Browsing Tag

pakistan captain admits india is better

ଏସିଆ କପ୍ : ପାକ୍ ଅଧିନାୟକ ମାନିଲେ, ଆମେ ଭାରତର ସମକକ୍ଷ ନୋହୁଁ

ଦୁବାଇ : ପାକିସ୍ତାନ କ୍ରିକେଟ୍ ଟିମ୍ ଅଧିନାୟକ ସର୍ଫରାଜ ଅହମଦ ମାନିଗଲେ ଯେ ଭାରତୀୟ ଦଳ ତାଙ୍କ ଦଳ ଠାରୁ ବହୁ ଗୁଣରେ ସମର୍ଥ ଓ ଦକ୍ଷ । ତେଣୁ ଆମେ ତାଙ୍କ ସମକକ୍ଷ ଖେଳ ଦେଖାଇ ପାରିଲୁ ନାହିଁ । ଦୁବାଇରେ ଚାଲିଥିବା ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଦୁଇ ଦୁଇ ଥର ଶୋଚନୀୟ ଭାବେ ହାରିଛି…