Browsing Tag

pakistan news

ଲାହୋର ଯାଉଥିବା ବସକୁ ଅଟକାଇଲେ ଅପହରଣକାରୀ, ୯ ଜଣ ଯାତ୍ରୀଙ୍କୁ କଲେ ହତ୍ୟା

ଆକ୍ରମଣକାରୀମାନେ ପାକିସ୍ତାନରେ ଏକ ଚଳନ୍ତା ବସ୍ ଅଟକାଇ ୯ ଜଣ ଯାତ୍ରୀଙ୍କୁ ଅପହରଣ କରିଥିଲେ ଏବଂ ପରେ ସେମାନଙ୍କୁ ହତ୍ୟା କରିଥିଲେ । ଏହି ଦୁଃଖଦ ଘଟଣା ବେଲୁଚିସ୍ତାନର ଝୋବ ଅଞ୍ଚଳରେ ଘଟିଛି । ପାକିସ୍ତାନରଏକ ରିପୋର୍ଟ ଅପୁଯାୟୀ, ଏହା ବେଲୁଚିସ୍ତାନର ଏକ ଭୟଙ୍କର ଆତଙ୍କବାଦୀ ଘଟଣା, ଯେଉଁଠାରେ…

ପାକିସ୍ତାନରେ ଦୁଇ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୬ ଜଣଙ୍କ ମୃତ୍ୟୁ, ୪୫ ଆହତ

ପାକିସ୍ତାନର ସିନ୍ଧ୍ ପ୍ରଦେଶରେ ଦୁଇଟି ପୃଥକ୍ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୫ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପାକିସ୍ତାନ ପୋଲିସର ସୂଚନା ମୁତାବକ, ଅନେକ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।…

ପାକିସ୍ତାନୀ ସେନା ଉପରେ ବଲୁଚିସ୍ତାନରେ ବଡ଼ ଆକ୍ରମଣ, ରାତି ସାରା ଗୁଳି ବିନିମୟ, ୧୭ ସୈନିକ ମୃତ

ପାକିସ୍ତାନୀ ସେନା ଉପରେ ବଲୁଚିସ୍ତାନରେ ହୋଇଛି ବଡ଼ ଆକ୍ରମଣ । ପାକିସ୍ତାନର ବଲୁଚିସ୍ତାନରେ ବିଚ୍ଛିନ୍ନତାବାଦୀମାନେ ପାକିସ୍ତାନୀ ସେନା ଉପରେ ବଡ଼ ଆକ୍ରମଣ କରିଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ଏହି ଆକ୍ରମଣରେ ୧୭ ଜଣ ସୈନିକ ପ୍ରାଣ ହରାଇଛନ୍ତି । ପାକିସ୍ତାନୀ ଗଣମାଧ୍ୟମ…

ପାକିସ୍ତାନ: ଅଲକାଦିର୍ ଟ୍ରଷ୍ଟ ମାମଲାରେ ଇମ୍ରାନ ଖାନଙ୍କୁ ୧୪ ବର୍ଷ ଓ ପତ୍ନୀଙ୍କୁ ୭ ବର୍ଷ ଜେଲ୍

ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବଡ଼ ଝଟକା । ଇମ୍ରାନଙ୍କୁ ପାକିସ୍ତାନର ଏକ କୋର୍ଟ ଅଲକାଦିର୍ ଟ୍ରଷ୍ଟ ମାମଲାରେ ୧୪ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ଏହି ମାମଲାରେ ଇମ୍ରାନଙ୍କ ପତ୍ନୀ ବୁଶରା ବିବିଙ୍କୁ ମଧ୍ୟ ୭ ବର୍ଷ ଜେଲ୍ ହୋଇଛି । ଅଲକାଦିର…

ପାକିସ୍ତାନ: ଭୟଙ୍କର ବିସ୍ଫୋରଣ ପରେ ଭୁଶୁଡ଼ି ପଡ଼ିଲା କୋଇଲା ଖଣି, ଫସିଛନ୍ତି ୧୨ ଶ୍ରମିକ

ପାକିସ୍ତାନର ଦକ୍ଷିଣ-ପଶ୍ଚିମ ପ୍ରାନ୍ତ ବଲୁଚିସ୍ତାନରେ ଏକ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣ ପରେ କୋଇଲା ଖଣି ଧସିଯିବାରୁ ୧୨ ଜଣ ଶ୍ରମିକ ଏହା ମଧ୍ୟରେ ଫସି ରହିଛନ୍ତି । ରାଜଧାନୀ କ୍ୱେଟା ଉପକଣ୍ଠ ସଞ୍ଜଦି ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ମୁଖ୍ୟ ଖଣି ଅଧିକାରୀ…

ପାକିସ୍ତାନୀ ସେନା ଗୁଳିରେ ଟଳିଲେ ୧୧ ଆତଙ୍କବାଦୀ, ଖାଇବର ପଖତୁନଖୱାରେ ବଡ଼ ଅପରେସନ୍

ପାକିସ୍ତାନୀ ସେନା ଗୁଳିରେ ଟଳିଲେ ୧୧ ଆତଙ୍କବାଦୀ । ପାକିସ୍ତାନୀ ସୁରକ୍ଷା ବାହିନୀ ଅଶାନ୍ତ ଉତ୍ତର-ପଶ୍ଚିମ ଖାଇବର ପଖତୁନଖୱା ପ୍ରଦେଶରେ ତିନୋଟି ପୃଥକ୍ ଅପରେସନରେ ୧୧ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି । ପାକିସ୍ତାନ ସଶସ୍ତ୍ର ବାହିନୀର ମିଡିଆ ଶାଖା 'ଇଣ୍ଟର-ସର୍ଭିସେସ୍ ପବ୍ଲିକ୍…

ITR ଫାଇଲ୍ କରି ନ ଥିବା ବ୍ୟକ୍ତି ଖୋଲି ପାରିବେନି ବ୍ୟାଙ୍କ ଆକାଉଣ୍ଟ, ପାକିସ୍ତାନ ସଂସଦରେ ବିଲ୍ ଆଗତ

ପାକିସ୍ତାନ ସରକାର ବୁଧବାର ସଂସଦରେ ଏକ ବିଲ୍ ଆଗତ କରିଛନ୍ତି । ଯେଉଁମାନେ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ କରୁ ନାହାନ୍ତି, ସେମାନଙ୍କ ପାଇଁ ଏଥିରେ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଏବଂ ୮୦୦ସିସିରୁ ଅଧିକ କାର୍ କିଣିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଅର୍ଥମନ୍ତ୍ରୀ ମହମ୍ମଦ ଔରଙ୍ଗଜେବ ଟିକସ ଫାଙ୍କିବା…

ପାକିସ୍ତାନ: ଖୈବର ପଖତୁନଖୱାରେ ବଡ଼ ଆତଙ୍କୀ ଆକ୍ରମଣ, ୩୫ରୁ ଅଧିକ ମୃତ

ପାକିସ୍ତାନର ଖୈବର ପଖତୁନଖୱାରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ୩୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଖୈବର ପଖତୁନଖୱାର ଡାଉନ୍ କୁରମ୍ ଅଞ୍ଚଳରେ ଏକ ଯାତ୍ରୀବାହୀ ଭ୍ୟାନ୍ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଏଥିରେ ଜଣେ ପୋଲିସ ଅଧିକାରୀ ଏବଂ…

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ, ୧୭ ସୈନ୍ୟ ମୃତ

ପାକିସ୍ତାନରେ ପୁଣି ଆତ୍ମଘାତୀ ବିସ୍ଫୋରଣ । ଖୈବର ପଖତୁନଖୱା ପ୍ରଦେଶର ବନ୍ନୁ ଜିଲ୍ଲାରେ ଏକ ସୁରକ୍ଷା ପୋଷ୍ଟ ଉପରକୁ ଆତ୍ମଘାତୀ ଆକ୍ରମଣ କରାଯାଇଛି । ଆକ୍ରମଣକାରୀ ବିସ୍ଫୋରକ ଭର୍ତ୍ତି ଏକ ଗାଡ଼ିରେ ଆସି ଏଠାରେ ବିସ୍ଫୋରଣ କରିଛନ୍ତି । ଏହି ଆକ୍ରମଣରେ ୧୭ ଜଣ ପାକିସ୍ତାନୀ ସୈନ୍ୟଙ୍କ ମୃତ୍ୟୁ…

୧୨ ଆତଙ୍କବାଦୀଙ୍କୁ ନିପାତ କଲା ପାକିସ୍ତାନୀ ସୁରକ୍ଷା ବାହିନୀ, ୬ ଆତଙ୍କୀ ଆହତ

ପାକିସ୍ତାନୀ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି । ସୁରକ୍ଷା ବାହିନୀ ଖୈବର ପଖତୁନଖୱା ଏବଂ ବଲୁଚିସ୍ତାନ ପ୍ରଦେଶରେ ଆତଙ୍କବାଦୀଙ୍କ ବିରୋଧରେ ସୈନ୍ୟ ଅଭିଯାନ ଆରମ୍ଭ କରି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦୁଇଟି ଅଭିଯାନରେ ୧୨ ଆତଙ୍କବାଦୀଙ୍କୁ ନିପାତ କରିଛି ସେନା । ଏ ନେଇ…

ପାକିସ୍ତାନ ସୀମା ନିକଟରେ ବିମାନ ଦୁର୍ଘଟଣା, ଇରାନ୍ ରିଭୋଲ୍ୟୁସନାରୀ ଗାର୍ଡର କମାଣ୍ଡର ଓ ପାଇଲଟ୍ ମୃତ

ଇରାନରେ ପାକିସ୍ତାନ ସୀମା ନିକଟରେ ଏକ ବିମାନ ଦୁର୍ଘଟଣା ଘଟିଛି । ଏଠାରେ ସୈନ୍ୟ ଅଭ୍ୟାସ ଚାଲୁଥିବା ସମୟରେ ଏକ ‘ଅଟୋଗାଇରୋ’ (ହେଲିକପ୍ଟର ଭଳି ବିମାନ) ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଇରାନୀ ରିଭୋଲ୍ୟୁସନାରୀ ଗାର୍ଡର କମାଣ୍ଡର ଜେନେରାଲ ହାମିଦ୍ ମଞ୍ଜାଦରାନି ଓ ପାଇଲଟଙ୍କର…

ପାକିସ୍ତାନରେ ବଡ଼ ଆତଙ୍କବାଦୀ ଆକ୍ରମଣ, ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ

ପାକିସ୍ତାନର ଅଶାନ୍ତ ଉତ୍ତର-ପଶ୍ଚିମ ଖାଇବର ପଖତୁନଖୱା ରାଜ୍ୟରେ ପୋଲିସ ଭ୍ୟାନ ଉପରେ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ୨ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଆଜି ପାଟ୍ରୋଲିଂ ବେଳେ ଆତଙ୍କବାଦୀମାନେ ପୋଲିସ ଭ୍ୟାନ ଉପରେ ଆକ୍ରମଣ କରିଥିଲେ । ସନ୍ଦିଗ୍ଧ ଆତଙ୍କବାଦୀମାନେ…