ଗାଁରେ ଖାଦ୍ୟ ଅନ୍ବେଷଣରେ ବୁଲୁଥିବା ବେଳେ ବଜ୍ରକାପ୍ତା ଉଦ୍ଧାର
ମାଲକାନଗିରି(କେନ୍ୟୁଜ୍): ଯୁବକଙ୍କ ଦ୍ୱାରା ବଜ୍ରକାପ୍ତା ଉଦ୍ଧାର । ମାଲକାନଗିରି ଜିଲ୍ଲା ମାଥିଲି ଗାଁରେ ବଜ୍ରକାପ୍ତା ଉଦ୍ଧାର ହୋଇଛି । ବଜ୍ରକାପ୍ତା ଗାଁରେ ବୁଲୁଥିବା ଦେଖି ଯୁବକ ବନବିଭାଗକୁ ଖବର ଦେଇଥିଲେ । ପରେ ବନବିଭାଗ କର୍ମଚାରୀ ପହଁଚି ବଜ୍ରକାପ୍ତାକୁ ଉଦ୍ଧାର କରିଥିଲେ ।…