Browsing Tag

Papua New Guinea

ପାପୁଆ ନ୍ୟୁ ଗିନିରେ ଭୟଙ୍କର ଭୂକମ୍ପ, ତୀବ୍ରତା ୬.୯

ପାପୁଆ ନ୍ୟୁ ଗିନିରେ ରବିବାର ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଛି । ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସେସ୍(GFZ) ଅନୁଯାୟୀ ଭୂମିକମ୍ପର ରିକ୍ଟର ସ୍କେଲରେ ତୀବ୍ରତା ୬.୯ ରେକର୍ଡ଼ କରାଯାଇଛି । ଭୂକମ୍ପ ଝଟକା ସକାଳୁ ସକାଳୁ ହୋଇଥିଲା । ଇଣ୍ଡୋନେସିଆ ନିକଟବର୍ତ୍ତୀ ଏବଂ ପ୍ରଶାନ୍ତ…

ନରେନ୍ଦ୍ର ମୋଦିଙ୍କୁ ମିଳିଲା ଫିଜିର ସର୍ବୋଚ୍ଚ ବେସାମରିକ ସମ୍ମାନ, କୃତଜ୍ଞତା ଜଣାଇଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫିଜି ଓ ପପୁଆ ନିଉ ଗିନିର ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନିତ କରାଯାଇଛି । ବୈଶ୍ୱିକ ନେତୃତ୍ୱ ଲାଗି ମୋଦିଙ୍କୁ ‘ ଦି କମ୍ପାନିଅନ୍ ଅଫ୍ ଦି ଅର୍ଡର ଅଫ୍ ଫିଜି’ ସମ୍ମାନ ମିଳିଛି । ଫିଜିର ପ୍ରଧାନମନ୍ତ୍ରୀ ସିଟିଭିନି ରାବୁକା ମୋଦିଙ୍କୁ ଏହି…

ବିଦେଶ ଗସ୍ତରେ ମୋଦୀ, ପାପୁଆ ନ୍ୟୁଗିନି ପ୍ରଧାନମନ୍ତ୍ରୀ ସ୍ୱାଗତ ବେଳେ ମୋଦୀଙ୍କ ପାଦ ଛୁଇଁଲେ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାପୁଆ ନ୍ୟୁଗିନି ରେ ପହଞ୍ଚିବା ପରେ ତାଙ୍କୁ ଦେଶର ପ୍ରଧାନମନ୍ତୀ ଭବ୍ୟ ସ୍ୱାଗତ କରିଛନ୍ତି । ପ୍ରଥମେ ମୋଦୀ ତାଙ୍କୁ ଆଲିଂଗନ କରିବା ପରେ ପାପୁଆ ନ୍ୟୁଗିନିର ପ୍ରଧାନମନ୍ତ୍ରୀ ଜେମସ୍‌ ମାରପେ ମୋଦୀଙ୍କ ପାଦ ଛୁଇଁ ଆଶିର୍ବାଦ ନେବା ଦେଖାଯାଇଥିଲା…

ଭୂକମ୍ପ ଝଟକାରେ ଥରିଲା ପାପୁଆ ନ୍ୟୁ ଗିନି: ରିକ୍ଟର ସ୍କେଲରେ ତିବ୍ରତା ୭.୭, ବଡ଼ ଧ୍ୱଂସ ହେବାର ଆଶଙ୍କା !

ନୂଆଦିଲ୍ଲୀ : ଭୂକମ୍ପ ଝଟକାରେ ଥରିଲା ଇଣ୍ଡୋନେସିଆ ଦ୍ବୀପପୁଞ୍ଜର ପଶ୍ଚିମ ପାପୁଆ ନ୍ୟୁ ଗିନି । ଆଜି (ରବିବାର )ସକାଳେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ରିଚ୍ଟର ସ୍କେଲରେ ଏହାର ତିବ୍ରତା ୭.୭ ଆକଳନ ହୋଇଛି। କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ। ଏନେଇ ଆମେରିକାର ଭୂତତ୍ତ୍ବ…

ଏହି ସହରରେ Wild Sex କରିବା ପାଇଁ ନଥାଏ କୌଣସି ବାଧା, ଯିଏ ଯେଉଁଠି ଯେମିତି ଚାହେଁ ସେମିତି ରଖିପାରେ ସମ୍ବନ୍ଧ

ଦୁନିଆର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାରର ପରମ୍ପରା ଓ ରୀତିନୀତି ରହିଛି, ଯାହା ଜାଣିବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ଅନେକ ଥର ଏପରି ପରମ୍ପରା ବିଷୟରେ ଖବର ଆସିଥାଏ ଯାହା ବିଷୟରେ ଜାଣିଲେ ଯେକୌଣସି ବ୍ୟକ୍ତି ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ସମାଜରେ ମହିଳାଙ୍କ ପିରିଅଡ୍ସ ଓ ସେକ୍ସକୁ ନେଇ ମଧ୍ୟ…