Browsing Tag

pan card

ନାବାଳକ ବି ବନାଇପାରିବେ ପାନ୍‌ କାର୍ଡ, ଜାଣନ୍ତୁ କେମିତି ଓ କେଉଁଠି କରିବେ ଆପ୍ଲାଏ

ନାବାଳକ ହେବା ପରେ ଦେଶରେ ରାସନ କାର୍ଡ, ପାନ୍‌ କାର୍ଡ, ଡ୍ରାଇଭିଙ୍ଗ୍‌ ଲାଇସେନ୍ସ, ଭୋଟର ଆଇଡି କାର୍ଡ କିମ୍ବା ଅନେକ ପ୍ରକାରର ସରକାରୀ ଡକ୍ୟୁମେଣ୍ଟ ତିଆରି କରାଯାଏ। କଣ ଆପଣ ଜାଣନ୍ତି କି ଆପଣ ୧୮ ବର୍ଷରୁ କମ୍‌ ବର୍ଷର ପିଲାଙ୍କର ମଧ୍ୟ ପାନ କାର୍ଡ ବନାଇ ପାରିବେ। କିନ୍ତୁ ଥିପାଇଁ କିଛି…

ପାନ୍‌ କାର୍ଡରେ କେମିତି ଏବଂ କେତେ ଟଙ୍କା ମିଳିବ ଲୋନ୍‌, ଜାଣନ୍ତୁ ପ୍ରୋସେସ

ପାନ କାର୍ଡରେ ମିଳିବ ଲୋନ୍‌। ଏମରଜେନ୍ସୀ ବେଳେ ଟଙ୍କା ପାଇଁ ଆଉ ହୁଅନ୍ତୁନାହିଁ ଟେନସନ୍‌। ଏବେ ଆପଣଙ୍କୁ ପାନ୍‌ କାର୍ଡ ଜରିଆରେ ମିଳିଯିବ ଲୋନ୍‌। ଦର୍ଶକବନ୍ଧୁ ପାନ୍‌ କାର୍ଡକୁ ଏକ ଜରୁରୀ ଦସ୍ତାବିଜ୍‌ ରୂପେ ବ୍ୟବହାର କରାଯାଏ। ପାନ କାର୍ଡର ଉପଯୋଗ ଆର୍ଥିକ ନେଣଦେଣରେ ଅଧିକ କରାଯାଏ।…

ପ୍ୟାନ୍‌କୁ ଯଦି ଆଧାର ସହିତ କରାଇ ନାହାନ୍ତି ଲିଙ୍କ୍‌, ତ ୧ ଜୁଲାଇରୁ ଦେବାକୁ ପଡ଼ିବ ଦୁଇଗୁଣା ଜରିମାନା

ପ୍ୟାନ କାର୍ଡକୁ ଆଧାର କାର୍ଡ ସହ ଲିଙ୍କ୍‌ କରାଇବାର ଶେଷ ତାରିଖ ରହିଛି ୩୧ ମାର୍ଚ୍ଚ ୨୦୨୩। କିନ୍ତୁ ଏବେ ଆପଣଙ୍କୁ ଆଧାର-ପ୍ୟାନ୍‌ କାର୍ଡ ଲିଙ୍କ୍‌ କରାଇବା ପାଇଁ ଜରିମାନା ଦେବାକୁ ହେବ। ୨୯ ମାର୍ଚ୍ଚ ୨୦୨୨ରେ ଜାରି ନୋଟିଫିକେସନରେ CBDT କହିଥିଲା କି, ୩୧ ମାର୍ଚ୍ଚ ୨୦୨୨ ପରଠାରୁ ଆଧାର…

ପାନ୍ କାର୍ଡର ମିସୟୁଜ୍ ଆଲର୍ଟ: ଆପଣଙ୍କ ପାନ୍ କାର୍ଡ ଅନ୍ୟ କୌଣସି ସ୍ଥାନରେ ଅପବ୍ୟବହାର ହେଉଛି କି? କିଛି ମିନିଟରେ…

ବର୍ତ୍ତମାନ ଦିନକୁ ଦିନ ବଢ଼ିବାରେ ଲାଗିଛି ସାଇବର ଠକେଇ। ଏମିତିକି ଏବେ ଅଧିକ ମାତ୍ରାରେ ଅତି ଚାଲାକି ସହିତ ଅନଲାଇନ୍ ଜରିଆରେ ହ୍ୟାକ୍ କରୁଛନ୍ତି ହ୍ୟାକର୍ସ। ବ୍ୟାଙ୍କ ଠାରୁ ଆରମ୍ଭ କରି ପାନ୍ କାର୍ଡ ଡାଟା ମଧ୍ୟ କିଛି ମିନିଟରେ ନେଇଯାଉଛନ୍ତି। ଆପଣ ଜାଣିଛନ୍ତି ବର୍ତ୍ତମାନ ଆଧାର କାର୍ଡ ପରେ…

ରେଳ ବିଭାଗ ତରଫରୁ ପାନ-ଆଧାର କାର୍ଡ ତିଆରି ପାଇଁ ଆରମ୍ଭ ହେଲା ହେଲ୍ପ ସେଣ୍ଟର, ଦିଆଯିବ ସମସ୍ତ ସୁବିଧା

ଭାରତୀୟ ରେଳ ବିଭାଗରେ କମନ ସର୍ଭିସ ସେଣ୍ଟର ଆରମ୍ଭ ହେବାକୁ ଯାଉଛି। ଏହାକୁ railwire sathi kiosk ନାମ ଦିଆଯାଇଛି। ଏଠାରେ ଯାତ୍ରୀ ମାନଙ୍କ ପାଖରେ ଆଧାର ଏବଂ ପାନ କାର୍ଡ ନଥିଲେ ରେଳ ବିଭାଗର ଏହି ସେଣ୍ଟରରେ ଖୁବ ସହଜରେ କାଡ ର୍ ବନାଇପାରିବେ। ଦେଶର ସବୁଠୁ ଜରୁରୀ କାଗଜ ହେଉଛି ଆଧାର ଓ…

ପାନ କାର୍ଡ ସହ ଆଧାର ଲିଙ୍କ ନଥିଲେ ଭରିବେ ୧୦ ହଜାର ଟଙ୍କା ଫାଇନ୍‌

ପାନ କାର୍ଡକୁ ନେଇ ଆସିଲା ବଡ଼ ଖବର। ଯଦି ଆପଣଙ୍କ ପାନ କାର୍ଡ ଆଧାର କାର୍ଡ ସହ ଯୋଡ଼ି ହୋଇନାହିଁ ତେବେ ଏହା ଖୁବ ଶୀଘ୍ର ନିଷ୍କ୍ରିୟ ହୋଇଯିବ । ମାନେ ଏହାକୁ ଲିଙ୍କ କରିବାର ଶେଷ ତାରିଖ ହେଉଛି ୩୧ ମାର୍ଚ୍ଚ ୨୦୨୨ । ଯଦି ଆପଣ ଏହି ସମୟ ପୂର୍ବରୁ ଆଧାର ସହିତ ନିଜ ପାନ କାର୍ଡକୁ ଲିଙ୍କ…

ଆପଣ ଭୁଲରେ ବି କାହାରିକୁ ନିଜର ପ୍ୟାନ କାର୍ଡ ଓ ଆଧାର କାର୍ଡ ଡିଟେଲସ କରନ୍ତୁ ନାହିଁ ସେୟାର, ହୋଇପାରେ ଜିଏସଟି ଚୋରି

ନୂଆଦିଲ୍ଲୀ : ଗତ କିଛି ଦିନ ହେଲା ପ୍ୟାନ କାର୍ଡ ଓ ଆଧାର କାର୍ଡର ବ୍ୟବହାର କରି କେତେକ ନକଲି କମ୍ପାନୀମାନଙ୍କ ଦ୍ୱାରା ଜିଏସଟି ଚୋରି କରାଯାଉଛି | ଏହା ସହିତ ଆଧାର ମାଧ୍ୟମରେ ଟ୍ରାଞ୍ଜାକ୍ସନରୁ ବି କିଛି ଉପଭୋକ୍ତାଙ୍କୁ ଠକିଛନ୍ତି ସାଇବର ଠକ | ଆଜିକାଲି ସମୟରେ ପ୍ୟାନ ଏବଂ ଆଧାର କାର୍ଡ ବିନା…

ଆପଣଙ୍କ ପାନ୍‌ କାର୍ଡକୁ ଆଉ କିଏ ବ୍ୟବହାର କରୁଛନ୍ତି କି? ଜାଣିବା ପାଇଁ ଫଲୋ କରନ୍ତୁ ଏହି ଷ୍ଟେପ

ଆଜିକାଲି ଆଧାର ଏବଂ ପାନ୍ କାର୍ଡ ଅତ୍ୟନ୍ତ ଜରୁରୀ ହୋଇଗଲାଣି। ଏସବୁ ବିନା ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ହୋଇପାରିବ ନାହିଁ।ପାନ୍‌ କାର୍ଡ ପରିଚୟ ପତ୍ର ପ୍ରମାଣ ରୂପେ ବ୍ୟବହାର କରାଯାଇଥାଏ। ପାନ୍‌ କାର୍ଡକୁ ଭାରତର ନାଗରିକଙ୍କ ପାଇଁ ସବୁଠାରୁ ମହତ୍ୱପୂର୍ଣ୍ଣ ଜିନିଷ। ଛାତ୍ର-ଛାତ୍ରୀମାନେ…

ହଜିଯାଇଥିବା ପାନକାର୍ଡକୁ ଏବେ ଡାଉନଲୋଡ କରିବା ଖୁବ ସହଜ, ଜାଣନ୍ତୁ ଷ୍ଟେପ

ଆଧାରକାର୍ଡ ଭଳି ପାନକାର୍ଡ ମଧ୍ୟ ଜରୁରୀ ଡକ୍ୟୁମେଣ୍ଟ । ଏହାକୁ ଅନେକ ଜରୁରୀ କାମରେ ବ୍ୟବହାର କରାଯାଏ। ଯେତେବେଳେ ଆମେ ଚାକିରି ପାଇଁ କୌଣସି ବଡ଼ ଇନଷ୍ଟିୁଚ୍ୟୁଟକ ୁ ଯାଉଛୁ ସେତେବେଳେ ପାନକାର୍ଡର ଆବଶ୍ୟକ ପଡ଼ିଥାଏ। ଏହାସହ ଆକାଉଣ୍ଟ କ୍ରିଏଟ କରିବା ସମୟରେ ମଧ୍ୟ ଦରକାର ପଡ଼ିଥାଏ । ଏମିତିରେ…

୧୮ ବର୍ଷରୁ କମ୍ ବୟସର ନାବାଳକ ମାନେ ବି କରିପାରିବେ ପାନ୍ କାର୍ଡ; ଜାଣନ୍ତୁ ଏହାର ପ୍ରକ୍ରିୟା

ପାନ୍ କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍ । ସ୍ଥାୟୀ ଆକାଉଣ୍ଟ୍ ନମ୍ବର (ପାନ୍) ହେଉଛି ଏହିପରି ଏକ ଡକ୍ୟୁମେଣ୍ଟ ଯାହା କୌଣସି ଆର୍ଥିକ କାରବାର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବ୍ୟାଙ୍କ ଆକାଉଣ୍ଟ ଖୋଲିବା କିମ୍ବା ଯେ କୌଣସି ସ୍ଥାନରେ ବିନିଯୋଗ କରିବା ପାଇଁ ସରକାରୀ…

ପାନ କାର୍ଡରେ ଭୁଲ ହୋଇଯାଇଛି କି ନାମ, ତେବେ ଏପରି କରନ୍ତୁ ଭ୍ରମ ସଂଶୋଧନ

ପାନ କାର୍ଡରେ ହୋଇଯାଇଛି କି ତୃଟି? ନାମର ସ୍ପେଲିଙ୍ଗରେ ରହିଯାଇଛି କି ଭୁଲ। ତେବେ ଘରେ ବସି ନିଜେ ନିଜେ କରନ୍ତୁ ପାନ କାର୍ଡ କରେକସନ୍‌। କାହିଁକିନା ଆପଣ ଜାଣିଛନ୍ତି ପାନ କାର୍ଡ ଆମ ପାଇଁ ଏକ ଜରୁରୀ ଦସ୍ତାବିଜ୍‌। ଏହି ଡକ୍ୟୁମେଣ୍ଟରେ ଗଡବଡ କିମ୍ବା ତୃଟି ରହିଲେ ଅନେକ ପ୍ରକାର ସମସ୍ୟାକୁ…

ପାନ କାର୍ଡକୁ ନେଇ ଏହି ଭୁଲ ଆପଣ କରୁଛନ୍ତି କି, ତାହେଲେ ୧୦ ହଜାର ଟଙ୍କା ଦେବାକୁ ହୋଇଯାନ୍ତୁ ପ୍ରସ୍ତୁତ

ପାନ୍‌ କାର୍ଡ ଏକ ବହୁତ ଜରୁରୀ ଦସ୍ତାବିଜ୍‌। ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ଜଡିତ ଅନେକ କାମରେ ପାନ୍‌ କାର୍ଡ ଆବଶ୍ୟକ ପଡିଥାଏ। ସାଧାରଣତଃ ଯେତେବେଳେ ଆପଣ କୌଣସି ଚାକିରିରେ ନିଯୁକ୍ତି ପାଆନ୍ତି, ସେତେବେଳେ ଆପଣଙ୍କୁ ପାନ୍‌ କାର୍ଡ ମଗା ଯାଇଥାଏ। ଏହିପରି ଭାବେ  ଅନେକ କାମ ପାଇଁ ପାନ…