Browsing Tag

panipat

ନିଜ ଜନ୍ମମାଟିକୁ ଫେରିଲେ ଭାରତର ସୁନା ପୁଅ ନୀରଜ, ଦେଖନ୍ତୁ ଭିଡିଓ

ଟୋକିଓ ଅଲିମ୍ପିକ୍ସରେ ସୁନା ଜିତିବା ପରେ ନିଜ ଘରକୁ ଆଜି ଫେରୁଛନ୍ତି ନୀରଜ। ଭାରତ ପାଇଁ ପ୍ରଥମ ପଦକ ଜିତି ସମସ୍ତଙ୍କ ମନରେ ଏବେ ରାଜ୍ କରୁଛନ୍ତି ନୀରଜ ଚୋପ୍ରା। ସବୁ ଭାରତୀୟଙ୍କ ଗର୍ବ ଓ ଗୌରବ ନୀରଜ ଆଜି ଘରକୁ ଫେରିଛନ୍ତି। ହରିଆଣାର ପାନିପତ ନିକଟସ୍ଥ ଖାଣ୍ଡ୍ରା ଗାଁକୁ ଯିବାକୁ ନୀରଜଙ୍କ…

ଫ୍ରାଇଡେ ରିଲିଜରେ ଆଜି ହଲକୁ ଆସିବ ଫିଲ୍ମ ପାନିପତ୍, କଡା ଟକ୍କର ଦେବ ପତି ପତ୍ନୀ ଔର ବୋ

ଫିଲ୍ମ ଫ୍ରାଇଡେରେ ଆଜି ହଲ୍‌କୁ ଆସିବ ଅର୍ଜୁନ କପୁର ଓ ସଜୟ ଦତ୍ତଙ୍କ ଫିଲ୍ମ ‘ପାନିପତ’ । ଫିଲ୍ମରେ ଅର୍ଜୁନ କପୁର ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି । ଅହମ୍ମଦ ଶାହ ଅବଦାଲିଙ୍କ ଚରିତ୍ରରେ ନଜର ଆସିବେ ସଞ୍ଜୁ ବାବା । କ୍ରୀତି ସାନନ ଫିଲ୍ମରେ ପାର୍ବତୀ ବାଇ ଚରିତ୍ରରେ ନଜର ଆସିବେ ।…

ପୁଣି ବିବାଦରେ ସଞ୍ଜୁ ବାବା, ସୋସିଆଲ ମିଡିଆରେ ଫିଲ୍ମ ପାନିପଥକୁ ନେଇ ବିବାଦ

ମୁମ୍ବାଇ: ପୁଣି ବିବାଦରେ ସଞ୍ଜୁ ବାବା । ସୋସିଆଲ ମିଡିଆରେ ଆଶୁତୋଷ ଗୱାରିକରଙ୍କ ମେଗା ଫିଲ୍ମ ପାନପଥକୁ ନେଇ ବିବାଦ । ପାନିପଥରେ ସଞ୍ଜୟ ଦତ୍ତଙ୍କ ଲୁକ୍‌କୁ ନେଇ ଉଠିଲା ବିରୋଧର ସ୍ୱର । ଫିଲ୍ମରେ ଅହମ୍ମଦ ଶାହା ଅବଦଲିଙ୍କ ଚିତ୍ରଣକୁ ନେଇ ସୋସିଆଲ୍ ମିଡିଆରେ ସମୀକ୍ଷକଙ୍କ ସମାଲୋଚନା । ଏଥିରେ…

ଏମିତି ବି ଆସେ ମୃତ୍ୟୁ! ଚଳନ୍ତା କାର ଉପରେ ଖସି ପଡିଲା ଲୁହାଖୁଣ୍ଟ ଚାଲିଗଲା ବୃଦ୍ଧ ଦମ୍ପତ୍ତିଙ୍କ ଜୀବନ

ଦିଲ୍ଲୀ : ଚଣ୍ଡିଗଡ ନ୍ୟାସନାଲ ହାଇୱେ ଉପରେ ପିବିଆର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ଟ୍ରାକ୍ଟରରେ ଲୋଡ ହୋଇ ଯାଉଥିବା କିଛି ଲୁହାଖୁଣ୍ଟ କାର ଉପରେ ପଡିଯାଇଥିଲା ।ଏଥିରେ କାର ଚାଳକଙ୍କ ବେକ କଟି ମୁଣ୍ଡଟି ପଛ ସିଟିରେ ପଡିଯାଇଥିଲା । ପଛ ସିଟିରେ ବସିଥିବା ଚାଳକଙ୍କ ପତ୍ନି…

ରେଳ ଲାଇନରେ ସେଲ୍ଫି ନେବା ପଡ଼ିଲା ମହଙ୍ଗା, ଦୁଇ ଭଣଜାଙ୍କ ସହ ମାମୁଁଙ୍କ ମୃତ୍ୟୁ

ପାନୀପଥର ସେକ୍ଟର ୬ ସ୍ଥିତ ତାଓ ଦେବୀ ଲାଲ ପାର୍କ ପଛରେ ରେଳ ଲାଇନରେ ସେଲ୍ଫି ନେବା ସମୟରେ ଟ୍ରେନ ଦୁର୍ଘଟଣାରେ ଗତ ସୋମବାର ଦିନ ଦୁଇ ଭଣଜାଙ୍କ ସହ ମାମୁଁଙ୍କର ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ଦିଲ୍ଲୀ ନିବାସୀ ଯୁବକ ବଞ୍ଚିଯାଇଥିଲେ। ଏଥିରେ ଅଶୋକ ବିହାର କଲୋନୀ ସ୍ଥିତ ମୃତ ଶନିଙ୍କ ଘରକୁ…

ଏପରି ଏକ ସହର ଯେଉଁଠାରେ ପ୍ଲାଷ୍ଟିକ୍ ବୋତଲ ନୁହଁ ଅଦରକାରୀ, ଏଥିରୁ ପ୍ରସ୍ତୁତ କରାଯାଉଛି ଫାଇଭଷ୍ଟାର ହୋଟେଲ ପାଇଁ…

ପାନିପତ୍ : ପ୍ଳାଷ୍ଟିକ୍ ଏବେ ସାରା ଦୁନିଆରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। କିନ୍ତୁ ଦୁନିଆରେ ଏପରି ଏକ ସହର ରହିଛି ଯେଉଁଠାରେ ରୋଜଗାରର ଉପାୟ ହୋଇଛି ପ୍ଲାଷ୍ଟିକ। ଏଠାରେ ପ୍ଲାଷ୍ଟିକକୁ ଏପରି ଭାବେ ବ୍ଯବହାର କରାଯାଉଛି ଯାହା ସାଧାରଣତଃ କିଏ ବିଶ୍ବାସ କରିପାରିବେ ନାହିଁ। ଖାଲି ତାହା ନୁହଁ…