧାସଳଖ ଏମିତି କହିଲେ ଇମ୍ରାନ୍‌ଙ୍କ ଜଣେ ମନ୍ତ୍ରୀ

ନୂଆଦିଲ୍ଲୀ : ଭାରତର ପୁଲଓ୍ଵାମାରେ ସିଆର୍‌ପିଏଫ୍‌ ଯବାନଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଇମ୍ରାନ ସରକାରର ଏକ ବଡ଼ ବିଜୟ । ଏହି ଆତଙ୍କବାଦୀ ଆକ୍ରମଣ ପଛରେ ଇସ୍‌ଲାମ୍‌ବାଦର ହାତ ଅଛି ବୋଲି ବୁଧବାର ଏପରି କହିଛନ୍ତି ଇମ୍ରାନ ସରକାରଙ୍କ ଜଣେ ମନ୍ତ୍ରୀ । ଇମ୍ରାନ ସରକାରର…