ଜମ୍ମୁ-କଶ୍ମୀରକୁ ଭାରତର ରାଜ୍ୟ ବୋଲି ମାନିଲା ପାକିସ୍ତାନ
ନୂଆଦିଲ୍ଲୀ: ଜେନିଭାରେ ସଂଯୁକ୍ତରାଷ୍ଟ୍ର ମାନବାଧିକାର ପରିଷଦ(UNHRC) ରେ ପାକିସ୍ତାନ କଶ୍ମୀର ପ୍ରସଙ୍ଗ ଉଠାଇଛି। ତେବେ ସେଠାରେ ପାକିସ୍ତାନ ଜମ୍ମୁ କଶ୍ମୀରକୁ ଭାରତର ଅଂଶ ବୋଲି କହିଛି। UNHRC ରେ ପାକିସ୍ତାନୀ ବିଦେଶ ମନ୍ତ୍ରୀ ଶାହ ମହମୁଦ କ୍ୟୁରେସୀ କହିଛନ୍ତି ଯେ ଜମ୍ମୁ-କଶ୍ମୀର ଭାରତର ଏକ…