ପାକିସ୍ତାନୀ ମହିଳା ହ୍ଵାଟସ୍ଆପରେ ପଠାଇ ଦେଲେ ଏମିତି ମେସେଜ, ଶେଷରେ କୋର୍ଟ ଶୁଣାଇଲେ ଫାଶି ଦଣ୍ଡ! ଜାଣନ୍ତୁ କ’ଣ…
ପାକିସ୍ତାନରୁ ଏମିତି ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି, ଯେଉଁଠି ଜଣେ ଧାର୍ମିକ ବ୍ୟକ୍ତିଙ୍କୁ ଅପମାନିତ କରିବା ଜଣେ ମହିଳାଙ୍କୁ ମହଙ୍ଗା ପଡ଼ିଛି। ଏହି ଅଭିଯୋଗରେ କୋର୍ଟ ତାଙ୍କୁ ଫାଶି ଦଣ୍ଡ ଶୁଣାଇଛନ୍ତି। ମହିଳାଙ୍କ ଉପରେ ଅଭିଯୋଗ ରହିଛି କି, ସେ ହ୍ଵାଟସ୍ଆପ ମେସେଜରେ ପ୍ୟାଙ୍ଗବର…