Browsing Tag

pangolin smuggling

ଗାଁରେ ଖାଦ୍ୟ ଅନ୍ବେଷଣରେ ବୁଲୁଥିବା ବେଳେ ବଜ୍ରକାପ୍ତା ଉଦ୍ଧାର

ମାଲକାନଗିରି(କେନ୍ୟୁଜ୍‌): ଯୁବକଙ୍କ ଦ୍ୱାରା ବଜ୍ରକାପ୍ତା ଉଦ୍ଧାର । ମାଲକାନଗିରି ଜିଲ୍ଲା ମାଥିଲି ଗାଁରେ ବଜ୍ରକାପ୍ତା ଉଦ୍ଧାର ହୋଇଛି । ବଜ୍ରକାପ୍ତା ଗାଁରେ ବୁଲୁଥିବା ଦେଖି ଯୁବକ ବନବିଭାଗକୁ ଖବର ଦେଇଥିଲେ । ପରେ ବନବିଭାଗ କର୍ମଚାରୀ ପହଁଚି ବଜ୍ରକାପ୍ତାକୁ ଉଦ୍ଧାର କରିଥିଲେ ।…

STF କବ୍‌ଜାରେ ଜଣେ ବଜ୍ରକାପ୍ତା କାତି ଚୋରା ଚାଲାଣକାରୀ, ୬କେଜି ୯୦୦ ଗ୍ରାମ୍‌ କାତି ଜବତ

ଭୁବନେଶ୍ବର(କେନ୍ୟୁଜ୍): STF କବ୍‌ଜାରେ ବଜ୍ରକାପ୍ତା କାତି ଚୋରା ଚାଲାଣକାରୀ। ୬କେଜି ୯୦୦ ଗ୍ରାମ୍‌ କାତି ଜବତ। ଚୋରାଚାଲାଣକାରୀ ପ୍ରଫୁଲ୍ଲ ମଲ୍ଲିକକୁ ବାନ୍ଧିଲା ଏସ୍‌ଟିଏଫ୍‌। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବନ ବିଭାଗ ସହାୟତାରେ ବାନ୍ଧିଲା ଏସ୍‌ଟିଏଫ୍‌। ଗଞ୍ଜାମ ଜିଲ୍ଲା ରାମଗୁଡ଼ା ଗାଁରୁ…

୧୧ କେଜିର ଜୀବନ୍ତ ବଜ୍ରକାପ୍ତା ଜବତ, STF କବ୍‌ଜାରେ ୨ ବେପାରୀ

ବଲାଙ୍ଗିର(କେନ୍ୟୁଜ୍): STF କବ୍‌ଜାରେ ବଜ୍ରକାପ୍ତା ଚୋରା ଚାଲାଣକାରୀ। ଦୁଇ ଜଣ ବେପାରୀ ଗିରଫ। ୧୧ କେଜିର ଜୀବନ୍ତ ବଜ୍ରକାପ୍ତା ଜବତ ହୋଇଛି। ବଲାଙ୍ଗିର ଜିଲ୍ଲା ଆଇନାପଲ୍ଲୀ ଗାଁ ନିକଟ ରାସ୍ତା କଡରେ ଡିଲ୍‌ ବେଳେ ମାଡି ବସିଲା STF । ବଲାଙ୍ଗିର ବନ ବିଭାଗ ସହାୟତାରେ ବେପାରୀଙ୍କୁ…

ଡିଲ୍‌ ବେଳେ ମାଡି ବସିଲା ବନ ବିଭାଗ: ଗୋଟିଏ ଜୀବନ୍ତ ବଜ୍ରକାପ୍ତା ସହ ୨ ଗିରଫ

ବାଲିଗୁଡା(କେନ୍ଯୁଜ୍): ଡିଲ୍‌ ବେଳେ ମାଡି ବସିଲା ବନ ବିଭାଗ । ବାଲିଗୁଡା କୋଟଗଡ ବନ ବିଭାଗ ଦ୍ୱାରା ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ସହ ୨ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । କୋଟଗଡ ବନାଞ୍ଚଳର ଯୁବାଗୁଡା ଛକ ଠାରେ ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍‌ ଚାଲିଥିବା ବେଳେ ବନ ବିଭାଗ…

କରଞ୍ଜିଆ ପୋଲିସକୁ ବଡ ସଫଳତା: ୪ କୋଟି ଟଙ୍କାର ବଜ୍ରକାପ୍ତା କାତି ଜବତ, ୧୫ଅଟକ

କରଞ୍ଜିଆ(କେନ୍ଯୁଜ୍): କରଞ୍ଜିଆ ପୋଲିସକୁ ବଡ ସଫଳତା। କରଞ୍ଜିଆ ଗୋଲେଇ ବାଇପାସ ନିକଟରେ ବେଆଇନ ବଜ୍ରକାପ୍ତା କାତି କାରବାର ବେଳେ ଚଢାଉ କଲା କରଞ୍ଜିଆ ପୋଲିସ। ବିପୁଳ ପରିମାଣର ବଜ୍ରକାପ୍ତା କାତି ଜବତ କରାଯାଇଛି। ବଜ୍ରକାପ୍ତା କାତିର ଆନୁମାନିକ ମୂଲ୍ୟ ୪ କୋଟି ଟଙ୍କା ହେବ ବୋଲି ଅନୁମାନ…

ଖୋର୍ଦ୍ଧା ଧଳାପଥର ଛକରୁ ମୃତ ବଜ୍ରକାପ୍ତା ଜବତ, କାତି ବିକ୍ରି ପାଇଁ ଡିଲ୍‌ କରୁଥିବାବେଳେ ୨ଜଣଙ୍କୁ କାବୁ କଲା ବନବିଭାଗ

ଖୋର୍ଦ୍ଧା(କେନ୍ଯୁଜ୍): ଖୋର୍ଦ୍ଧା ଧଳାପଥର ଛକରୁ ମୃତ ବଜ୍ରକାପ୍ତା ଜବତ। ଦୁଇ ଜଣ ବ୍ୟକ୍ତି ବଜ୍ରକାପ୍ତାର କାତି ବିକ୍ରି ପାଇଁ ଡିଲ୍‌ କରୁଥିବାବେଳେ ମାଡିବସିଲା ଖୋର୍ଦ୍ଧା ବନବିଭାଗ। କାତିର ଓଜନ ୩କେଜିରୁ ଅଧିକ ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାର ଆନୁମାନିକ ମୂଲ୍ୟ ୩ରୁ…

ବଲାଙ୍ଗିରରେ ବଜ୍ରକାପ୍ତା ଡିଲ୍‌: ଗ୍ରାହକ ସାଜି ମାଡି ବସିଲା ବନବିଭାଗ, ୨ ଗିରଫ

ବଲାଙ୍ଗିର(କେନ୍ଯୁଜ୍): ବଲାଙ୍ଗିରରେ ବଜ୍ରକାପ୍ତା ଡିଲ୍‌ । ଗ୍ରାହକ ସାଜି ମାଡି ବସିଲା ବନବିଭାଗ । ଖପ୍ରାଖୋଲ ଲାଠୋରରେ ବଜ୍ରକାପ୍ତା ବିକ୍ରି ପାଇଁ ଯୋଜନା ଚାଲିଥିଲା । ହଠାତ୍‌ ଚଢାଉ କରି ୨ ଜଣଙ୍କୁ ଗିରଫ କରିଛି ବନବିଭାଗ । ବନ କର୍ମଚାରୀ ନିଜେ ଗ୍ରାହକ ସାଜି ଯାଇଥିଲେ । ଏଥିରେ ଆଉ କାହାର…

ଡିଲ୍‌ ବେଳେ ବଜ୍ରକାପ୍ତା ଚୋରା ଚାଲାଣକାରୀଙ୍କୁ ମାଡିବସିଲା ଏସଟିଏଫ୍‌, ଜୀବନ୍ତ ବଜ୍ରକାପ୍ତା ଜବତ

କେନ୍ୟୁଜ୍(ବ୍ୟୁରୋ):  ଡିଲ୍‌ ବେଳେ ମାଡିବସିଲା । ଏସଟିଏଫ୍‌ ପଞ୍ଝାରେ ବଜ୍ରକାପ୍ତା ଚୋରା ଚାଲାଣକାରୀ । ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ ଛକରେ ଡିଲ୍‌ ଚାଲିଥିବାବେଳେ ୩ ଜଣଙ୍କୁ ଧରିଲା ଏସଟିଏଫ୍‌ । ସେମାନଙ୍କ ନିକଟରୁ ଏକ ଜୀବନ୍ତ ବଜ୍ରକାପ୍ତା ଜବତ ହୋଇଛି। ଗିରଫ ୩ ଜଣ ହେଲେ ଚିତ୍ତରଞ୍ଜନ…

ବୋଲ ମାନୁନାହାନ୍ତି ବଜ୍ରକାପ୍ତା ଚୋରା ଚାଲଣ ବ୍ୟବସାୟୀ, କ୍ରାଇମବ୍ରାଞ୍ଚ STF ହାତରେ ପୁଣି ଧରାପଡିଲେ ବଜ୍ରକାପ୍ତା…

କେନ୍ୟୁଜ୍(ବ୍ୟୁରୋ):  କ୍ରାଇମବ୍ରାଞ୍ଚ STF ହାତରେ ବଜ୍ରକାପ୍ତା ଗ୍ୟାଙ୍ଗ । ସୁବର୍ଣ୍ଣପୁର ରାଜକୋଟି ଅଞ୍ଚଳରୁ ବଜ୍ରକାପ୍ତା ସହ ୨ ଅଭିଯୁକ୍ତ ଗିରଫ । ଦିନ ଦ୍ୱିପ୍ରହରେ ବଜ୍ରକାପ୍ତା ବିକ୍ରୀ ପାଇଁ ଯୋଜନା ଚାଲୁଥିବା ବେଳେ STF ହାତରେ ଧରା ପଡିଛନ୍ତି । ଗିରଫ ଦୁଇ ଅଭିଯୁକ୍ତ ହେଲେ ସୋମନାଥ…

ଆଠଗଡ଼ ବନଖଣ୍ଡରେ ହାଇଟେକ୍‌ ଉପାୟରେ ବଜ୍ରକାପ୍ତା ଚୋରାଚାଲାଣବେଳେ ଧରାପଡିଲେ ୧୦ଜଣ

ଆଠଗଡ଼: ଆଠଗଡ଼ ବନଖଣ୍ଡରେ ହାଇଟେକ୍‌ ଉପାୟରେ ଚାଲିଛି ବନ୍ୟଜନ୍ତୁ ଚୋରାଚାଲାଣ। ବଜ୍ରକାପ୍ତା ଚୋରାଚାଲଣ ବେଳେ ଧରା ପଡିଛନ୍ତି ୧୦ ଜଣ। ଏହି ରାକେଟ୍‌ର ଚେର ରାଜ୍ୟ ବାହାରେ ଓ ବିଦେଶ ଯାଏ ଲମ୍ବିଥିବା ସନ୍ଦେହ କରାଯାଉଛି। ସୋସିଆଲ ମିଡିଆ ଜରିଆରେ ସାଙ୍କେତିକ ଭାଷାରେ ବନ୍ୟଜନ୍ତୁର କିଣାବିକା…

ମୟୁରଭଞ୍ଜ: ପୁଣି ବଜ୍ରକାପ୍ତା ଚୋରା ଚାଲାଣ, ଡିଲ୍ ବେଳେ ଧରାପଡିଲେ ୬ ବେପାରୀ

ମୟୁରଭଞ୍ଜ(କେନ୍ୟୁଜ୍): ପୁଣି ବଜ୍ରକାପ୍ତା ଚୋରା ଚାଲାଣ। ଡିଲ୍ ବେଳେ ଧରାପଡିଲେ ୬ ବେପାରୀ। ମୟୁରଭଞ୍ଜ ଜିଲ୍ଲା ଉଦଳାରେ ବଜ୍ରକାପ୍ତା ଚୋରାଚାଲାଣ ନେଇ ବନବିଭାଗକୁ କୌଣସି ସୂତ୍ରରୁ ଖବର ମିଳିଥିଲା। ବନବିଭାଗ ପକ୍ଷରୁ ବାଲିଛତ୍ରା ଓ ବୁନ୍ଦାଗଡ଼ ଗାଁ ନିକଟରେ ଚଢାଉ କରି ୬ଜଣ ବେପାରୀଙ୍କୁ ଗିରଫ…