ମୌସୁମୀ ପାଇଁ ପଞ୍ଚାୟତ ନିର୍ବାଚନକୁ ସ୍ଥଗିତ: ରାଜ୍ୟ ନିର୍ବାଚନ କମିଶନ କଲେ ଘୋଷଣା
ଭୁବନେଶ୍ୱର : ସ୍ଥଗିତ ରହିଲା ତ୍ରିସ୍ତରୀୟ ପଞ୍ଚାୟତ ଉପନିର୍ବାଚନ। ଗତକାଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ସଅଳ ମୌସୁମୀ ଆଗମନ ଯୋଗୁଁ ସ୍ଥିଗିତ ରଖାଯାଇଥିବା ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ କୁହାଯାଇଛି। ମୌସୁମୀ ସରିବା ପରେ ପରବର୍ତ୍ତୀ ସମୟରେ ତାରିଖ ଘୋଷଣା…