ଭାରତୀୟ ଜେଲ୍ରେ ପାକିସ୍ତାନୀ କଏଦୀକୁ ପଥରରେ ଛେଚି ହତ୍ୟା
ଜୟପୁର (କେ ନ୍ୟୁଜ୍) : ରାଜସ୍ଥାନ ଜୟପୁର ଜେଲରେ ପାକିସ୍ତାନୀ କଏଦୀକୁ ହତ୍ୟା । ପୁଲୱାମା ଘଟଣା ପରେ ପାକିସ୍ତାନକୁ ନେଇ ଉଠିଥିବା ଜନ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି । ସେହି ଆକ୍ରୋଶର ଶିକାର ହୋଇଛି ଜଣେ ପାକିସ୍ତାନୀ କଏଦୀ । ଜୟପୁର ଜେଲରେ ସଜା କାଟୁଥିବା ପାକିସ୍ତାନୀ କଏଦୀ ଶାକିର ଉଲ୍…