ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି ‘ସୋନିଆ ଗାନ୍ଧୀ’ ହେଲେ ଘଟଣା ପଛର ରହସ୍ୟ କଣ ଜାଣନ୍ତୁ
କେରଳ : ପଞ୍ଚାୟତ ନିର୍ବାଚନରେ ସୋନିଆ ଗାନ୍ଧୀ ପ୍ରାର୍ଥୀ । ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି ନା ? କଥାଟା ଜାଣିଲା ପରେ ଆପଣ ହୁଏତ କିଛି ସମୟ ସ୍ତବଧ ହୋଇଯିବେ । କଣ ସତରେ ସୋନିଆ ଗାନ୍ଧୀ ପୂର୍ବତନ ସାଂସଦ ଏବେ ସରପଞ୍ଚ ପ୍ରାର୍ଥୀ ହୋବକୁ କାହିଁକି ମନ ବଳାଇଲେ । ହେଲେ ସତ କଥା କିଛି ଭିନ୍ନ ।…