Browsing Tag

pakistani cricketer

ଏସିଆ କପ୍‌ ଏବଂ ବିଶ୍ୱକପ ପୂର୍ବରୁ ପାକିସ୍ତାନ ଝଟକା, କ୍ରିକେଟରୁ ସନ୍ନ୍ୟାସ ନେଲେ ଓ୍ଵାହବ ରିୟାଜ

ଏସିଆ କପ୍‌ ଏବଂ ଦିନିକିଆ ବିଶ୍ୱକପ ପୂର୍ବରୁ ପାକିସ୍ତାନ ଟିମକୁ ଝଟକା ଲାଗିଛି । ପାକିସ୍ତାନ ଟିମର ବୋଲର ଓ୍ଵହାବ ରିୟାଜ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି । ଟ୍ଵିଟ୍‌ କରି ନିଜେ ରିୟାଜ ଏହି ସୂଚନା ଦେଇଛନ୍ତି । ତେବେ ୩୮ ବର୍ଷୀୟ ରିୟାଜ ଟି୨୦ ଲିଗ୍‌ ପାଇଁ ଖେଳ ଜାରି ରଖିବେ ।…

ପାକ୍ କ୍ରିକେଟର କାମରାନ ଆକମଲ ଘର ସାମ୍ନାରୁ ଛେଳି ଚୋରି କଲେ ଦୁର୍ବୃତ୍ତ, ଅଭିଯୋଗ କଲେ ପିତା

ପାକିସ୍ତାନୀ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କାମ୍ରାନ୍ ଆକମଲ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର କାମରନ୍ ଅକମଲଙ୍କ ଘରୁ ତାଙ୍କ ଛେଳି ଚୋରି ହୋଇଛି। ଏହି ଛେଳିଟି ଇଦ୍-ଉଲ୍-ଅଜହା (ବକ୍‌ରିଦ୍‌) ଅବସରରେ ବଳିଦାନ ପାଇଁ କିଣାଯାଇଥିଲା, କିନ୍ତୁ ଏହା ଦୁଇ ଦିନ ପୂର୍ବରୁ ଚୋରି ହୋଇଥିଲା। ଚଳିତ…

ପଡ଼ିଆ ମଝିରେ ଫାଟିଗଲା ପାକ୍ କ୍ରିକେଟରଙ୍କ ପ୍ୟାଣ୍ଟ! ସୂତାଏ ସୂତାଏ ବଞ୍ଚିଗଲା ଏହି ଖେଳାଳିଙ୍କ ଇଜ୍ଜତ୍; ଦେଖନ୍ତୁ…

ପାକିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ରାୱଲପିଣ୍ଡିରେ ଖେଳା ଯାଉଛି। ଏଠାରେ ମ୍ୟାଚ୍ ସମୟରେ ଏମିତି କିଛି ଘଟିଥିଲା, ଯାହା ସମସ୍ତଙ୍କୁ ହସାଇବାକୁ ବାଧ୍ୟ କରିଥିଲା। ବାସ୍ତବରେ, ଏହି ମ୍ୟାଚ୍ ସମୟରେ ଫିଲ୍ଡିଂ କରୁଥିବା ବେଳେ…

କରୋନା ଭାଇରସ ଯୋଗୁ ପାକିସ୍ତାନର ଏହି ଲୋକପ୍ରିୟ କ୍ରିକେଟରଙ୍କ ମୃତ୍ୟୁ, ୩ ଦିନ ହେଲା ମରଣ ସହ କରୁଥିଲେ ସଂଘର୍ଷ

କରୋନା ଭାଇରସର ଆତଙ୍କ ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିଦିନ ଏହି ମାରାତ୍ମକ ଭାଇରସ ଯୋଗୁ ହଜାର ହଜାର ଲୋକଙ୍କ ଜୀବନ ଯାଉଛି। ଏବେ କରୋନା ମହାମାରୀରେ ଜଣେ ପାକିସ୍ତାନୀ କ୍ରିକେଟରଙ୍କ ମୃତ୍ୟୁ ଘଟିଛି। ମୃତ କ୍ରିକେଟର ହେଲେ ପାକିସ୍ତାନର ପୂର୍ବତନ ଖେଳାଳି ଜାଫର ସରଫରାଜ। ମୃତ୍ୟୁ ବେଳକୁ…

ସୋନାଲୀଙ୍କ ପ୍ରେମରେ ପାଗଳ ହୋଇଯାଇଥିଲେ ଏହି ଘାତକ ପାକିସ୍ତାନୀ ବୋଲର୍, ଅପହରଣ କରିବାକୁ କରିଥିଲେ ଯୋଜନା

କ୍ରିକେଟ୍ ଷ୍ଟାର୍ ଏବଂ ଫିଲ୍ମ ଷ୍ଟାରଙ୍କ ମଧ୍ୟରେ ଥିବା ପ୍ରେମକାହାଣୀ କାହାକୁ ବା ଅଛପା । ତେବେ ଆଜି ଆମେ ଜଣେ କ୍ରିକେଟରଙ୍କ ଏକ ତରଫା ପ୍ରେମ ବିଷୟରେ କହିବୁ ଯାହା ବୋଧେ ଖୁବ୍ କମ୍ ଲୋକ ଜାଣନ୍ତି । ସେହି ଖେଳାଳି ଜଣକ ଆଉ କେହି ନୁହଁନ୍ତି ବରଂ ବିଶ୍ବର ସବୁଠାରୁ ଦ୍ରୁତତମ ବୋଲର…