Browsing Tag

papu begs excuse

ନାରୀକୁ ଅସମ୍ମାନ ପୋଷ୍ଟର, ବିବାଦ ଘନେଇବା ପରେ ଦୂତୀ ଚାନ୍ଦଙ୍କୁ କ୍ଷମା ମାଗିଲେ ପପୁ ପମ୍‌ପମ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ମିଷ୍ଟର କହ୍ନେୟା ପୋଷ୍ଟର ବିବାଦରେ ଫସିଥିବା ଅଭିନେତା ପପୁ ପମ୍‌ପମ୍‌ ଶେଷରେ କ୍ଷମା ମାଗିଛନ୍ତି । ବିବାଦୀୟ ପୋଷ୍ଟରକୁ ନେଇ ସୋସିଆଲ ମିଡିଆରେ ଏକ ଅଡିଓ ସାମନାକୁ ଆସିବା ପରେ ଏହି ବିବାଦ ଆହୁରି ବଢ଼ି ଯାଇଥିଲା । ଅଡିଓରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଧାବିକା…