Browsing Tag

pan card correction

ପାନ କାର୍ଡରେ ଭୁଲ ହୋଇଯାଇଛି କି ନାମ, ତେବେ ଏପରି କରନ୍ତୁ ଭ୍ରମ ସଂଶୋଧନ

ପାନ କାର୍ଡରେ ହୋଇଯାଇଛି କି ତୃଟି? ନାମର ସ୍ପେଲିଙ୍ଗରେ ରହିଯାଇଛି କି ଭୁଲ। ତେବେ ଘରେ ବସି ନିଜେ ନିଜେ କରନ୍ତୁ ପାନ କାର୍ଡ କରେକସନ୍‌। କାହିଁକିନା ଆପଣ ଜାଣିଛନ୍ତି ପାନ କାର୍ଡ ଆମ ପାଇଁ ଏକ ଜରୁରୀ ଦସ୍ତାବିଜ୍‌। ଏହି ଡକ୍ୟୁମେଣ୍ଟରେ ଗଡବଡ କିମ୍ବା ତୃଟି ରହିଲେ ଅନେକ ପ୍ରକାର ସମସ୍ୟାକୁ…

ପାନ୍‌ କାର୍ଡରେ ନାମରେ ରହିଯାଇଛି କି ତୃଟି, ତାହେଲେ କୁଆଡେ ଯିବାର ନାହିଁ ଆବଶ୍ୟକତା ଘରେ ବସି କରନ୍ତୁ କରେକସନ୍‌

ଆଜିର ସମୟରେ ସବୁ ଲୋକଙ୍କ ପାଖରେ ପାନ୍‌ କାର୍ଡ ଅଛି। ଏଥିପାଇଁ ଆପଣ ଆବେଦନ ମଧ୍ୟ କରିଥିବେ। କିନ୍ତୁ ଚିନ୍ତା ସେତେବେଳେ ବଢ଼ିଯାଏ ଯେତେବେଳେ କୌଣସି କାରଣବସତଃ ଆପଣଙ୍କ ନାମ ଏବଂ ଠିକଣା ଭୂଲ ଟାଇପ୍‌ ହୋଇଥିବ। କାର୍ଡକୁ ସୁଧାରିବା ପାଇଁ ଲୋକମାନଙ୍କୁ ସରକାରୀ ଅଫିସକୁ ଦୌଡିବାକୁ ପଡିଥାଏ, ଆଉ…