Browsing Tag

pakistan terrorist

ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଆଜମ ଚିମାର ମୃତ୍ୟୁ, ଲସ୍କର ଇଣ୍ଟେଲିଜେନ୍ସୀର ଥିଲା କମାଣ୍ଡର

୨୬/୧୧ ମୁମ୍ବାଇ ମୁମ୍ବାଇ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ତଥା ଲସକର-ଇ-ତୋଇବା ଗୁଇନ୍ଦା ମୁଖ୍ୟ ଆଜମ ଚିମାର ମୃତ୍ୟୁ । ପାକିସ୍ତାନର ଫୈଜଲାବାଦରେ ହୃଦଘାତରେ ମୃତ୍ୟୁ ହୋଇଥିବା କୁହାଯାଉଛି । ତାକୁ ୭୦ ବର୍ଷ ବୟସ ହୋଇଥିଲା । ଗତ କିଛି ମାସ ମଧ୍ୟରେ ଲସକର-ଇ-ତୋଇବାର କିଛି ଅପରେଟିଭଙ୍କୁ…

ପାକିସ୍ତାନ: ନିର୍ବାଚନ ପୂର୍ବରୁ ଆତଙ୍କୀ ହାମଲା, ୧୦ ପୋଲିସ ଯବାନ ସହିଦ

ନିର୍ବାଚନ ପୂର୍ବରୁ ପାକିସ୍ତାନରେ ଆତଙ୍କୀ ହାମଲା । ଫଳରେ ୧୦ ଜଣ ପୋଲିସ ସହିଦ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ପୋଲିସ କହିବା ମୁତାବକ, ଅଜ୍ଞାତ ଆତଙ୍କବାଦୀ ଗତକାଲି ରାତିରେ ଡିଆଇଖାନ ତହସିଲ ଦରବାନରେ ଥିବା ପୋଲିସ ଷ୍ଟେସନ ଉପରେ ଆକ୍ରମଣ କରିଛନ୍ତି । ଖବର ମୁତାବକ, ପାକିସ୍ତାନର…

ଆତଙ୍କବାଦୀ ଦାଉଦ ମଲିକଙ୍କୁ ପାକିସ୍ତାନରେ ହତ୍ୟା, ମୁଖାପିନ୍ଧା ଆକ୍ରମଣକାରୀ ମାରିଲେ ଗୁଳି

‘ଲସ୍କର-ଏ-ଜବାର’ର ସଂସ୍ଥାପକ ଦାଉଦ ମଲିକଙ୍କୁ ହତ୍ୟା କରାଯାଇଛି। ପାକିସ୍ତାନର ଉତ୍ତର ୱାଜିରିସ୍ତାନରେ କିଛି ଅଜଣା ଆକ୍ରମଣକାରୀ ଦାଉଦଙ୍କୁ ଗୁଳି କରି ହତ୍ୟା କରିଛନ୍ତି। କୁହାଯାଉଛି, ଭାରତର ମୋଷ୍ଟ୍‍ ୱାଣ୍ଟେଡ୍‌ ଆତଙ୍କବାଦୀ ମସୁଦ ଅଜହରଙ୍କର ସେ ଡାହାଣ ହାତ ଥିଲେ। ପାକିସ୍ତାନୀ ଖବରକାଗଜ…

ଜମ୍ମୁ-କଶ୍ମୀର ପୋଲିସ ଡିଜି ଦିଲବାଗ ସିଂହଙ୍କ ଚାଞ୍ଚଲ୍ୟକର ବୟାନ, କହିଲେ ସୀମାରେ ଗୁଳି ବର୍ଷା କରି ଭାରତରେ ଅନୁପ୍ରବେଶ…

 ଜମ୍ମୁ-କଶ୍ମୀର(କେନ୍ୟୁଜ୍) : ଜମ୍ମୁ-କଶ୍ମୀରରେ ୨୦୦ରୁ ୩୦୦ ଆତଙ୍କବାଦୀ ସକ୍ରିୟ । ସୀମାରେ ଗୁଳି ବର୍ଷା କରି ଭାରତରେ ଅନୁପ୍ରବେଶ ପାଇଁ ଯୋଜନା କରୁଛି ପାକିସ୍ତାନ । ଏପରି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଜମ୍ମୁ-କଶ୍ମୀର ପୋଲିସ ଡିଜି ଦିଲବାଗ ସିଂହ । ଶୀତ ଦିନ ଆରମ୍ଭ ହେବା ପୂର୍ବରୁ…

ବାଲାକୋଟ୍‌ରେ ପାକିସ୍ତାନ ପୁଣି ପ୍ରସ୍ତୁତ କରୁଛି ଆତଙ୍କୀ ଟିମ୍‌, ଅନୁପ୍ରବେଶ ଅପେକ୍ଷାରେ ୫୦୦ ଆତଙ୍କବାଦୀ

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରରେ ଅଶାନ୍ତିର ବାତାବରଣ ସୃଷ୍ଟି କରିବା ଲାଗି ପାକିସ୍ତାନ ଜୋରଦାର ଉଦ୍ୟମ ଚଳାଇଛି। ସୀମା ଅତିକ୍ରମ କରି ଉପତ୍ୟକାରେ ଅନୁପ୍ରବେଶ କରିବା ଲାଗି ପ୍ରଶିକ୍ଷଣପ୍ରାପ୍ତ ୪୫୦ରୁ ୫୦୦ ଆତଙ୍କବାଦୀ ଏଲ୍‌ଓସି ଆରପଟେ ଲଞ୍ଚ୍‌ପ୍ୟାଡଗୁଡ଼ିକରେ ଅପେକ୍ଷା କରି ରହିଥିବା…