Browsing Tag

Panchayat elections

ପଶ୍ଚିମବଙ୍ଗ: ପୁନଃ ମତଦାନ ଦିନ ହିଂସାର ବଡ଼ ଯୋଜନା ପଣ୍ଡ; ଚାଷଜମି ଓ ପୋଖରୀରୁ ଜବତ ହେଲା ୩୫ ଦେଶୀ ବୋମା

ପଶ୍ଚିମବଙ୍ଗରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ବ୍ୟାପକ ହିଂସାକାଣ୍ଡ ଘଟିଛି। ମତଦାନ ଦିନ ଏହି ହିଂସା ଭୟଙ୍କର ରୂପ ଧାରଣ କରିଥିଲା। ଅନେକ ସ୍ଥାନରେ ବାଲାଟ ବାକ୍ସରେ ନିଆଁ ଲଗାଇ ଦିଆଯାଇଥିଲା। ନିର୍ବାଚନ ଅଧିକାରୀଙ୍କ ସହ ମଧ୍ୟ ମାରପିଟର ଖବର ସାମ୍ନାକୁ ଆସିଥିଲା। ହିଂସାରେ ଅନେକ…

ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ, ବିଜେପି ଏବଂ ଟିଏମସି ମଧ୍ୟରେ କଡ଼ା ଟକ୍କର

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟିଂ। କଡ଼ା ସୁରକ୍ଷା ଭିତରେ ଚାଲିଛି ମତଦାନ । ସନ୍ଧ୍ୟା ୫ଟା ଯାଏ ଚାଲିବ ଭୋଟ୍‌ ଗ୍ରହଣ । ସକାଳୁ ସକାଳୁ ବିଭିନ୍ନ ମତଦାନ କେନ୍ଦ୍ରରେ ଲାଗିଛି ଭୋଟରଙ୍କ ଲାଇନ । ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦର ପ୍ରାୟ ୭୪ ହଜାର…

ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଆରମ୍ଭ, ୨୦ ହଜାର ୪୩୬ ବୁଥରେ ଚାଲିଛି ପ୍ରାର୍ଥୀଙ୍କ ଭାଗ୍ୟ…

ଭୁବନେଶ୍ବର(କେନ୍ଯୁଜ୍): ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ । ୩୦ ଜିଲ୍ଲାର ୬୮ଟି ବ୍ଲକରେ ୧୮୬ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ନିଆଯାଉଛି ଭୋଟ୍‌ । ୧୫ ଶହ ୧୪ ଗ୍ରାମପଞ୍ଚାୟତ, ୨୦ ହଜାର ୪୩୬ ଓ୍ଵାର୍ଡ ମେମ୍ବର ପ୍ରାର୍ଥୀଙ୍କ ଚାଲିଛି ଭାଗ୍ୟ ପରୀକ୍ଷା । ଏଥିପାଇଁ ୨୦ ହଜାର…

ପଞ୍ଚାୟତ ନିର୍ବାଚନ ପୂର୍ବରୁ ମାଓବାଦୀଙ୍କ ବର୍ବରକାଣ୍ଡ; ଯୁବକକୁ ନିର୍ମମ ଭାବେ କଲେ ହତ୍ୟା

ବାଲିଗୁଡ଼ା (କେନ୍ଯୁଜ୍): ନିର୍ବାଚନ ପୂର୍ବରୁ ମାଓବାଦୀଙ୍କ ବର୍ବରକାଣ୍ଡ । ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପୂର୍ବରୁ ହିଂସା ଭିଆଇଲେ ଲାଲ ବାହିନୀ । କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳରେ ଯୁବକଙ୍କୁ ମାଓବାଦୀ ନିର୍ମମ ଭାବେ ହତ୍ୟା କରିଥିବା ସୂଚନା ମିଳିଛି । ଭଣ୍ଡରଙ୍ଗି ପଞ୍ଚାୟତର ଉପର-ଗୁମୁ…

ସ୍ୱାଭିମାନ କଟସାହି ପଞ୍ଚାୟତ କାହାର? ନିର୍ବାଚନ ମୈଦାନରେ ମୋଟ ୮ ଜଣ ପ୍ରାର୍ଥୀଙ୍କ ଭିତରୁ ୫ମହିଳା

ଭଦ୍ରକ (କେନ୍ଯୁଜ୍): ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଅତି ସମ୍ବେଦଦନଶୀଳ କଟସାହି ପଞ୍ଚାୟତ । ଚଳିତ ପଂଚାୟତ ନିର୍ବାଚନରେ ମୋଟ ୮ ଜଣ ପାର୍ଥୀ ମଇଦାନରେ ଅଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣ ମହିଳା ପ୍ରାର୍ଥୀ । କାରଣ ପ୍ରାୟ ୫୦ ବର୍ଷ ପରେ ଏହି ପଂଚାୟତଟି ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଛି ।…

ଦିନକ ପରେ ପଞ୍ଚାୟତ ନିର୍ବାଚନ, ଆଜି ସନ୍ଧ୍ୟାରେ ସରିବ ପ୍ରଚାର

ଭୁବନେଶ୍ୱର (କେନ୍ୟୁଜ): ଆଜି ସନ୍ଧ୍ୟାରେ ସରିବ ପ୍ରଚାର। ବୁଧବାର ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ୧୬ ତାରିଖରେ ଭୋଟ ଗ୍ରହଣ କରାଯିବାକୁ ଥିବାବେଳେ ଆଜି ସନ୍ଧ୍ୟା ଠାରୁ ପ୍ରଚାର ବନ୍ଦ ରହିବ। ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡମେମ୍ବର ପ୍ରାର୍ଥୀମାନେ ଡାକବାଜି ଯନ୍ତ୍ର…

ପୌର ଓ ପଂଚାୟତ ନିର୍ବାଚନ ନେଇ ଭର୍ଚୁଆଲରେ ସବୁ ଜିଲ୍ଲାପାଳଙ୍କ ସହ ବୈଠକ, ଜାରି ହେଲା ନୂଆ ସର୍କୁଲାର

ଭୁବନେଶ୍ବର(କେନ୍ଯୁଜ୍): ଆଜି ଜିଲ୍ଲାପାଳ ମାନଙ୍କ ସହ ଭର୍ଚୁଆଲରେ ହୋଇଛି ବୈଠକ। ପୌର ନିର୍ବାଚନ ଓ ପଂଚାୟତ ନିର୍ବାଚନ ନେଇ କରାଯାଇଛି ଆଲୋଚନା । ପଂଚାୟତ ନିର୍ବାଚନ ନେଇ ଜାରି ହୋଇଛି ନୂଆ ସର୍କୁଲାର । ଭୋଟ ପ୍ରଚାର ସରିବା ପରେ ଭୋଟ ହେଉଥିବା ଅଂଚଳରେ ଅନ୍ୟ ଅଂଚଳର ଲୋକ କିମ୍ବା କୌଣସି ଦଳର…

ପଞ୍ଚାୟତ ନିର୍ବାଚନରେ ଖୁଲମଖୁଲା ଟଙ୍କା ବାଣ୍ଟୁଛନ୍ତି ସରପଞ୍ଚ ପ୍ରାର୍ଥୀ, ଭାଇରାଲ ହେଉଛି ଭିଡ଼ିଓ

ବଲାଙ୍ଗୀର (କେନ୍ଯୁଜ୍): ପଞ୍ଚାୟତ ନିର୍ବାଚନରେ ଖୁଲମଖୁଲା ଟଙ୍କା ବାଣ୍ଟୁଛନ୍ତି ସରପଞ୍ଚ ପ୍ରାର୍ଥୀ । ପ୍ରଚାର ବେଳେ ଭୋଟରଙ୍କ ହାତରେ ଧରାଇ ଦେଉଛନ୍ତି ୫୦୦ ଟଙ୍କିଆ ନୋଟ୍‌ । ପକେଟରେ ବି ଧରିଛନ୍ତି ବିଡ଼ା ବିଡ଼ା ଟଙ୍କା । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଠେମେରା ପଞ୍ଚାୟତ ସରପଞ୍ଚ ପ୍ରର୍ଥୀ…

ନବରଙ୍ଗପୁରରେ ତିନି ଭଉଣୀଙ୍କ ମଧ୍ୟରେ ନିର୍ବାଚନ ଲଢ଼େଇ, ଜୋରଦାର ଚାଲିଛି ପ୍ରଚାର

ନବରଙ୍ଗପର(କେନ୍ଯୁଜ୍): ନବରଙ୍ଗପୁରରେ ତିନି ଭଉଣୀଙ୍କ ମଧ୍ୟରେ ଲଢ଼େଇ । ନିର୍ବାଚନ ମଇଦାନରେ ତିନି ଭଉଣୀ ସାଜିଛନ୍ତି ପରସ୍ପରର ପ୍ରତିଦ୍ଵନ୍ଦୀ । ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ନବରଙ୍ଗପୁରରେ ଏଭଳି କିଛି ଦେଖିବାକୁ ମିଳିଛି । ବିଜେଡିରୁ ଜଣେ, କଂଗ୍ରେସରୁ ଆଉ ଜଣେ ପ୍ରାର୍ଥୀ ହୋଇଛନ୍ତି ।…

ପଞ୍ଚାୟତ ନିର୍ବାଚନ ପାଇଁ ଆଜି ମନୋନୟନପତ୍ର ଯାଞ୍ଚ, ୨୫ ତାରିଖ ଅପରାହ୍ନ ୩ଟା ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା

ଭୁବନେଶ୍ବର(କେନ୍ୟୁଜ୍):  ପଞ୍ଚାୟତ ନିର୍ବାଚନ ପାଇଁ ସରିଲା ପ୍ରାର୍ଥିପତ୍ର ଦାଖଲ । ଗତକାଲି ଶେଷ ଦିନରେ ବହୁ ସଂଖ୍ୟାରେ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । କୋଭିଡ୍‌ କଟକଣାରେ ସମର୍ଥକଙ୍କ ଗହଣରେ ଆସି ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ପଦବୀ ପାଇଁ ଦାଖଲ…

ପଞ୍ଚାୟତ ନିର୍ବାଚନ ମଇଦାନରେ ପିଜି ଛାତ୍ରୀ, ସମିତିସଭ୍ୟା ପ୍ରାର୍ଥୀ ଭାବେ ଦାଖଲ କଲେ ନାମାଙ୍କନ ପତ୍ର

ଯାଜପୁର(କେନ୍ଯୁଜ୍): ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅନେକ ଶିକ୍ଷିତ ଯୁବକଯୁବତୀ ଏବଂ ଛାତ୍ରଛାତ୍ରୀ ନିର୍ବାଚନରେ ଭାଗ ନେଉଥିବା ନଜରକୁ ଆସିଛି। ଏହି କ୍ରମରେ ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କାର୍ଯ୍ୟାଳୟରେ ଜଣେ ପିଜି ଛାତ୍ରୀ ନିଜର…

ପଞ୍ଚାୟତ ନିର୍ବାଚନ ଲାଗି ଆଜି ନାମାନଙ୍କନ ଦାଖଲର ଅନ୍ତିମ ଦିନ, ଆସନ୍ତାକାଲି ଯାଞ୍ଚ ହେବ ପ୍ରାର୍ଥିପତ୍ର

ଭୁବନେଶ୍ବର(କେନ୍ଯୁଜ୍): ପଞ୍ଚାୟତ ନିର୍ବାଚନ ଲାଗି ଆଜି ନାମାନଙ୍କନ ଦାଖଲର ଅନ୍ତିମ ଦିନ। ଗତ ୪ ଦିନରେ ୧୭୩୦ ଜଣ ଜିଲ୍ଲା ପରିଷଦ ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେହିପରି ପଞ୍ଚାୟତ ସମିତି ସଭ୍ୟ ଲାଗି ୧୫ ହଜାର ୫୮୩, ସରପଞ୍ଚ ପଦ ଲାଗି ୨୦ ହଜାର ୪୫୭ ଏବଂ ୯୫ହଜାର ୮୧୪ ଜଣ ୱାର୍ଡ…