Browsing Tag

Panchayat Samiti

ଝାରସୁଗୁଡ଼ାରେ ସ୍ଥଗିତ ରହିଲା ଅନାସ୍ଥା ଭୋଟ୍, ଆସିଲେନି ସମିତି ସଭ୍ୟ କି ସରପଞ୍ଚ

ଝାରସୁଗୁଡ଼ା: ସ୍ଥଗିତ ରହିଲା ଅନାସ୍ଥା ଭୋଟ୍ ।  ଝାରସୁଗୁଡ଼ା କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ଦେବାକୁ ସମିତି ସଭ୍ୟ କି ସରପଞ୍ଚ ଆସିନଥିଲେ ।  କେହି ନଆସିବାରୁ ଅପେକ୍ଷା କରି ଫେରିଯାଇଥିଲେ ନିର୍ବାଚନ ଅଧିକାରୀ । ସୂଚନା ଅନୁସାରେ ସକାଳ ୧୦ଟାରେ ଅନାସ୍ଥା ଭୋଟିଂ…

ସଟ୍ ସର୍କିଟରୁ ପଞ୍ଚାୟତ ସମିତି ସଭାଗୃହରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

କାମାକ୍ଷାନଗର (କେନ୍ୟୁଜ): କାମାକ୍ଷାନଗର ବ୍ଲକ ପୁରୁଣା ସଭା ଗୃହରେ ଅଗ୍ନିକାଣ୍ଡ । ନିଆଁ ଲାଗି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଆସବାବପତ୍ର ପୋଡି ପାଉଁଶ ହୋଇ ଯାଇଛି । ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଇଲେକ୍ଟ୍ରି…

ମୋହନା ପଞ୍ଚାୟତ ସମିତିର ପ୍ରଥମ ବୈଠକ, ଫୋକସ୍ ରେ ରହିଛି ରାଜସ୍ବ ଉପଖଣ୍ଡ ପ୍ରତିଷ୍ଠା

ମୋହନା (କେନ୍ୟୁଜ): ତ୍ରି ସ୍ତରୀୟ ନିର୍ବାଚନ ପରେ ଗଜପତି ଜିଲ୍ଲା ମୋହନା ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ମଙ୍ଗଳବାର ପ୍ରଥମ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧକ୍ଷ ରଞ୍ଜୀବ ଶବରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଗଜପତି ଜିଲ୍ଲା ପରିଷଦ ଉପଧକ୍ଷା କୁନ୍ତଳା କୁମାରୀ ମଲ୍ଲିକ,…