ବର୍ଷା ଦିନରେ ତିଆରି କରନ୍ତୁ ଚଟ୍ ପଟା ଚାଉଳ ପକୋଡା, ଶରୀର ପାଇଁ ଲାଭଦାୟକ
ବର୍ଷା ଦିନେ ଖୁବ୍ ଇଚ୍ଛା ହୁଏ ଚଟ୍ ପଟା ଜିନିଷ ଖାଇବା ପାଇଁ। ତେଣୁ ଅନେକ ଲୋକ ଫାଷ୍ଟ ଫୁଡ୍ ଖାଇବାକୁ ପସନ୍ଦ ମଧ୍ୟ କରନ୍ତି। କିନ୍ତୁ ଏହା ସ୍ବାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇ ଥାଏ। ହେଲେ ଆପଣ ନିଜ ଘରେ ବର୍ଷା ଦିନରେ ଖୁବ୍ କମ୍ ସମୟ ମଧ୍ୟରେ ତିଆରି କରିପାରିବେ ରାଇସ ପକୋଡା। ଚାଉଳ…