Browsing Tag

Pakistan economy

ପାକିସ୍ତାନର ତଳମୁହାଁ ଅର୍ଥନୀତିକୁ ଏବେ ସାହାରା ହେବେ ଛତୁଆ ଓ ଲସି!

ପାକିସ୍ତାନରେ ଗତ କିଛି ମାସ ହେଲାଣି ଗମ୍ଭୀର ଆର୍ଥିକ ସଙ୍କଟ ଦେଖାଦେଇଛି। ଇନ୍ଧନର ମୂଲ୍ୟ ବୃଦ୍ଧି ଓ ବିଜୁଳି କାଟ୍‌ ଯୋଗୁ ସାଧାରଣ ଜନତା ଅସ୍ତବ୍ୟସ୍ତ ହୋଇଯାଇଛନ୍ତି। ଇତି ମଧ୍ୟରେ କିଛି ଦିନ ତଳେ ବିଜୁଳି କାଟ୍‌ରୁ ମୁକ୍ତି ପାଇଁ ବଜାରକୁ ରାତି ୧୦ଟା ପୂର୍ବରୁ ବନ୍ଦ କରିବାକୁ ନିର୍ଦ୍ଦେଶନାମା…

ମହଙ୍ଗା ମାଡ଼ ଯୋଗୁ ପାକିସ୍ତାନରେ ହାହାକାର, ହାଇକୋର୍ଟଙ୍କୁ ଧାର୍ଯ୍ୟ କରିବାକୁ ପଡ଼ିଲା ଦୁଗ୍ଧର ମୂଲ୍ୟ

ପାକିସ୍ତାନରେ ମହଙ୍ଗା ମାଡ଼ ଯୋଗୁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଦୈନନ୍ଦିନ ବ୍ୟବହୃତ ଜିନିଷ ପରିବାଠାରୁ ଆରମ୍ଭ କରି ଦୁଗ୍ଧ ପଯ୍ୟର୍ନ୍ତ, ସବୁର ଦର ଆକାଶଛୁଆଁ ହୋଇଯାଇଛି। ସ୍ଥିତି ଏପରି ହୋଇଛି ଯେ ଦରବୃଦ୍ଧିକୁ ରୋକିବା ପାଇଁ ସେଠାକାର ହାଇକୋର୍ଟଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଛି। ଏକ…

ରୁଟିର ଦାମ୍ ୩୦ ଟଙ୍କା, ପାକିସ୍ତାନରେ ଜନତାଙ୍କୁ ମହଙ୍ଗାମାଡ

ଭୀଷଣ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ । ମହଙ୍ଗାମାଡରେ ଭାଙ୍ଗିଗଲାଣି ଲୋକଙ୍କ ମେରୁଦଣ୍ଡ । ଧୀରେ ଧୀରେ ବଢୁଛି ସବୁ ଜିନିଷର ଦାମ । ଗହମ ଏବଂ ଅଟାର ମୂଲ୍ୟ ଏବେ ଆକାଶ ଛୁଆଁ । ପରିସ୍ଥିତି ଏମିତି ଗୋଟିଏ ରୁଟିର ଦାମ୍ ଏବେ ୨୦ ରୁ ୩୦ ମଧ୍ୟରେ ପହଂଚିଲାଣି । ଆର୍ଥିକ ସଙ୍କଟରୁ…