Browsing Tag

pant century

ଋଷଭ ପନ୍ତଙ୍କ ଶତକ, ତୃତୀୟ ଟେଷ୍ଟ ଜିତିବା ପାଇଁ ଦକ୍ଷିଣ ଆଫ୍ରିକା ଆଗରେ ଭାରତ ରଖିଲା ୨୧୨ ରନ୍‌

କେପ୍‌ ଟାଉନ୍‌ : ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜ୍‌ର ଏଠାରେ ଚାଲିଛି ତୃତୀୟ ଟେଷ୍ଟ । ଭାରତୀୟ ଓ୍ଵିକେଟ୍‌ରକ୍ଷକ ଋଷଭ ପନ୍ତ ମ୍ୟାଚ୍‌ର ଦ୍ୱିତୀୟ ଇନିଂସ୍‌ରେ ଆଜି ଚମତ୍କାର ଶତକ ହାସଲ କରିଛନ୍ତି । ଭାରତୀୟ ଦଳ ୧୯୮ ରନ୍‌ କରି ଅଲ୍‌ଆଉଟ୍‌ ହୋଇଛି । ଏହା ସହିତ ୨୧୧…