ପାକିସ୍ତାନ କୋର୍ଟ ଶୁଣାଇଲା ରାୟ, ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ୍ ହାଫିଜ୍ ସଇଦ୍କୁ ୧୦ ବର୍ଷ ଜେଲ୍ ଦଣ୍ଡ
ଇସ୍ଲାମ୍ବାଦ୍ : ମୁମ୍ବାଇ ଆତଙ୍କୀ ଆକ୍ରମଣର ଅଭିଯୁକ୍ତ ଓ ଆତଙ୍କବାଦୀଙ୍କ ପାଇଁ ଅର୍ଥ ଯୋଗାଡ କରିବା(ଟେରର୍ ଫଣ୍ଡ) ମାମଲାରେ ଆତଙ୍କବାଦୀ ହାଫିଜ୍ ସଇଦ୍କୁ ପାକିସ୍ତାନ କୋର୍ଟ ୧୦ ବର୍ଷ ଜେଲ୍ ଦଣ୍ଡ ଆଦେଶ ଦେଇଛି । ପାକିସ୍ତାନର ଆଣ୍ଟି ଟେରୋରିଜମ୍ କୋର୍ଟ ‘ଜମାତ୍-ଉଦ୍-ଦାବା’ ସଂଗଠନର…