ପାନକ୍ରିଆଜ(ଅଗ୍ନାଶୟ) କ୍ଯାନସର: ଜାଣନ୍ତୁ କ’ଣ ପ୍ରାରମ୍ଭିକ ଲକ୍ଷଣ, ଏହାକୁ ଭୁଲରେ କରନ୍ତୁ ନାହିଁ ଅଣଦେଖା
କ୍ଯାନସର ଆଜିକାଲି ଦିନକୁ ଦିନ ବଢିବାରେ ଲାଗିଛି। କ୍ଯାନସର ଯନ୍ତ୍ରଣାରେ ଛଟପଟ ହୋଇ ଅନେକ ଲୋକ ଜାଣିପାରୁନାହାନ୍ତି ଏହା କେଉଁ କ୍ଯାନସର। ଏହାକୁ ପ୍ରାରମ୍ଭିକ ଲକ୍ଷଣରୁ ଜାଣିହେଲେ, ତା’ର ଉପଚାର କରାଯାଇପାରିବ।
ଭାରତରେ ଅଧିକାଂଶ ପାନକ୍ରିଆଟିକ୍(ଅଗ୍ନାଶୟ) କ୍ଯାନସର ଦେଖିବାକୁ ମିଳୁଛି।…