ଦଶହରାରେ ରାଜଧାନୀକୁ ଉଡାଇବାକୁ ପ୍ଲାନ କରୁଥିଲା ପାକିସ୍ତାନ ଆତଙ୍କୀ: AK-47 ରାଇଫଲ, ହ୍ୟାଣ୍ଡ ଗ୍ରେନେଡ, ୨ଟି ପିସ୍ତଲ…
ଦିଲ୍ଲୀରୁ ଧରାପଡ଼ିଲା ପାକିସ୍ତାନୀ ଆତଙ୍କବାଦୀ। ବଡ଼ ଆତଙ୍କୀ ହମଲା ଯୋଜନା ପଣ୍ଡ ହୋଇଛି। ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ପାକିସ୍ତାନୀ ଆତଙ୍କବାଦୀ ମହମ୍ମଦ ଅସ୍ରଫ ଓରଫ୍ ଅଲିକୁ ଗିରଫ କରିଛି। ଏହି ଆତଙ୍କବାଦୀ ରାଜଧାନୀରେ ଆକ୍ରମଣ କରିବାର ଯୋଜନା ତିଆରି କରୁଥିଲା ବୋଲି ଜଣାପଡ଼ିଛି। ସେ…