Browsing Tag

pakistan pm imran khan

ଇମ୍ରାନଙ୍କୁ ଜେଲରେ ମିଳୁଛି ସି-କ୍ଲାସ୍‌ ଟ୍ରିଟମେଣ୍ଟ; ଇମ୍ରାନଙ୍କ ଜୀବନକୁ ବିପଦ, ଠିକ୍‌ ସମୟରେ ଦିଆଯାଉନି ଖାଇବା

ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତୋଷଖାନା ମାମଲାରେ ଗିରଫ ହୋଇ ଜେଲରେ ରହିଛନ୍ତି । ଏହି ମାମଲାରେ ୩ ବର୍ଷ ଜେଲ ସହିତ ୫ ବର୍ଷ ଯାଏଁ ନିର୍ବାଚନ ଲଢିବା ଉପରେ ବ୍ୟାନ୍‌ ଲାଗିଛି । ଇସଲାମାବାଦ ଟ୍ରାଏଲ କୋର୍ଟ ଇମ୍ରାନଙ୍କୁ ତୋଷଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଏହି…

ପୁଣି ଥରେ ବଦନାମ ହେଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍: ମହିଳାଙ୍କ ସହ ଅଶ୍ଳୀଳ ବାର୍ତ୍ତାଳାପ…

ନୂଆଦିଲ୍ଲୀ : ପୁଣି ଥରେ ବିବାଦରେ ଛନ୍ଦି ହେଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ଇମ୍ରାନ ଖାନଙ୍କ ଅଶ୍ଳୀଳ କଥାବାର୍ତ୍ତାର ଏକ ଅଡିଓ ଏବେ ପାକିସ୍ତାନରେ ଭାଇରାଲ ହେବାରେ ଲାଗିଛି। ଆଉ ଯାହାକୁ ନେଇ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅସୁବିଧା…

ପାକିସ୍ତାନ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି: କାମଚଳା ପ୍ରଧାନମନ୍ତ୍ରୀ ଚୟନ ପାଇଁ ରାଷ୍ଟ୍ରପତିଙ୍କ ଚିଠି ମିଳିନି କହିଲେ…

ନୂଆଦିଲ୍ଲୀ : ପାକିସ୍ତାନରେ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। କାମଚଳା ପ୍ରଧାନମନ୍ତ୍ରୀ ଚୟନ ପାଇଁ ତାଙ୍କୁ ରାଷ୍ଟ୍ରପତି ଆରିଫ ଅଲ୍ଲୀ ଲେଖିଥିବା କୌଣସି ଚିଠି ସେ ପାଇନଥିବା କହିଛନ୍ତି ବିରୋଧୀ ଦଳ ନେତା ଶେହବାଜ ସରିଫ। ଚିଠି ମିଳିବା ପରେ ଦଳର ନେତା ଓ ସହଯୋଗୀଙ୍କ ସହ ଆଲୋଚନା କରାଯିବ ବୋଲି…

କାଙ୍ଗାଳ ସ୍ଥିତିରେ ପାକିସ୍ତାନ! ଆଜି ଇମ୍ରାନ ଖାନ ଯାଉଛନ୍ତି ଚୀନ; ସି ଜିନପିଙ୍ଗ୍‌ଙ୍କୁ ମାଗିବେ ୩ ବିଲିୟନ ଡଲାରର ଋଣ

ପାକିସ୍ତାନ ଉପରେ ବୈଦେଶିକ ଋଣ ଭାର ବଢ଼ିବାରେ ଲାଗିଛି। ତଥାପି ଏହି ଦେଶ ନୂଆ ଋଣ ନେବାକୁ ବାଧ୍ୟ ହେଉଛି, ଯାହାର ଏକମାତ୍ର କାରଣ ହେଲା, ପାକିସ୍ତାନର ଦୁର୍ବଳ ଅର୍ଥବ୍ୟବସ୍ଥା। ସାଉଦି ଆରବରୁ ବହୁତ କଡ଼ା ସର୍ତ୍ତରେ ୩ ବିଲିୟନର କ୍ୟାଶ ରିଜର୍ଭ ହାସଲ କରିବା ପରେ ଏବେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ…

ରେପ୍‌ ପାଇଁ ମହିଳାଙ୍କ କପଡ଼ା ଦାୟୀ ବୋଲି କହିଲେ ପିଏମ୍‌ ଇମ୍ରାନ ଖାନ୍‌, ପୂର୍ବ ପତ୍ନୀ କଲେ ବିରୋଧ

ଇସ୍‌ଲାମବାଦ୍‌ :  ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ମହିଳାଙ୍କ ଉପରେ ଦେଇଥିବା ଏକ ବିବୃତିକୁ ନେଇ ଦେଶ ଓ ଦେଶ ବାହାରେ ହଙ୍ଗାମା ସୃଷ୍ଟି ହୋଇଛି । ଇମ୍ରାନଙ୍କ ବିରୋଧରେ ମହିଳା ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଜାରି ରହିଛି । ଏକ ଟିଭି ଲାଇଭ୍‌ ଟେଲିକାଷ୍ଟରେ…

ଭାରତର ଏୟାରସ୍ପେସ୍‌ ଉପଯୋଗ ପାଇଁ ପାକିସ୍ତାନକୁ ଅନୁମତି ଦେଇଦେଲେ ପ୍ରଧାନମନ୍ତ୍ରୀ ମୋଦି, ୨ ବର୍ଷ ପୂର୍ବେ ଅନୁମତି ପାଇ…

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଭାରତ ନିଜ ଏୟାରସ୍ପେସ୍‌ ଉପଯୋଗ ପାଇଁ ଅନୁମତି ଦେଇଛି। ଇମ୍ରାନ ଖାନ ଆଗାମୀ ସପ୍ତାହ ମଙ୍ଗଳବାର ଦିନ ନିଜ ମନ୍ତ୍ରୀମଣ୍ଡଳୀୟ ସହଯୋଗୀ ଏବଂ ଉଚ୍ଚ ସ୍ତରର ବାଣିଜ୍ୟିକ ପ୍ରତିନିଧିମଣ୍ଡଳ ସହିତ ଦୁଇ ଦିନ ଲାଗି ଶ୍ରୀଲଙ୍କା ଯାତ୍ରାରେ ଯାଉଛନ୍ତି।…

ରିକ୍ସାରେ ଇମ୍ରାନ୍‌ ଖାନ୍‌! ଭାଇରାଲ ହେଉଛି ଅବିକଳ ପାକ୍‌ ପ୍ରଧାନମନ୍ତ୍ରୀଙ୍କ ଭଳି ଦିଶୁଥିବା ଯୁବକଙ୍କ ଭିଡିଓ;…

ରିକ୍ସାରେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌। ରିକ୍ସାରେ ଇମ୍ରାନ୍‌ ଖାନ୍‌ ଯାଉଥିବା ବେଳର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଆପଣ ଭାବୁଥିବେ, ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କର କ’ଣ ଏମିତି ଅବସ୍ଥା ଆସିଗଲା ଯେ ତାଙ୍କୁ ରିକ୍ସାରେ ଯିବାକୁ ପଡ଼ିଲା। କିନ୍ତୁ ନା…

ଇମ୍ରାନ ଖାନଙ୍କୁ ଡରାଉଛି ଭାରତର ‘ସର୍ଜିକାଲ ଷ୍ଟ୍ରାଇକ’, ଏବେ ଦୁନିଆକୁ ମାଗୁଛନ୍ତି ସାହାଯ୍ୟ

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ଗତ କିଛି ଦିନ ଧରି ଲଗାତର ଭାରତର ସ'ର୍ଜିକାଲ ଷ୍ଟ୍ରାଇକ' କିମ୍ବା 'ଏୟାର ଷ୍ଟ୍ରାଇକ'ର ଭୟ ଲାଗିକିରହିଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପାକିସ୍ତାନ ମଧ୍ୟ କରୋନା ସଂକ୍ରମଣ କାରଣରୁ ଗମ୍ଭୀର ଭାବେ ପ୍ରଭାବିତ ହୋଇଛି। କିନ୍ତୁ ଇମରାନ ଖାନ ନିଜର…

ଟିକଟକ୍‌ ଷ୍ଟାରଙ୍କୁ ଅଶ୍ଳୀଳ ଫଟୋ ପଠାଉଥିଲେ ଇମରାନ ଖାନଙ୍କ ଏହି ମନ୍ତ୍ରୀ, ଏବେ ସୋସିଆଲ ମିଡିଆରେ ହେଉଛି ଭାଇରାଲ

ପାକିସ୍ତାନର ରେଳମନ୍ତ୍ରୀ ଶେଖ୍‌ ରସିଦ୍‌ ନିଜ କାର୍ଯ୍ୟ କଳାପ ପାଇଁ ଅଧିକ ଜଣାଶୁଣା। ଏଭଳି କିଛି ଦିନ ନାହିଁ ଯେପରି ପାକିସ୍ତାନୀ ମିଡିଆରେ ତାଙ୍କ ଚର୍ଚ୍ଚା ଦେଖିବାକୁ ମିଳିନଥାଏ। ତାଙ୍କର ଓଲଟା-ସିଧା ବୟାନ ପାକିସ୍ତାନରୁ ନେଇ ଭାରତ ଭଳି ପ୍ରତ୍ୟେକ ଯାଗାରେ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଆଜି ପିଓକେ ଗସ୍ତ କରିବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍‌ରାନ୍‌ ଖାନ୍‌

କେନ୍ୟୁଜ୍: ଆଜି ପିଓକେ ଯିବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍‌ରାନ୍‌ ଖାନ୍‌ । ପିଓକେ ରାଜଧାନୀ ମୁଜାଫରାବାଦରେ ଏକ ରାଲିକୁ ସମ୍ବୋଧନ କରିବେ । କଶ୍ମୀରରୁ ଧାରା ୩୭୦ ହଟିବା ପରେ ଏହା ହେଉଛି ଇମ୍‌ରାନ୍‌ ଖାନ୍‌ଙ୍କ ତୃତୀୟ ପିଓକେ ଗସ୍ତ । ଏହି ରାଲିରେ ଭିଡ଼ ଏକାଠି କରିବାକୁ ପାକିସ୍ତାନ…