‘ମେରା ଦିଲ୍ ୟେ ପୁକାରେ ଆଜା’ ଗୀତରେ ନାଚି ଟ୍ରୋଲ ହେଲେ ମାଧୁରୀ, ଜାଣନ୍ତୁ କାହିଁକି
ସୋସିଆଲ ମିଡିଆରେ କିଛିଦିନ ହେବ ପାକିସ୍ତାନୀ ଝିଅ ଆୟେସାର ଭିଡିଓ ଭାଇରଲ ହୋଇଛି। ଆୟେଶାଙ୍କ ପ୍ରଥମ ଭିଡିଓ ‘ମେରା ଦିଲ ୟୈ ପୁକାରେ ଆଜା’ ଗୀତରେ ବେଶ୍ ଭାଇରଲ ହୋଇଥିଲା। । ଆୟେସା ଏହି ଗୀତର ରିମିକ୍ସ ଗୀତରେ ଡ୍ୟାନ୍ସ କରିଥିଲେ, ଯାହାପାଇଁ ଆୟେସାଙ୍କ ଫ୍ୟାନ୍ସ ଓ ଫଲୋର୍ସ ବଢିଯାଇଥିଲେ ।…