Browsing Tag

pakistan

ପାକିସ୍ତାନ ବାଲୁଚିସ୍ତାନ ଗ୍ବାଦର ବନ୍ଦରରେ ଆକ୍ରମଣ, ୮ ଆକ୍ରମଣକାରୀ ନିହତ

ନୂଆଦିଲ୍ଲୀ : ପାକିସ୍ତାନ ଗ୍ବାଦର ବନ୍ଦରରେ ଆତଙ୍କବାଦୀ ହମଲା । ସୁରକ୍ଷାକର୍ମୀ -ଆତଙ୍କବାଦୀ ଗୁଳି ବିନିମୟ । ୮ ଆକ୍ରମଣକାରୀଙ୍କ ମୃତ୍ୟୁ ଘଟିଛି । ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ବେଲୁଚିସ୍ତାନ ଲିବରେସନ୍ ଆର୍ମୀ । ବୁଧବାର ଅପରାହ୍ଣରେ ଆତଙ୍କବାଦୀମାନେ ପଶି ଗ୍ବାଦର ବନ୍ଦର ଅଥରିଟି ଜେନ୍…

କିଏ ହେବେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ? ସରକାର ଗଠନ ନେଇ ଏବେ ବି ଅନିଶ୍ଚିତତା !

ନୂଆଦିଲ୍ଲୀ : ପାକିସ୍ତାନରେ କିଏ କରିବ ସରକାର । ନିର୍ବାଚନର ୩ ଦିନ ପରେ ସରିଛି ଭୋଟ ଗଣତି। ସରକାର ଗଠନ ନେଇ ଏବେ ବି ଅନିଶ୍ଚିତତା। କିଏ ହେବେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ? ବିନା ବ୍ୟାଟରେ ଖେଳିଥିବା ଇମ୍ରନଙ୍କ ପିଟିଆଇ ସମର୍ଥିତ ପ୍ରାର୍ଥୀମାନେ ଆଗରେ। ୧୦୧ ଆସନରେ ବିଜୟୀ ହୋଇଛନ୍ତି…

ହିଂସା ଭିତରେ ଆଜି ପାକିସ୍ତାନ ସାଧାରଣ ନିର୍ବାଚନ, ମତଦାନ କରିବେ ପ୍ରାୟ ୧୩ କୋଟି ଭୋଟର

ନୂଆଦିଲ୍ଲୀ : ହିଂସା ଭିତରେ ଆଜି ପାକିସ୍ତାନ ସାଧାରଣ ନିର୍ବାଚନ। ଗତକାଲି ବେଲୁଚିସ୍ତାନରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏଥିରେ ୨୮ ଜଣଙ୍କ ମୃତ୍ୟୁ ହୋଇଛି। ଆଜି ଭୋଟ ଦେଉଛି ପାକିସ୍ତାନ। ୩୩୬ ଆସନ ବିଶିଷ୍ଟ ନ୍ୟାସନାଲ ଆସେମ୍ବ୍ଲି ପାଇଁ ଭୋଟିଂ। ମତଦାନ କରିବେ ପ୍ରାୟ ୧୩ କୋଟି ଭୋଟର।…

ପାକ୍ ର ପାଲଟା ଜବାବ: ଇରାନର ଆତଙ୍କୀ ଆଡ୍ଡାରେ ମିସାଇଲ୍ ମାଡ଼ କଲା ପାକିସ୍ତାନ

ନୂଆଦିଲ୍ଲୀ : ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ଇରାନ୍ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ହମଲା କରିବା ପରେ ତୀବ୍ର ହୋଇଛି ଦୁଇ ଦେଶ ମଧ୍ୟରେ ଉତ୍ତେଜନା । ଇରାନ ଏୟାରଷ୍ଟ୍ରାଇକର କଡ଼ା ଜବାବ ଦେଇଛି ପାକିସ୍ତାନ । ବଲୁଚିସ୍ତାନରେ ଇରାନର ଆତଙ୍କୀ ଆଡ୍ଡାରେ ମିସାଇଲ୍ ମାଡ଼ କରିଛି । ପାକିସ୍ତାନ ସେନା…

ପାକିସ୍ତାନକୁ ଇରାନର କ୍ଷେପଣାସ୍ତ୍ର ମାଡ଼, ବେଲୁଚି ଆତଙ୍କବାଦୀ ସଂଗଠନର ୩ ଆଡ଼ା ଧ୍ବସ୍ତ

ପାକିସ୍ତାନରେ କ୍ଷେପଣାସ୍ତ୍ର ମାଡ଼ କଲା ଇରାନ । ଆତଙ୍କବାଦୀ ଆଡ୍ଡା ଉପରେ ଜୋରଦାର ହମଲା । ମିସାଇଲ୍ ଓ ଡ୍ରୋନରୁ ଘନଘନ ଏୟାରଷ୍ଟ୍ରାଇକ୍ କରିଛି ଇରାନ । ଇରାନ-ପାକିସ୍ତାନ ସୀମାରେ ବେଲୁଚି ବିଦ୍ରୋହୀ ସଙ୍ଗଠନ ତଥା ସୁନ୍ନି ଆତଙ୍କବାଦୀ ସଙ୍ଗଠନ ଜୈସ-ଅଲ-ଅଦଲକୁ ଟାର୍ଗେଟ କରି ଏହି କ୍ଷେପଣାସ୍ତ୍ର…

ପାକିସ୍ତାନରେ ଆତଙ୍କବାଦୀ ହମଲା; IED ବିସ୍ଫୋରଣରେ ୬ ପୋଲିସ୍ କର୍ମୀ ମୃତ, ୨୨ ଆହତ

ନୂଆଦିଲ୍ଲୀ : ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ । ସୋମବାର ସୀମାନ୍ତ ସହର ପୁଖ୍‌ତୁନଖଓ୍ବାରେ ପୋଲିସ ଉପରେ ଆତଙ୍କବାଦୀ ହମଲା କରିଛନ୍ତି । ବିସ୍ଫୋରଣ କରି ୬ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଛନ୍ତି । ସେହିପରି ୨୨ ଜଣ ଆହତ ହୋଇଛନ୍ତି । ଖୈବର ପାସ୍ ବାଜୌର ଜିଲ୍ଲାରେ ପୋଲିସ ବାହିନୀ ଏକ…

ପାକିସ୍ତାନ ସେନା ଉପରେ ଆତଙ୍କବାଦୀ ଆକ୍ରମଣ, ୨୪ ମୃତ

ପାକିସ୍ତାନ ସେନା ଉପରେ ଆତଙ୍କବାଦୀ ଆକ୍ରମଣ। ପୋଲିସ ଷ୍ଟେସନରେ ପଶିଲେ । ଦୁଇଜଣ ସୁରକ୍ଷାକର୍ମୀଙ୍କ ସମେତ ୨୪ଜଣଙ୍କୁ ହତ୍ୟା କଲେ । ଆଫଗାନିସ୍ତାନ ସୀମାନ୍ତ ଡେରା ଇସମାଇଲ ଖାନ ଜିଲ୍ଲାରେ ଆତଙ୍କ ଖେଳାଇଛନ୍ତି ଆତଙ୍କୀ । ଏଠାରେ ଥିବା ଏକ ପୋଲିସ ଷ୍ଟେସନକୁ କ୍ୟାମ୍ପ ଭାବେ ବ୍ୟବହାର କରୁଥିଲା…

ଆସନ୍ତା ଫେବ୍ରୁୟାରୀ ୧୧ରେ ହେବ ପାକିସ୍ତାନରେ ନିର୍ବାଚନ, ନିର୍ବାଚନ କମିଶନଙ୍କ ଘୋଷଣା

କେବେ ହେବ ପାକିସ୍ତାନ ନିର୍ବାଚନ ? ଶେଷରେ ଏହି ପ୍ରଶ୍ନର ଉତ୍ତର ମିଳିଛି। ଘୋର ରାଜନୈତିକ ଓ ଆର୍ଥିକ ସଙ୍କଟରେ ଘାରି ହେଉଥିବା ପାକିସ୍ତାନରେ ଫେବୃଆରୀ ୧୧, ୨୦୨୪ରେ ନିର୍ବାଚନ ହେବ। ପାକିସ୍ତାନ ନିର୍ବାଚନ କମିଶନଙ୍କ ପକ୍ଷରୁ ଏ ସମ୍ପର୍କରେ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି।…

ଦେଶରୁ ଆତଙ୍କବାଦ ହଟାଇବାକୁ ପାକିସ୍ତାନର ଶପଥ, ପାକିସ୍ତାନ ଆର୍ମୀ ମିଡିଆ ୱିଙ୍ଗ ପକ୍ଷରୁ ବିବୃତ୍ତି ଜାରି

ଲଙ୍କାରେ ହରି ନାମ । ଦେଶରୁ ଆତଙ୍କବାଦ ହଟାଇବାକୁ ପାକିସ୍ତାନର ଶପଥ । ଶୁକ୍ରବାର ୨ଟି ବିସ୍ଫୋରଣରେ ୬୦ ଜଣଙ୍କ ଜୀବନ ଯିବା ପରେ ଦେଶରୁ ଆତଙ୍କବାଦ ହଟାଇବାକୁ ଶପଥ ନେଇଛନ୍ତି ପାକିସ୍ତାନ ଆର୍ମୀ ମୁଖ୍ୟ ଜେନେରାଲ ସୟଦ ଅସିମ ମୁନିର। ଶୁକ୍ରବାର ପାକିସ୍ତାନରେ ଦୁଇଟି ବସ୍ଫୋରଣ ହୋଇଥିଲା।…

ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକି : ପାକିସ୍ତାନକୁ ୪-୦ ଗୋଲ୍ ରେ ମାତ୍ ଦେଲା ଭାରତ

ପାକିସ୍ତାନକୁ ବିଦା କଲା ଭାରତ । ପାକିସ୍ତାନକୁ ୪-୦ ଗୋଲ୍ ରେ ମାତ୍ ଦେଲା ଭାରତ । ଚେନ୍ନାଇର ମେୟର ରାଧାକ୍ରିଷ୍ଣନ୍ ଷ୍ଟାଡିୟମରେ ଖେଳାଯାଇଥିବା ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ଭାରତ ଆରମ୍ଭରୁ ହିଁ ପ୍ରଭାବୀ ରହିଥିଲା । ପ୍ରଥମାର୍ଦ୍ଧରେ ଭାରତ ୨-୦ରେ ଆଗୁଆ ରହିଥିବା ବେଳେ ମ୍ୟାଚ୍ ଶେଷ…

ପାକିସ୍ତାନରେ ୧ କିଲୋମିଟର ଯିବା ପାଇଁ ଭଡ଼ା କେତେ ଜାଣନ୍ତି କି ? ଜାଣିଲେ ମୁଣ୍ଡ ଘୁରିଯିବ

ନୂଆଦିଲ୍ଲୀ : ପାକିସ୍ତନା ସର୍ବଦା ଭାରତ ସହ ମୁକାବିଲା କରିଥାଏ । ହେଲେ ପାକିସ୍ତାନର ଅବସ୍ଥା ସବୁଥିରେ ଖରାପ । ଖାଦ୍ୟ ହେଉ ବା ପରିବହନ ବା ଯାତ୍ରା ହେଉ । ଋଣଭାରରେ ବୁଡିଥିବା ପାକିସ୍ତାନରେ ଖାଦ୍ୟ ଦର ଆକାଶ ଛୁଆଁ ହେଇଥିବା ବେଳେ ଯାତ୍ରା କରିବା ମଧ୍ୟ ମହଙ୍ଗା । ଏବେ ଦୁଇ ଓଲି ଖାଇବା…

ଇମ୍ରାନ ଖାନଙ୍କୁ ଦୁଇ ସପ୍ତାହର ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ପାକିସ୍ତାନ ହାଇକୋର୍ଟ

କେନ୍ୟୁଜ୍‌(ବ୍ୟୁରୋ): ଇମ୍ରାନ ଖାନଙ୍କୁ ମିଳିଛି ଦୁଇ ସପ୍ତାହର ସର୍ତ୍ତମୂଳକ ଜାମିନ । ଇସଲାମାବାଦ ହାଇକୋର୍ଟ ଶୁକ୍ରବାର ତୋଶାଖାନା ମାମଲାରେ ଇମ୍ରାନ ଖାନଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି । ଏହସାହ ଇମ୍ରାନଙ୍କ ଉପରେ ଆସିଥିବା ଅଭିଯୋଗ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି । ହାଇକୋର୍ଟର…