Browsing Tag

panchayat election

ଆସନ୍ତାକାଲି ରାଜ୍ୟରେ ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ: ୨୫ ଜିଲ୍ଲାର ୧୩୧ ଜିଲ୍ଲା ପରିଷଦ ଜୋନ୍‌ରେ ହେବ…

ଭୁବନେଶ୍ବର(କେନ୍ଯୁଜ୍): ଆସନ୍ତାକାଲି ରାଜ୍ୟରେ ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ। ୨୫ ଜିଲ୍ଲାର ୧୩୧ ଜିଲ୍ଲା ପରିଷଦ ଜୋନ୍‌ରେ ହେବ ନିର୍ବାଚନ। ୯୭୫ ପଞ୍ଚାୟତରେ ସରପଞ୍ଚ ଓ ସମିତି ସଭ୍ୟ ପାଇଁ ଭୋଟ ଦେବେ ଭୋଟର। ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ୨୫ ଜିଲ୍ଲାରେ ୧୩ହଜାର ୫୧୪ ବୁଥ୍‌…

ଅସ୍ତରଙ୍ଗ ଅଞ୍ଚଳରେ ଅନ୍ଧାରି ବିଜେ କୁ ନାଁ : ସ୍ବଚ୍ଛ ଏବଂ ନିରପକ୍ଷ ନିର୍ବାଚନ ପାଇଁ ଗାଁ ମୁହଁରେ ଜଗି ରହୁଛନ୍ତି…

କାକଟପୁର(କେନ୍ଯୁଜ୍): ଆସନ୍ତାକାଲି ହେବାକୁ ଯାଉଛି ପଞ୍ଚମ ପର୍ଯ୍ୟାୟ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ, ସେଥିପାଇଁ ଗ୍ରାମ ମାନଙ୍କରେ ନିର୍ବାଚନୀ ମାହୋଲ ଜମିବାକୁ ଲାଗିଛି । ବିଭିନ୍ନ ଦଳର ପ୍ରାର୍ଥୀ ମାନେ ନିର୍ବାଚନ ଜିତିବାପାଇଁ ପ୍ରାଣ ପଣେ ଉଦ୍ୟମ କରୁଛନ୍ତି। ଏହି ସମୟରେ ବିଭିନ୍ନ…

ବାଲଙ୍ଗିର, ଦେଓଗାଁ ଓ ଗୂଡ଼ଭେଲା ବ୍ଲକରେ ଚାଲିଛି ଭୋଟଗ୍ରହଣ: ୬ଟି ଜିଲ୍ଲା ପରିଷଦ ଆସନ ପାଇଁ ୧୮ଜଣ ଜିଲ୍ଲା ପରିଷଦ…

ବଲାଙ୍ଗିର(କେନ୍ଯୁଜ୍): ବଲାଙ୍ଗିର ଜିଲ୍ଲାର ବାଲଙ୍ଗିର, ଦେଓଗାଁ ଓ ଗୂଡ଼ଭେଲା ବ୍ଲକରେ ଚାଲିଛି ଭୋଟଗ୍ରହଣ। ୬ଟି ଜିଲ୍ଲା ପରିଷଦ ଆସନ ପାଇଁ ୧୮ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି। ୬୪ଟି ପଞ୍ଚାୟତରେ ୨୪୮ ସରପଞ୍ଚ ଓ ୧୯୮ ସମିତି ସଭ୍ୟ ନିର୍ବାଚନୀ ମୈଦାନରେ ଅବତୀର୍ଣ୍ଣ…

ଆଜି ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟ୍‌, ୨୭ ଜିଲ୍ଲାର ୬୪ ବ୍ଲକର ୧୬୩ ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି…

ଭୁବନେଶ୍ବର(କେନ୍ଯୁଜ୍): ଆଜି ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟ୍‌ । ୨୭ ଜିଲ୍ଲାର ୬୪ ବ୍ଲକର ୧୬୩ ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ୍‌ ଗ୍ରହଣ ହେଉଛି । ୧୨୫୪ ପଞ୍ଚାୟତ ପ୍ରତିନିଧି ପାଇଁ ବି ନିଆଯାଉଛି ଭୋଟ୍‌ । ଏଥିପାଇଁ ମୋଟ୍‌ ୧୭ହଜାର ୮୯ ବୁଥ୍‌ କରାଯାଇଛି । ମୋଟ୍‌ ୫୧ ଲକ୍ଷ ୩୧…

ଜାଣିଛନ୍ତି କି କାହିଁକି ପଞ୍ଚାୟତ ନିର୍ବାଚନରେ ଇଭିଏମ୍‌ ବଦଳରେ ଭୋଟ୍‌ କାଗଜ ଓ ଭୋଟ୍‌ବାକ୍ସ ବ୍ୟବହାର ହେଉଛି

ଭୁବନେଶ୍ୱର (କେନ୍ୟୁଜ୍‌) : ଏବେ ସାରା ରାଜ୍ୟରେ ଚାଲିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଅନେକ ସ୍ଥାନରେ ଭୋଟ୍‌ ବାକ୍ସରେ ବନ୍ଦ ହୋଇ ସାରିଲାଣି ପ୍ରାର୍ଥୀମାନଙ୍କ ଭାଗ୍ୟ । ଯେଉଁମାନେ କି ଗ୍ରାମାଞ୍ଚଳର ମୁଖିଆ ହୋଇ ବିକାଶର ଧାରା ବୁହାଇବାକୁ ସାଧାରଣ ଜନତାଙ୍କୁ ପ୍ରତିଶ୍ରୁତ ଦେଇଛନ୍ତି ।…

ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ: ୨୭ ଜିଲ୍ଲାର ୧୬୩ ଜିଲ୍ଲାପରିଷଦ ଜୋନରେ ପଡ଼ିବ ଭୋଟ୍‌

ଭୁବନେଶ୍ବର(କେନ୍ଯୁଜ୍): ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ହେବ ମତଦାନ । ଗତକାଲି ସଂଧ୍ୟାରେ ଥମିଛି ପ୍ରଚାର । ୨୭ ଜିଲ୍ଲାର ୧୬୩ ଜିଲ୍ଲାପରିଷଦ ଜୋନରେ ପଡ଼ିବ ଭୋଟ୍‌ । ୬୪ ବ୍ଲକରେ ୧୨ଶହ ୫୪ ଗ୍ରାମ ପଞ୍ଚାୟତରେ ଭୋଟ ଗ୍ରହଣ କରାଯିବ । ୧୭ ହଜାର ୮୯ ବୁଥ୍‌ରେ ମତଦାନ ସାବ୍ୟସ୍ତ…

ଆଜି ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ: ୧୮ହଜାର ୪୯୫ ବୁଥରେ ମତଦାନ କରିବେ ୫୬ ଲକ୍ଷ ୫୩ ହଜାର ଭୋଟର

କେନ୍ୟୁଜ୍(ବ୍ୟୁରୋ): ଆଜି ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ୨୯ ଜିଲ୍ଲାର ୬୩ ବ୍ଲକରେ ୧୭୧ ଜିଲ୍ଲା ପରିଷଦ ଓ ୧୩୮୨ ପଞ୍ଚାୟତରେ ମତଦାନ । ୧୮ହଜାର ୪୯୫ ବୁଥରେ ମତଦାନ କରିବେ ୫୬ ଲକ୍ଷ ୫୩ ହଜାର ଭୋଟର । ନିୟୋଜିତ ହୋଇଛନ୍ତି ୨୪୦ ପ୍ଲାଟୁନ ପୋଲିସ ଫୋର୍ସ । ଏଥିରୁ ୨ ହଜାର ୭୭୩…

ଯାଜପୁର ଜିଲ୍ଲାରେ ନିର୍ବାଚନୀ ହିଂସା ମାମଲାରେ ଆଉ ୯ ଅଭିଯୁକ୍ତ ଗିରଫ

ଯାଜପୁର (କେନ୍ଯୁଜ୍): ଯାଜପୁର ଜିଲ୍ଲାରେ ନିର୍ବାଚନୀ ହିଂସା ମାମଲାରେ ଆଉ ୯ ଅଭିଯୁକ୍ତ ଗିରଫ । ଧର୍ମଶାଳା ଥାନା ପୋଲିସ ୩ ଜଣ, ଯାଜପୁର ସଦର ଥାନା ପୋଲିସ ୩ ଜଣ ଓ ମଙ୍ଗଳପୁର ଥାନା ପୋଲିସ ୩ ଅଭିଯୁକ୍ତକୁ ଗିରଫ କରିଛି । ଜିଲ୍ଲା ପୋଲିସର ସ୍ପେଶାଲ ଟିମ ଚଢ଼ାଉ କରି ଏହି ୯ ଅଭିଯୁକ୍ତକୁ ଗିରଫ…

ଜଗତସିଂହପୁରରେ ଭୋଟ ବାକ୍ସ ଲୁଟ ଘଟଣା: ଦୁଇଟି ମାମଲା ଦାୟର କରି ୫ ଜଣଙ୍କୁ ଗିରଫ କରିଛି ପୋଲିସ୍

ଜଗତସିଂହପୁର(କେନ୍ଯୁଜ୍): ଜଗତସିଂହପୁରରେ ଭୋଟ ବାକ୍ସ ଲୁଟ ଘଟଣା । ପୋଲିସ ଦୁଇଟି ମାମଲା ଦାୟର କରିବା ସହ ୫ ଜଣଙ୍କୁ ଗିରଫ କରିଛି । ଭୋଟ ବାକ୍ସ ସହ ଅନ୍ୟ ସାମଗ୍ରୀ ଜବତ କରିଛି ପୋଲିସ । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ଅଛନ୍ତି । ଅନ୍ୟ ଅଭିଯୁକ୍ତଙ୍କୁ…

ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ: ୨୯ଟି ଜିଲ୍ଲାର ୬୩ଟି ବ୍ଲକରେ ହେବ ଭୋଟ

ଭୁବନେଶ୍ବର(କେନ୍ଯୁଜ୍): ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ। ୨୯ଟି ଜିଲ୍ଲାର ୬୩ଟି ବ୍ଲକରେ ଭୋଟ ହେବ । ୧୭୧ଟି ଜିଲ୍ଲା ପରିଷଦ ଜୋନ ପାଇଁ ହେବ ଲଢେଇ । ୧୩ ଶହ ୮୨ ସରପଞ୍ଚ, ସମିତି ସଭ୍ୟ ପାଇଁ ପଡ଼ିବ ଭୋଟ । ୧୮ ହଜାର ୪୯୫ ଓ୍ଵାର୍ଡରେ ହେବ ନିର୍ବାଚନ । ୫୬ ଲକ୍ଷ ୫୩ ହଜାର ଭୋଟର…

୨ୟ ପର୍ଯ୍ୟାୟ ନିର୍ବାଚନରେ ୭୮.୦୩ % ମତଦାନ: ସୁବର୍ଣ୍ଣପୁରରେ ସର୍ବାଧିକ

ଭୁବନେଶ୍ବର(କେନ୍ଯୁଜ୍): ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ରେକର୍ଡ ସଂଖ୍ୟକ ମତଦାନ । ୨ୟ ପର୍ଯ୍ୟାୟ ନିର୍ବାଚନରେ ୭୮.୦୩ % ମତଦାନ ହୋଇଛି । ସୁବର୍ଣ୍ଣପୁରରେ ସର୍ବାଧିକ ୮୫.୬୭% ରେକର୍ଡ ମତଦାନ। ଗଞ୍ଜାମରେ ସର୍ବନିମ୍ନ ୬୪.୮୬% ମତଦାନ ରେକର୍ଡ। ଝାରସୁଗୁଡ଼ାରେ ୮୫.୧୪% ଓ ବୌଦ୍ଧରେ…

ଗଜପତି : କଡମ୍ବାତାଲ ଗାଁରେ ନିର୍ବାଚନ ପୂର୍ବରୁ ଅଭାବନୀୟ ଘଟଣା, ୧୫ଟି ଧାତବ ସିଲ ସହ ୫୦ ହଜାର ଟଙ୍କା ଜବତ

ଗଜପତି(କେନ୍ଯୁଜ୍): ଗଜପତି ଜିଲ୍ଲା ରାୟଗଡ଼ ବ୍ଳକ କଡମ୍ବାତାଲ ଗାଁରେ ନିର୍ବାଚନ ପୂର୍ବରୁ ଅଭାବନୀୟ ଘଟଣା । ଗତକାଲି ରବୀନ୍ଦ୍ର ଭୂୟାଁ ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ । ୧୫ଟି ଧାତବ ସିଲ ସହ ୫୦ ହଜାର ଟଙ୍କା ଜବତ ହୋଇଛି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି ।…