ପାକିସ୍ତାନକୁ ଘାରିଛି ଯୁଦ୍ଧ ଭୟ, କାଳେ ଆକ୍ରମଣ କରିବକି ଭାରତ ?
ଗତ ୧୪ ତାରିଖରେ ହୋଇଥିଲା ପୁଲଓ୍ଵାମାରେ ଆତଙ୍କବାଦୀ ଆକ୍ରମଣ । ୪୦ରୁ ଅଧିକ ଭାରତୀୟ ଯବାନ୍ ସହିଦ ହେଲେ । ଯାହାକୁ ସାରା ବିଶ୍ୱ ନିନ୍ଦା କଲା । ହେଲେ ପାକିସ୍ତାନ ଚୁପ୍ ରହିଲା । ଏହାର ଗଣମାଧ୍ୟମ ଆକ୍ରମଣକାରୀ ଆତଙ୍କବାଦୀଙ୍କୁ ସ୍ୱାଧୀନତା ସଂଗ୍ରାମୀ ବୋଲି କହିଲେ । ଆଉ ଘଟଣାର ୬ ଦିନ ପରେ…