Browsing Tag

pakistan suffers major power outage

ଜାତୀୟ ଗ୍ରୀଡରେ ବିଭ୍ରାଟ ଯୋଗୁଁ ବିଦ୍ୟୁତ ସରବରାହ ଠପ୍‌, ଅନ୍ଧାରରେ ପୂରା ପାକିସ୍ତାନ

ଇସଲାମାବାଦ : ଅନ୍ଧାରରେ ବୁଡିଛି ପାକିସ୍ତାନ । ଖାଦ୍ୟ ଆଉ ଅର୍ଥ ସଂକଟ ପରେ ବିଜୁଳି ସଂକଟ। ପୂରା ଦେଶ ବ୍ଲାକ ଆଉଟ। ରାଜଧାନୀ ଇସଲାମାବାଦ, କରାଚି, ଲାହୋର, ପେଶାଓ୍ଵାର ଆଦି ପ୍ରମୁଖ ସହରରେ ବିଜୁଳି ନାହିଁ। ଘଣ୍ଟଘଣ୍ଟା ଧରି ବିଦ୍ୟୁତ୍‌ ନଥିବାରୁ କଲବଲ ହେଉଛନ୍ତି ଲେକ। ପାକିସ୍ତାନ ଜାତୀୟ…