Browsing Tag

pakistan

ପାକ୍‌ ହସ୍ପିଟାଲ ଛାତରୁ ମିଳିଲା ୨୦୦ ରୁ ଅଧିକ ମୃତଦେହ, ଅଧିକାଂଶଙ୍କର ନାହିଁ ଅଙ୍ଗପ୍ରତ୍ୟଙ୍ଗ

ଇସଲାମାବାଦ୍‌: ପାକିସ୍ତାନର ମୁଲତାନ ସହରର ଏକ ହସ୍ପିଟାଲ ଛାତରୁ ୨୦୦ରୁ ଅଧିକ ପଚାସଢ଼ା ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣା ପ୍ରଘଟ ହେବା ପରେ ପାକ୍‌ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଖବର ଅନୁଯାୟୀ, ଡାକ୍ତରଖାନାର ଛାତ ଉପରେ ଥିବା ଏକ କୋଠରୀରେ ମୃତଦେହ ମିଳିଛି। ମୃତ ଶରୀରର ଅନେକ…

ପାକିସ୍ତାନ ଦୁନିଆର ସବୁଠୁ ବଡ଼ ବିପଦପୂର୍ଣ୍ଣ ଦେଶ ମଧ୍ୟରୁ ଗୋଟିଏ, ଆମେରିକା ରାଷ୍ଟ୍ରପତି ବାଇଡେନ ମାନିଲେ

ନୂଆଦିଲ୍ଲୀ : ପାକିସ୍ତାନକୁ ଯୁଦ୍ଧ ବିମାନ ପାଇଁ ଡିଲ କରିଥିବା ଆମେରିକା ପାକିସ୍ତାନକୁ ସବୁଠୁ ବିପଦପୂର୍ଣ୍ଣ ଦେଶ ବୋଲି କହିଲା ଆମେରିକା । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଜି ଡେମୋକ୍ରାଟିକ କଂଗ୍ରେସର ଅଭିଯାନ ସମିତିର ସ୍ୱାଗତ ସାମରୋହରେ ଏ କଥା କହିଛନ୍ତି । ବାଇଡେନ କହିଛନ୍ତି ଯେ…

ଗତ ୯ ମାସ ମଧ୍ୟରେ ଭାରତରେ ପଶିଛି ୧୯୧ ପାକିସ୍ତାନୀ ଡ୍ରୋନ୍‌, ପଞ୍ଜାବ ସେକ୍ଟରରେ ପ୍ରବେଶ କରିଛି ସର୍ବାଧିକ

ପାକିସ୍ତାନ କେବେ ବି ନିଜ ପ୍ରକୃତି ଛାଡିବନି। ସବୁବେଳେ କିଛି ନା କିଛି କରି ଚର୍ଚ୍ଚାରେ ରହିଥାଏ। ତେବେ ଏହା ମଧ୍ୟରୁ ପୁଣି ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଗତ ୯ ମାସ ମଧ୍ୟରେ ପଡୋଶୀ ପାକିସ୍ତାନରୁ ଭାରତୀୟ ଅଞ୍ଚଳକୁ ୧୯୧ଟି ଡ୍ରୋନ୍‌ ବେଆଇନ ଭାବେ ପ୍ରବେଶ କରିଛି। ପାକିସ୍ତାନ…

ବିନାଶକାରୀ ବନ୍ୟା ପରେ ମଶାଙ୍କ ପ୍ରାଦୁର୍ଭାବ! ଭାରତଠାରୁ ୬୨ ଲକ୍ଷ ମଶାରୀ କିଣିବେ ପାକିସ୍ତାନ ସରକାର

ଭାରତଠାରୁ ୬୨ ଲକ୍ଷ ମଶାରୀ କିଣିବ ପାକିସ୍ତାନ। ପାକିସ୍ତାନ ସରକାର ଦେଶର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଭାରତଠାରୁ ୬୨ ଲକ୍ଷ ମଶାରୀ କିଣିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି, ଯଦ୍ଦ୍ଵାରା କି, ଗତ ମାସରେ ହୋଇଥିବା ବିନାଶକାରୀ ବନ୍ୟା ପରେ ଲୋକଙ୍କୁ ରୋଗ ଦାଉରୁ ରକ୍ଷା କରାଯାଇ ପାରିବ। ସୂଚନା…

ପାକିସ୍ତାନ ଉପରେ ଭାରତର ସବୁଠାରୁ ବଡ଼ ଡିଜିଟାଲ ଷ୍ଟ୍ରାଇକ୍! ଏମିତି ବନ୍ଦ ହୋଇଗଲା ପାକ୍‌ର ମୁହଁ

ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟ ଭାରତରେ ବନ୍ଦ କରି ଦିଆଯାଇଛି। ଭାରତର ଟ୍ୱିଟର ବ୍ୟବହାରକାରୀଙ୍କ ପାଇଁ ଏହି ଟ୍ୱିଟର ଆକାଉଣ୍ଟ ବ୍ଲକ ରହିଛି। ଟ୍ୱିଟର ତରଫରୁ କୁହାଯାଇଛି ଯେ ଏକ ଆଇନଗତ ଅଭିଯୋଗ ମିଳିବା ପରେ ଏଭଳି ପଦକ୍ଷେପ ଉଠାଯାଇଛି। କୁହାଯାଉଛି କି, ଭାରତରେ ଦେଶ ବିରୋଧୀ…

ପାକିସ୍ତାନରେ ‘ମହାବିନାଶ’…! ୩୦ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା, ୩ କୋଟି ଲୋକ ଜଳବନ୍ଦୀ

ପ୍ରକୃତିର କରାଳ ରୂପ, ଯୁଆଡ଼େ ଚାହିଁବ ସିଆଡ଼େ ଖାଲି ପାଣି ଆଉ ପାଣି…ନା ମୁଣ୍ଡ ଗୁଞ୍ଜିବାକୁ ଜାଗା ଅଛି, ନା ଖାଇବାକୁ ଦୁଇ ମୁଠା ଦାନା। ଚତୁର୍ଦ୍ଦିଗରେ ହାହାକାର। ଆଖିରୁ ନିଦ ଛଡ଼ାଇ ନେଇଛି ଏହି ଘାତକ ବନ୍ୟା। ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ। ବର୍ତ୍ତମାନ ସମୟରେ ଏ ହେଉଛି ପାକିସ୍ତାନର…

ବନ୍ୟା ଯୋଗୁ ପାକ୍‌ରେ ମିଳୁନି ପରିବା: ଟମାଟୋ କିଲୋ ୫୦୦, ପିଆଜ ହେଲା ୪୦୦

କରାଚି: ଏବେ ପାକିସ୍ତାନରେ ପ୍ରଳୟଙ୍କରୀ ବନ୍ଯା ପରିସ୍ଥିତି ଦେଖାଦେଇଛି। ଫଳରେ ବେଲୁଚିସ୍ତାନ, ସିନ୍ଧ ଏବଂ ଦକ୍ଷିଣ ପଞ୍ଜାବରୁ ପନିପରିବା ଯୋଗାଣ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏଣୁ ଆଗାମୀ ଦିନରେ ଖାଦ୍ୟ ସାମଗ୍ରୀର ମୂଲ୍ଯ ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଆଗାମୀ ଦିନରେ…

ପାକିସ୍ତାନରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା: ତାଣ୍ଡବ ରଚିଛି ଭୟଙ୍କର ବନ୍ୟା, ଗଲାଣି ୧୦୦୦ ଲୋକଙ୍କ ଜୀବନ

ପାକିସ୍ତାନରେ ପ୍ରବଳ ବର୍ଷା ହେବା ଫଳରେ ଭୟଙ୍କର ବନ୍ୟା ହୋଇଛି। ବନ୍ୟା ଯୋଗୁଁ ଚାରିଆଡେ ହାହାକାର ପରିସ୍ଥିତି ଦେଖାଦେଇଛି। ବର୍ଷା ଓ ବନ୍ୟାରେ ଏପର୍ଯ୍ୟନ୍ତ ୧୦୦୦ ଲୋକ ପ୍ରାଣ ହରାଇଛନ୍ତି। ସରକାର ଏପରି ସ୍ଥିତି ଦେଖି ନ୍ୟାସନାଲ ଏମରଜେନ୍ସୀ ଘୋଷଣା କରିଛନ୍ତି। ପାକିସ୍ତାନୀ ପତ୍ରିକା ଡନ…

ଭୁଲିପାରିଲେନି ପିଲାଦିନର ପ୍ରେମକୁ, ନିଜଠୁ ୩୩ ବର୍ଷ ସାନ ଯୁବକକୁ ବିବାହ କଲେ ପାକ୍‌ ମହିଳା

ପାକିସ୍ତାନ: ପ୍ରେମ ଏକ ଏମିତି ଅନୁଭବ ଯାହା ପାଇଁ ଲୋକମାନେ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଆନ୍ତି। ଥରେ ପ୍ରେମର ସ୍ୱାଦ ଚାଖିଥିବା ମଣିଷ କେବେ ହେଲେ ନିଜ ପ୍ରିୟ ମଣିଷକୁ ନିଜ ଠାରୁ ଦୂରେଇବା ପାଇଁ ଦେଇନଥାଏ। ସବୁବେଳେ ତା’ ପାଖେ ପାଖେ ରହିଥାଏ। ତେବେ ପ୍ରେମକୁ ନେଇ ଅନେକ କାହାଣୀ…

ପାକିସ୍ତାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା! ନିଆଁରେ ଜଳି ୨୦ ଯାତ୍ରୀ ଜୀବନ୍ତ ଦଗ୍ଧ

ପାକିସ୍ତାନର ପଞ୍ଜାବ ଅଞ୍ଚଳରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଯାତ୍ରୀବାହୀ ବସ୍‌ ଓ ଏକ ତୈଳ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ ପାଖାପାଖି ୨୦ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ସୂଚନାଥାଉ କି, ଏହି ଅଞ୍ଚଳରେ ଗତ ୩ ଦିନ ଭିତରେ ଏହା ହେଉଛି…

ସ୍ଵାଧୀନତା ଦିବସ ଅବସରରେ ପାକିସ୍ତାନୀ କଳାକାର ଭାରତର ଲୋକଙ୍କୁ ଦେଲେ ଏପରି ଉପହାର, ଏହି ଭିଡିଓ ଦେଖି ପ୍ରତ୍ୟେକ…

ଦେଶ ପାଳନ କରିଛି ଏହାର ୭୬ ତମ ସ୍ବାଧିନତା ଦିବସ। ଏହି ଦିନ ପ୍ରତିଟି ଭାରତୀୟଙ୍କ ପାଇଁ ଗୁରୁତ୍ୱପର୍ଣ୍ଣ । ତେବେ ଏହି ଦିନରେ ଜଣେ ପାକିସ୍ତାନୀ ରବାବ କଳାକାର ସିଆଲ ଖାନ ଭାରତକୁ ବିଶେଷ ଶୁଭେଚ୍ଛା ଜଣାଇଛନ୍ତି। ଏହା ସହିତ ସେ ଏପରି ଭେଟି ଦେଇଛନ୍ତି ଯାହା ପାଇଁ ଭାରତୀୟ ଖୁବ୍ ଖୁସି ହୋଇଛନ୍ତି।…

ପାକିସ୍ତାନ: ବସ୍‌ ଓ ଆଖୁ ବୋଝେଇ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା; ୧୩ ଯାତ୍ରୀଙ୍କ ମୃତ୍ୟୁ

ପାକିସ୍ତାନର ପଞ୍ଜାବରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ମୁତାବକ, ଲାହୋରଠାରୁ ପାଖାପାଖି ୪୦୦ କିମି ଦୂର ରହିମ୍‌ ୟାର୍‌ ଖାନ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। ବିପରୀତ ଦିଗରୁ ଆସୁଥିବା ଏକ ଆଖୁ ବୋଝେଇ ଟ୍ରକ୍‌ ସହ ଏକ ଯାତ୍ରୀବାହୀ…