ସୁପ୍ରିମକୋର୍ଟରେ ଝୁଲୁଛି ଇମ୍ରାନଙ୍କ ଭାଗ୍ୟ, ଆଜି ମାମଲାର ହେବ ଶୁଣାଣି
ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ଝୁଲୁଛି ଇମ୍ରାନଙ୍କ ଭାଗ୍ୟ । ଆଜି ମାମଲାର ଶୁଣାଣି ହେବ । ଶୁଣାଣି ବେଳେ ଗୃହକାର୍ଯ୍ୟର ଭିଡିଓ ମାଗିଛନ୍ତି ଖଣ୍ଡପୀଠ । ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ଉପବାଚସ୍ପତି ଖାରଜ କରିଦେବାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ବିରୋଧୀ । ଏହାର…