Browsing Tag

pangolin

ବାଘ ଛାଲ ସହ ବଜ୍ରକାପ୍ତା କାତି ଜବତ, ମାଆ-ପୁଅଙ୍କୁ ଗିରଫ କଲା ବନବିଭାଗ

ନୟାଗଡ଼ : ମାଆ-ପୁଅ ଗିରଫ । ନୟାଗଡ଼ ଦଶପଲ୍ଲା ରେଞ୍ଜ ଅଧୀନ କୁଜାମେଣ୍ଡି ବିଟ୍ ହାଉସ୍ ର କୁଜାମେଣ୍ଢୀ ଗାଁରୁ ମା-ପୁଅ ଗିରଫ । ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ଚିତାବାଘ ଛାଲ ଓ ବଜ୍ରକାପ୍ତା କାତି ଚାଲାଣ ଅଭିଯୋଗରେ ମାଆ ଜ୍ଯୋସ୍ନାରାଣୀ ମଲ୍ଲିକ ଏବଂ ପୁଅ ପ୍ରଦୀପ ମଲ୍ଲିକଙ୍କୁ…

ବଜ୍ରକାପ୍ତା ଚୋରାଚାଲାଣ ଘଟଣା, ଆଇଆଇସିଙ୍କ ବିରୁଦ୍ଧରେ ଫେରାଦ ହେଲା ଫରେଷ୍ଟର ସଂଘ

ପଟ୍ଟାମୁଣ୍ଡାଇ: ବଜ୍ରକାପ୍ତା ଚୋରାଚାଲାଣ ଘଟଣାରେ ବଢିଲା ଆଇଆଇସିଙ୍କ ଅଡୁଆ । ଆଇଆଇସିଙ୍କ ବିରୁଦ୍ଧରେ ଫେରାଦ ହେଲା ଫରେଷ୍ଟର ସଂଘ । ତଦନ୍ତ ପରିସର ଭୁକ୍ତ ହେବେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ର । ଅଭିଯୁକ୍ତଙ୍କ ସହିତ ଥାନା ଅଧିକାରିଣୀଙ୍କ ସମ୍ପୃକ୍ତି ନେଇ ସନ୍ଦେହ…

ବିରଳ ବଜ୍ରକାପ୍ତା ଉଦ୍ଧାର, ସ୍ୱାସ୍ଥ୍ୟ ପରୀକ୍ଷା ପରେ ଜଙ୍ଗଲରେ ଛଡ଼ାଗଲା

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଚିକିଟି ପେଣ୍ଠ ପଣ୍ଡିତରାୟ ସାହି ନିକଟ ଏକ ଜମିରୁ ବିରଳ ବଜ୍ରକାପ୍ତା ଉଦ୍ଧାର କରିଛନ୍ତି ସ୍ଥାନୀୟ ବାସିନ୍ଦା  l ଜମିରେ ବଜ୍ରକାପ୍ତା ଥିବା ଦେଖି ଚାଷୀ ଜଣକ ସାହିରେ କହିବା ପରେ ଲୋକଙ୍କ ଭିଡ଼ ହୋଇଥିଲା ଦେଖିବା ପାଇଁ l ଏହାପରେ ଲୋକେ ବଜ୍ରକାପ୍ତାକୁ ଉଦ୍ଧାର…

ଜାଣନ୍ତୁ କାହିଁକି ଦୁନିଆରେ ସବୁଠାରୁ ଅଧିକ ବଜ୍ରକାପ୍ତା ଚୋରା ଚାଲାଣ ହୋଇଥାଏ

ବଜ୍ରକାପ୍ତା ଦୁନିଆର ସବୁଠାରୁ ରହସ୍ୟମୟ ଏବଂ ବିରଳ ଜୀବମାନଙ୍କ ମଧ୍ୟରୁ ଅନ୍ୟତମ । ଏପରି ଏକ ଅନନ୍ୟ ପ୍ରାଣୀ ଯାହା ସିଂହ, ବାଘ ଏବଂ ଚିତାବାଘ ପରି ପଶୁମାନେ ମଧ୍ୟ ନିୟନ୍ତ୍ରଣ କରିପାରିବେ ନାହିଁ । କିନ୍ତୁ ଆଜି ସେ ନିଜେ ନିଜ ଜୀବନ ବଞ୍ଚାଇବା ପାଇଁ ସଂଗ୍ରାମ କରୁଛନ୍ତି । କାରଣ ବଜ୍ରକାପ୍ତାର…

ବଜ୍ରକାପ୍ତା ମାଂସ ସହ ୧୬ଟି ବାଘନଖ ଜବତ, ୨ ଗିରଫ

ଦଶପଲ୍ଲା (କେନ୍ୟୁଜ): ବଜ୍ରକାପ୍ତା ମାଂସ ସହ ୧୬ଟି ବାଘନଖ ଜବତ । ମାମଲାରେ ୨ ଗିରଫ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ରେଞ୍ଜ ବାଣୀଗୋଛା ସେକ୍ସନ ଅନ୍ତର୍ଗତ କୁରୁମୀ ଗ୍ରାମର ବନବିଭାଗ ଚଢାଉ କରି ୨ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ବଜ୍ରକାପ୍ତା ମାଂସ, ୧୬ ପିସ୍ ବାଘ ନଖ ,…

ବଜ୍ରକାପ୍ତା କାତି ଡିଲ୍ ବେଳେ ମାଡ଼ି ବସିଲା ବନବିଭାଗ, ବନ୍ଧାହେଲେ ୪ ଜଣ

ବଜ୍ରକାପ୍ତା କାତି ଡିଲ୍ ବେଳେ ମାଡ଼ି ବସିଲା ବନବିଭାଗ । ବନ୍ଧାହେଲେ ୪ ଜଣ । ଶିମିଳିପାଳ ନିକଟ ପାଟବିଲ ଗାଁ ନିକଟରେ ଚାଲିଥିଲା ଡିଲ୍ । ବିଶେଷସୂତ୍ରରୁ ଖବରପାଇ ବ୍ୟବସାୟୀ ଭାବେ ଯାଇଥିଲା ବନବିଭାଗ । ବଜ୍ରକାପ୍ତା କାତି ବିକ୍ରି ପାଇଁ ଡିଲ୍ ଚାଲିଥିବାବେଳେ ବନବିଭାଗ କର୍ମଚାରୀ ମାଡି ବସିଥିଲେ…

ଡିଲ ବେଳେ ସାଧା ପୋଷାକରେ ମାଡିବସିଲା ଏସଟିଏଫ୍: ୬ କେଜି ବଜ୍ରକାପ୍ତା କାତି ଜବତ, ଜଣେ ଗିରଫ

ନୂଆପଡ଼ା (କେନ୍ୟୁଜ୍‌): STF କବ୍ଜାରେ ବଜ୍ରକାପ୍ତା କାତି ଚୋରା ଚାଲାଣକାରୀ। ୬ କେଜି ବଜ୍ରକାପ୍ତା କାତି ଜବତ। ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ନେଇ ମିଳିଛି ସୂଚନା। ତେବେ ଗିରଫ ଅଭିଯୁକ୍ତର ନା ବିକ୍ରମ ମାଝୀ। ଖରିଆର ବନ ବିଭାଗ ସହାୟତାରେ ଡିଲ ବେଳେ ମାଡି ବସିଲା ଏସଟିଏଫ୍ ଟିମ୍।…

ଗାଁରେ ଖାଦ୍ୟ ଅନ୍ବେଷଣରେ ବୁଲୁଥିବା ବେଳେ ବଜ୍ରକାପ୍ତା ଉଦ୍ଧାର

ମାଲକାନଗିରି(କେନ୍ୟୁଜ୍‌): ଯୁବକଙ୍କ ଦ୍ୱାରା ବଜ୍ରକାପ୍ତା ଉଦ୍ଧାର । ମାଲକାନଗିରି ଜିଲ୍ଲା ମାଥିଲି ଗାଁରେ ବଜ୍ରକାପ୍ତା ଉଦ୍ଧାର ହୋଇଛି । ବଜ୍ରକାପ୍ତା ଗାଁରେ ବୁଲୁଥିବା ଦେଖି ଯୁବକ ବନବିଭାଗକୁ ଖବର ଦେଇଥିଲେ । ପରେ ବନବିଭାଗ କର୍ମଚାରୀ ପହଁଚି ବଜ୍ରକାପ୍ତାକୁ ଉଦ୍ଧାର କରିଥିଲେ ।…

ପୁଣି STF ଜାଲରେ ବଜ୍ରକାପ୍ତା ଚୋରା ଚାଲାଣକାରୀ, ଗୋଟିଏ ଜୀବନ୍ତ ବଜ୍ରକାପ୍ତ ଜବତ

ଭୁବନେଶ୍ବର(କେନ୍ୟୁଜ୍):ଥମୁନାହିଁ ବଜ୍ରକାପ୍ତ ଚୋରା ଚାଲାଣ କାରବାର। ଓଡିଶାରୁ ଏବେ ବି ବେଧଡ଼କ ଭାବେ ଚାଲାଣ ହେଉଛି ବଜ୍ରକାପ୍ତା। ଯାହାର ଚେରକୁ ଖୋଜିବାରେ ବିଳଫ ହେଉଛି ପୋଲିସ ଓ ବନବିଭାଗ। କେବଳ ଚୋରା ଚାଳାଣକାରୀକୁ ଧରି ସାବାସୀ ସାଉଣ୍ଟୁଛି ବନ ବିଭାଗ। ଏହି ଭଳି ଆଜି ୨ ଜଣ ବଜ୍ରକାପ୍ତା…

STF ପଞ୍ଝାରେ ଚୋରା ଚାଲାଣକାରୀ: ଡିଲ୍‌ ବେଳେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

ବଲାଙ୍ଗିର(କେନ୍ଯୁଜ୍): STF ପଞ୍ଝାରେ ବଜ୍ରକାପ୍ତା ଚୋରା ଚାଲାଣକାରୀ । ଡିଲ୍‌ ବେଳେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର । ବଲାଙ୍ଗିର ଜିଲ୍ଲା ବରଗାଁ ଛକ ନିକଟରେ ବଜ୍ରକାପ୍ତା ଉଦ୍ଧାର ସହ ଜଣଙ୍କୁ ଗିରଫ କରିଛି STF । ଗିରଫ ଅଭିଯୁକ୍ତର ନାଁ ଅଜିତ କୁମାର ବୁଡେକ। ୨୦୨୦…

ଜଙ୍ଗଲରୁ ବାଟବଣା ହୋଇ ଜନବସତି ମୁହାଁ ବଜ୍ରକାପ୍ତା, ଉଦ୍ଧାର କଲା ଜଗନ୍ନାଥପ୍ରସାଦ ବନବିଭାଗ

ଭଞ୍ଜନଗର(କେନ୍ଯୁଜ୍): ଜଗନ୍ନାଥପ୍ରସାଦ ବନାଞ୍ଚଳ ଅନ୍ତର୍ଗତ ବନ୍ତା ଗାଁ ନିକଟ ନୂଆସାହିରୁ ବଜ୍ରକାପ୍ତା ଉଦ୍ଧାର । ଜଙ୍ଗଲରୁ ବାଟବଣା ହୋଇ ଜନବସତି ମୁହାଁ ହେଉଥିବା ବଜ୍ରକାପ୍ତାକୁ ଉଦ୍ଧାର କରିଛି ଗଞ୍ଜାମ ଜଗନ୍ନାଥପ୍ରସାଦ ବନବିଭାଗ। ଉକ୍ତ ବଜ୍ରକାପ୍ତାକୁ ଉଦ୍ଧାର କରାଯିବା ପରେ ଚିକିତ୍ସା…

ଡିଲ୍‌ ବେଳେ ମାଡି ବସିଲା ବନ ବିଭାଗ: ଗୋଟିଏ ଜୀବନ୍ତ ବଜ୍ରକାପ୍ତା ସହ ୨ ଗିରଫ

ବାଲିଗୁଡା(କେନ୍ଯୁଜ୍): ଡିଲ୍‌ ବେଳେ ମାଡି ବସିଲା ବନ ବିଭାଗ । ବାଲିଗୁଡା କୋଟଗଡ ବନ ବିଭାଗ ଦ୍ୱାରା ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ସହ ୨ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । କୋଟଗଡ ବନାଞ୍ଚଳର ଯୁବାଗୁଡା ଛକ ଠାରେ ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍‌ ଚାଲିଥିବା ବେଳେ ବନ ବିଭାଗ…