ଫ୍ୟାନ୍ମାନଙ୍କୁ ପସନ୍ଦ ଆସିଲାନି ପାକିସ୍ତାନ ମହିଳା କ୍ରିକେଟ ଟିମ୍ର ଏହି ଡ୍ୟାନ୍ସ ଭିଡିଓ, କିଏ କହିଲା ‘ଡାହାଣୀ’ ତ…
ଅଷ୍ଟ୍ରେଲିଆରେ ଆଇସିସି ମହିଳା ଟି-୨୦ ଓ୍ଵାର୍ଲ୍ଡ କପ୍-୨୦୨୦ ଆରମ୍ଭ ହେବାର ମାତ୍ର ଗୋଟିଏ ଦିନ ବିତିଛି। ଆଉ ଟିମ୍ଗୁଡ଼ିକ ନିଜକୁ ପଜିଟିଭ୍ ରଖିବା ପାଇଁ ପୂରା ଚେଷ୍ଟା ଚଳାଇଛନ୍ତି। ଏହି ପରିପ୍ରେକ୍ଷୀରେ ପାକିସ୍ତାନ ମହିଳା କ୍ରିକେଟ ଟିମ୍ର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି,…