ପାର୍ଲର ନୁହେଁ ଘରେ କରିପାରିବେ ଫେସିଆଲ, ଆଜି ହିଁ ଘରେ ଅମୃତଭଣ୍ଡାରେ ପ୍ରସ୍ତୁତ କରନ୍ତୁ ଫେସ୍ ପ୍ୟାକ୍
ଲୋକମାନେ ଫେସିଆଲ କରିବା ପାଇଁ ପ୍ରାୟତଃ ପାର୍ଲରକୁ ଯାଇଥାନ୍ତି କିନ୍ତୁ ଯଦି ଆପଣ ପାର୍ଲରରେ ଟଙ୍କା ଖର୍ଚ୍ଚ କରିବାକୁ ଚାହୁଁନାହାଁନ୍ତି, ତାହେଲେ ଆପଣ ଘରେ ଅମୃତଭଣ୍ଡାରେ ଫେସିଆଲ ହୋଇପାରିବେ । ତେବେ ଅମୃତଭଣ୍ଡାରେ ଆଣ୍ଟି-ଅକ୍ସିଡାଣ୍ଟ, ଭିଟାମିନ୍ ଏବଂ ମିନେରାଲ୍ସ ଥାଏ ଯାହା ସ୍କିନ୍କୁ ଭଲ…