Browsing Tag

pakistan major general visited loc border

ବିଚଳିତ ସ୍ଥିତିରେ ପାକିସ୍ତାନ, LOC ଠାରେ ସୈନିକଙ୍କୁ ଭେଟିବାକୁ ପହଞ୍ଚିଲେ ପାକିସ୍ତାନ ସେନାଧ୍ୟକ୍ଷ

ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ନିୟନ୍ତ୍ରଣ ରେଖା ଏଲଓସି ଅଞ୍ଚଳ ମାନଙ୍କରେ କିଛି ଦିନ ହେବ ସଂଘର୍ଷପୂର୍ଣ୍ଣ ପରିସ୍ଥିତି ଲାଗି ରହିଛି । ସେପଟେ ପାକିସ୍ତାନୀ ସେନାଧ୍ୟକ୍ଷ ଜେନେରାଲ କମର ଜାଭେଦ ବାଜବା ଅଚାନକ ଏଲଓସି ଗସ୍ତ କରିଛନ୍ତି । ବାଜବାଙ୍କ ଏହି ଗସ୍ତର ସୂଚନା ସମ୍ପୂର୍ଣ ରୂପେ ଗୁପ୍ତ…