ନିଜ ଖୋଳିଥିବା ଗାତରେ ପଡିଲେ ପାକିସ୍ତାନ ସେନା ମୁଖ୍ୟ, ଅସୀମ ମୁନିରଙ୍କ ଗାଦିଚ୍ୟୁତ ସହ ଗିରଫ ହୋଇଥିବା ଚର୍ଚ୍ଚା
ପାକିସ୍ତାନ ଭିତରେ ଗୃହ ଯୁଦ୍ଧ । ନିଜ ଖୋଳିଥିବା ଗାତରେ ପଡିଲେ ପାକିସ୍ତାନ ସେନା ମୁଖ୍ୟ । ଜେନେରାଲ ଅସୀମ ମୁନିରଙ୍କ ଆସନ ଟଳମଳ । ତାଙ୍କୁ ଗାଦିଚ୍ୟୁତ କରିବା ସହ ଗିରଫ କରାଯାଇଥିବା ଚର୍ଚ୍ଚା ହେଉଛି । ମୁନିରଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖାଯାଇଛି । ଜଏଣ୍ଟ ଚିଫ ଅଫ ଷ୍ଟାଫ୍ କମିଟି ଜେନେରାଲ…